Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା
ମିକ୍ସର ମେସିନ ସହ ଓଲଟିଲା ପିକଅପ; ୨ ମୃତ, ୨ ଗୁରୁତର
କେନ୍ଦୁଝରରେ ୬୫ ହଜାର କୋଟିର ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ଲାଣ୍ଟ, ୩୨ ହଜାର ନିଯୁକ୍ତି ସୁଯୋଗ
ବାଣପୁରରେ ଭୟାବହ ଅଗ୍ନିକାଣ୍ଡ, ୭ ପରିବାରର ୧୪ ବଖରା ଘର ପୋଡ଼ି ଛାରଖାର
ଆସାମରେ ସମାନ ନାଗରିକ ସଂହିତା ବିଲ୍ ପାରିତ
NEET-UG 2026 ପେପର୍ ଲିକ୍ ମାମଲା: ସିବିଆଇର ଆଉ ୨ ଗିରଫ
Browsing Category
Today’s Highlight
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି
ନ୍ୟୁଜ୍ ବ୍ୟୁରୋ: ଓଡ଼ିଶାରେ ଚାଲିଥିବା ଜନଗଣନା କାର୍ଯ୍ୟକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଜନଗଣନା କାର୍ଯ୍ୟ ଶେଷ ହେଉଅ ପର୍ଯ୍ୟନ୍ତ ଏଥିରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ବଦଳି ଉପରେ କଟକଣା ଲଗାଯାଇଛି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା!-->…
Read More...
Read More...
ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ
ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ଆଜିଠାରୁ ପୁଣି କଡ଼ାକଡ଼ି ଭାବେ ପ୍ରଦୂଷଣ ପ୍ରମାଣପତ୍ର (PUCC) ଯାଞ୍ଚ ଆରମ୍ଭ ହୋଇଛି। ଟୋଲଗେଟଗୁଡ଼ିକରେ ଇ-ଡିଟେକସନ ବ୍ୟବସ୍ଥା ମାଧ୍ୟମରେ ବୈଧ ପିୟୁସିସି ନଥିବା ଗାଡ଼ି ଉପରେ ସିଧାସଳଖ ଚାଲାଣ କଟାଯିବ।
ରାଜ୍ୟ ସରକାର ପୂର୍ବରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଏହି!-->!-->!-->…
Read More...
Read More...
‘କନ୍ୟା ସୁମଙ୍ଗଳ ଯୋଜନା’, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର
ଭୁବନେଶ୍ୱର: ରାଜ୍ୟରେ ‘କନ୍ୟା ସୁମଙ୍ଗଳ ଯୋଜନା’ର ଏସଓପି (SOP) ଖୁବ ଶୀଘ୍ର ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଝିଅ ଜନ୍ମ ହେବା ପରେ ଏକ ବର୍ଷ ଭିତରେ ଶିଶୁର ବ୍ୟାଙ୍କ ଖାତାକୁ ସରକାର ପ୍ରଥମ ଆର୍ଥିକ ସହାୟତା ଜମା କରିବେ। ପର୍ଯ୍ୟାୟକ୍ରମେ ସହାୟତା ଦିଆଯାଇ!-->…
Read More...
Read More...
ମହିଳା ସଂରକ୍ଷଣ ବିଲ୍ ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ
ନ୍ୟୁଜ୍ ବ୍ୟୁରୋ: ଦେଶରେ ମହିଳା ସଂରକ୍ଷଣ ବିଲ୍କୁ କେନ୍ଦ୍ର କରି ସଂସଦରେ ଏକ ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଛି। ଏହି ଅଧିବେଶନ ପାଇଁ ୩ ଦିନ ସମୟ ଧାର୍ଯ୍ୟ କରାଯାଇଛି। ଆସନ୍ତା ୧୬ ତାରିଖରୁ ଏହି ଅଧିବେଶନ ଆରମ୍ଭ ହେବ ଏବଂ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମହିଳା ସଂରକ୍ଷଣ!-->…
Read More...
Read More...
ଏସ୍ଆଇଆର୍ ଟିମ ବନ୍ଧକ ଘଟଣା: ପଶ୍ଚିମବଙ୍ଗ ସରକାରକୁ ସୁପ୍ରିମକୋର୍ଟର କଡା ଭର୍ତ୍ସନା
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଏସ୍ଆଇଆର୍ (SIR) କାର୍ଯ୍ୟରେ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ଘଟଣାରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ଆଦାଲତ ମମତା ବାନାର୍ଜୀଙ୍କ ସରକାରକୁ ଭର୍ତ୍ସନା କରିଛନ୍ତି।
ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟର ମୁଖ୍ୟ ସଚିବ,!-->!-->!-->…
Read More...
Read More...
ବଢୁଛି ତାତି, ସକାଳୁଆ ସ୍କୁଲ ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ
ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ତୀବ୍ର ହେଉଥିବା ପରିପ୍ରେକ୍ଷିତରେ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ଶୁକ୍ରବାରଠାରୁ ସମସ୍ତ ସ୍କୁଲ ସକାଳୁଆ ଚାଲିବ।
!-->!-->…
Read More...
Read More...
ଏପ୍ରିଲ ୧୦ରେ ରାଜ୍ୟସଭାରେ ଶପଥ ନେବେ ନୀତିଶ କୁମାର
ବିହାର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସନ୍ତା ଏପ୍ରିଲ ୧୦ରେ ଦିଲ୍ଲୀରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ। ଏପ୍ରିଲ ୯ରେ ଦିଲ୍ଲୀ ପହଞ୍ଚି ଦୁଇ-ତିନି ଦିନ ରହିବେ ଏବଂ ଏହି ସମୟରେ ବରିଷ୍ଠ ଦଳୀୟ ନେତାମାନଙ୍କ ସହ ଆଲୋଚନା କରିପାରନ୍ତି। ଶପଥ ପରେ ପଟନା ଫେରି ସେ ମୁଖ୍ୟମନ୍ତ୍ରୀ ପଦରୁ!-->…
Read More...
Read More...
ରାଜ୍ୟର ୩୦ ଜିଲ୍ଲାରେ ୧,୮୮୯ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଉଦ୍ଘାଟନ
ନ୍ୟୁଜ୍ ବ୍ୟୁରୋ: ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ନିର୍ମିତ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଆଜି ଉଦ୍ଘାଟନ କରାଯାଇଛି। ଉପ-ମୁଖ୍ୟମନ୍ତ୍ରୀ ଏବଂ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱରରୁ ଆଭାସୀ ମାଧ୍ୟମରେ ଏହି କେନ୍ଦ୍ରଗୁଡ଼ିକୁ!-->…
Read More...
Read More...
ରାଜ୍ୟସଭାରେ ରାଘବ ଚଢାଙ୍କୁ ଝଟକା, ଉପନେତା ପଦରୁ ହଟାଇଲା ଆପ୍
ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଆମ ଆଦମୀ ପାର୍ଟି ପକ୍ଷରୁ ବଡ଼ ଝଟକା ଲାଗିଛି। ପାର୍ଟି ତାଙ୍କୁ ରାଜ୍ୟସଭାରେ ଉପନେତା ପଦରୁ ହଟାଇ ଦେଇଛି। ଏହା ସହିତ ସଂସଦରେ ତାଙ୍କର କହିବା ଅଧିକାରକୁ ମଧ୍ୟ ସୀମିତ କରାଯାଇଥିବା ସୂଚନା ମିଳିଛି।
ଆମ ଆଦମୀ ପାର୍ଟି ତାଙ୍କ ସ୍ଥାନରେ ସାଂସଦ!-->!-->!-->…
Read More...
Read More...
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ଭୁବନେଶ୍ବର: ଆଜି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ୭୮ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ!-->…
Read More...
Read More...