ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ପ୍ରଦୀପ୍ତ-କ୍ରିଷନ୍-ବଲଵନ୍ତଙ୍କୁ ନଜର

ବାରଣାସୀ ଭଳି ହେବ ପୁରୀ ସହର ମାଷ୍ଟର ପ୍ଲାନ ପ୍ରସ୍ତୁତି ଆରମ୍ଭ ଭୁବନେଶ୍ବର: ପଞ୍ଚଦଶ ଅର୍ଥ କମିସନ ପାଖାପାଖି ୨୦୦ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନାଲକୋ କର୍ତୃପକ୍ଷ ସୂଚାଇଛନ୍ତି ସେମାନେ ୬୦ କୋଟି ଟଙ୍କା ଦେବେ। ଏଥିରେ ୪୨ ଏକର ବିଶିଷ୍ଟ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ
Read More...

ମୁଖ୍ୟମନ୍ତ୍ରୀ ଜାଣିପାରିଲେନି, ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ଜଣାଇଲା

ଭୁବନେଶ୍ୱର: ଆଜି ବିଧାନସଭା ଭାରତବର୍ଷ ସାମ୍ନାରେ ଏକ ବଡ଼ ଉଦାହରଣ ରଖିଛି । ଚନ୍ଦ୍ରାୟଣରେ ସାମିଲ ହୋଇଥିବା ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ପ୍ରଦାନ କରିଛି । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସାମିଲ ହୋଇପାରିନାହାନ୍ତି । ଯେହେତୁ ବାଚସ୍ପତି ତତ୍କାଳ ଏ ସଂପର୍କରେ ନିଷ୍ପତ୍ତି
Read More...

ବିଧାୟକମାନେ ରାଗିଗଲେ

ଭୁବନେଶ୍ୱର: ଶୁକ୍ରବାର ପ୍ରଶ୍ନକାଳରେ ରାଗିଯାଇଥିଲେ ବିଜେଡି ବିଧାୟକ । ସେମାନେ ପ୍ରଶ୍ନ ପଚାରିବାକୁ ହାତ ଟେକୁଥିଲେ ବି ବାଚସ୍ପତି ସୁଯୋଗ ଦେଉନଥିବାରୁ ଖୋର୍ଧା ବିଧାୟକ ରାଜେନ୍ଦ୍ର ସାହୁ ଓ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିଭଳି ଜୟପୁର ବିଧାୟକ ତାରା
Read More...

ସାରଥିଙ୍କ ଉପରୁ ବିପଦ ଟଳିନି, କାହିିଁକି?

ଭୁବନେଶ୍ୱର: ଚୌଦ୍ୱାର ଜେଲ ହାଜତରୁ ବାହାରିବା ପରେ ସାରଥି ବାବା ଓରଫ୍‍ ସନ୍ତୋଷ ରାଉଳଙ୍କୁ ନିସ୍ତାର ନାହିଁ । ଆଜି କ୍ରାଇମବାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ତାଙ୍କ ଉପରେ ନଜର ରଖାଯିବ । ବେଲ ବଣ୍ଡ ସର୍ତ ସେ ପାଳନ କରୁଛନ୍ତି କି ନାହିଁ ,ତାହା କ୍ରାଇମବ୍ରାଞ୍ଚ ଦେଖିବ । ଯଦି ସେ
Read More...

ଡ୍ରେନ ଗିଳିଲା ପ୍ରାଣ, ଏ ର୍ବଷର ପ୍ରଥମ

ସାଲିଆ ସାହିରେ ଉତ୍ତେଜନା ଧସ୍ତାଧସ୍ତିଡ୍ରେନ-ରାସ୍ତା ମିଶିଯାଇଥିଲା, ଗଳିପଡିଲେ ଭୁବନେଶ୍ବର: ମୁକୁଳା ଡ୍ରେନ ପାଣିରେ ଆଜି ଜଣେ ବୃଦ୍ଧା ଭାସିଯାଇଛନ୍ତି। ସ୍ଥାନୀୟ ସାଲିଆସାହିରେ ଏଭଳି ଅଘଟଣ ଘଟିଛି। ମୃତ ବୃଦ୍ଧାଜଣଙ୍କ ହଲେେ, ଆନ୍ଧ୍ରପ୍ରଦେଶ ମଣ୍ଡରେଶ୍ବରର ପି. ଅପଲାମା ଓ ତାଙ୍କ ବୟସ ୬୦
Read More...

ପାଟକୁରା ରାୟ: ବିଜେପି ଅଭିଯୋଗ ମିଛ ନଥିଲା!

ଭୁବନେଶ୍ୱର: କିଏ କହିଲା ୩୦ ହଜାରରୁ କମିବନି । କିଏ କହିଲା ୩୫ ହଜାର ନିଶ୍ଚିତ । କିନ୍ତୁ ପାଟକୁରାରୁ ଯେଉଁ ରାୟ ଆସିଲା, ତାହା ସମସ୍ତଙ୍କ ଦମ୍ଭ ଭାଙ୍ଗିଦେଇଛି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ହାରିଛନ୍ତି । ପାଟକୁରା ସ୍ୱାଭିମାନ କଥା କହିି ଲୋକଙ୍କୁ ଭୋଟ ମାଗୁଥିଲେ । ଲୋକେ ଏହି
Read More...

ଏବେ କେମିତି ଜୀବନ ବିତାଇବେ ସାରଥୀ ବାବା

ଭୁବନେଶ୍ୱର: ଜେଲରୁ ମୁକୁଳିବା ପରେ ସାରଥୀ ବାବା ଧର୍ମସଭା କରିପାରିବେ ନାହିଁ । ପ୍ରବଚନ କରିପାରିବେ ନାହିଁ । ଭକ୍ତଙ୍କୁ ଭେଟିପାରିବେ ନାହିଁ । ବାରିମୁଳ ଆଶ୍ରମକୁ ଯାଇପାରିବେ ନାହିଁ । ଏମିତି ସର୍ତ ସହ ବାବା ସାରଥୀଙ୍କୁ ହାଇକୋର୍ଟ ଗତକାଲି ଜାମିନ ଦେଇଛନ୍ତି । ଏଣୁ ବାବା
Read More...

ବିଜେଡିରେ ଇଏ କଣ ଚାଲିଛି?

ଭୁବନେଶ୍ୱର: କିଛି କମ୍‍ ନୁହେଁ । ୧୧୧ ଜଣ ଜିତିଛନ୍ତି । ବିଧାନସଭାରେ ବିଜେଡି ମ୍ୟାଜିକ୍‍ ସଂଖ୍ୟା ଠାରୁ ଢେର୍‍ ଉପରେ ଅଛି । ହେଲେ ୨ମାସ ବିତିନି, ସରକାର ବିରୋଧରେ ଆନ୍ଦୋଳନ ଦାନା ବାନ୍ଧିଲେଣି । ବିଧାନସଭାର ପ୍ରଥମ ଅଧିବେଶନରୁ ଅକଳରେ ପଡିଲେଣି ସରକାର । ନାବାଳିକା ନିଖୋଜ, ଦୁଷ୍କର୍ମ
Read More...

ଛିଃ…ଏଡ୍‍ସ ଆକ୍ରାନ୍ତ ନାବାଳିକାକୁ ବି

ଭୁବନେଶ୍ୱର: ପାପାଚାର ଏତେ ବଢିଯାଇଛି ଯେ ଜଣେ ଏଡ୍‍ସ ଆକ୍ରାନ୍ତ ନାବାଳିକା ବି କାମାନ୍ଧଙ୍କ କବଳରୁ ମୁକ୍ତି ପାଇପାରିଲା ନାହିଁ । ଏଥସହିକ ଆମ ବ୍ୟବସ୍ଥାରେ ଥିବା ଦୁର୍ବଳପଣର ଆଉ ଏକ କଦର୍ଯ୍ୟ ଚେହେରା ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲାର ଜଣେ ୧୩ ବର୍ଷିୟା ନାବାଳିକା ସହିତ ଘଟିଥିବା
Read More...

କୋର୍ଟରୁ ମିଳିଲା ଆଶ୍ୱସ୍ତି, ଆଶ୍ରମ ଫେରିବେ ସାରଥୀ

ଭୁବନେଶ୍ୱର: ଦୀର୍ଘ ତିନି ବର୍ଷ ପରେ ଜେଲ ଜୀବନ ବିତାଉଥିବା ସାରଥୀ ବାବା ଓରଫ୍‍ ସନ୍ତୋଷ ରାଉଳ ଯେ କୌଣସି ମୁହୂର୍ତରେ କେନ୍ଦ୍ରାପଡା ଫେରିବେ । ଆଜି ହାଇକୋର୍ଟ ସାରଥୀ ବାବାଙ୍କୁ ୨ଲକ୍ଷ ଟଙ୍କା ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ
Read More...