ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି- ଏମ୍ସ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ଚିନ୍ତା ବଢାଇଲା ଚତୁର୍ଥ ଆସନ

ବିଧାନସଭା ସଂଖ୍ୟା ଦୃଷ୍ଟିରୁ କାହା ସପକ୍ଷରେ ଯାଉନି ଚତୁର୍ଥ ଆସନପ୍ରଥମ ତିନିଟି ଆସନ ବିଜେଡିକୁ ଯିବା ନିଶ୍ଚିତ, ଅକଳରେ କଂଗ୍ରେସବିଜେଡିକୁ ସମର୍ଥନ କଲେ ମନା, ଅନୁପସ୍ଥିତ ରହିଲେ ସମାଲୋଚନା ଡରବିଜେପି-ବିଜେଡି ମିଶିକି ଲଢିଲେ, ଚତୁର୍ଥ ଆସନ ପଦ୍ମ ନେଇପାରେନବୀନଙ୍କ ପାଇଁ ସମ୍ମାନଜନକ
Read More...

ଆଗକୁ ମହଙ୍ଗା ହେବ ବିଦ୍ୟୁତ

ସାଂଘାତିକ ଚାପରେ ବିଦ୍ୟୁତ କ୍ଷେତ୍ର, ଚିନ୍ତା ପ୍ରକଟ କଲେଣି କେନ୍ଦ୍ର ସରକାରବିଶ୍ବରେ ଭାରତର ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି ସବୁଠୁ ଅଧିକକୃଷି କ୍ଷେତ୍ରରେ ମାଗଣା ଓ ବିନା ମିଟରରେ ବିଦ୍ୟୁତ ଜାଳିବା ବଡ଼ କାରଣ୩ବର୍ଷ ମଧ୍ୟରେ ପ୍ରି-ପେଡ୍ ମିଟର ଲଗାଇବା ପାଇଁ ସବୁ ରାଜ୍ୟ ଉପରେ
Read More...

୫୭% ଭୋଟ୍ ମୂଲ୍ୟ କଣ ଏୟା?

ଚୁପ୍ ବସିଛନ୍ତି ବିରୋଧୀ, ମାତ୍ରାଧିକ ସକ୍ରିୟ ରାଜ୍ୟ ସରକାରବିଜେପି ହାତରେ କାର୍ଯ୍ୟକ୍ରମ ନାହିଁ,କଂଗ୍ରେସ ସ୍ଥିତି ସାଂଘାତିକ ଭୁବନେଶ୍ବର: ମୁଖ୍ୟ ବିରୋଧୀ ଦଳ ବିଜେପି ସଭାପତି ଭାବେ ସମୀର ମହାନ୍ତି ଦାୟିତ୍ବ ନେବା ପରେ ଏବେ ବିଭିନ୍ନ ସ୍ଥାନରେ ତାଙ୍କୁ ଶୁଭେଚ୍ଛାର ପର୍ବ ଜାରି ରହିଛି।
Read More...

କହୁ କହୁ ବଡ କଥାଟେ କହିଦେଲେ ଶିବା ରେଡ୍ଡି

ଭୁବନେଶ୍ବର: ଦେଶରେ ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ବିତର୍କ ଜାରି ରହିଥିବା ବେଳେ ଭାରତ ବର୍ଷର ପ୍ରଖ୍ୟାତ କବି ତଥା ସରସ୍ବତୀ ସମ୍ମାନ ବିଜେତା କେ. ଶିବା ରେଡ୍ଡି ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଭୁବନେଶ୍ବରରେ ଅନୁଷ୍ଠିତ ସାହିତ୍ୟ ପତ୍ରିକା କଥାର ବାର୍ଷିକ ଉତ୍ସବରେ ମୁଖ୍ୟ
Read More...

ଆଗକୁ ବଡ଼ ଲଢେଇ

୧୩ ତାରିଖରେ ନନ୍ଦିଘୋଷ ଟିଭିର ଶୁଭାରମ୍ଭବିଜେଡି ସମର୍ଥିତ ବ୍ୟାନରରେ ଆସିବ ଏହି ଟିଭିବିଜେପି ସମର୍ଥନରେ ଆସିବ ଅର୍ଗସ ଚ୍ୟାନେଲସୌମ୍ୟ, ତଥାଗତଙ୍କ ଉପରେ ରହିବ ସମସ୍ତଙ୍କ ନଜର ଭୁବନେଶ୍ବର: ବିଜେଡି-ବିଜେପି ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। କଂଗ୍ରେସ ବଳ ଗୋଟାଇବାକୁ ଉଦ୍ୟମ କରି ବି
Read More...

ବାଟ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ବଡ଼ ଖେଳ ଖେଳିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବାଟ ଖୋଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶର ଦୁଇ ମାସ ବିତିନି। ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରାମ ମନ୍ଦିର
Read More...

ବର୍ଷ ପାଞ୍ଚଟାରେ ପ୍ରଭାବ କମିଗଲା କାହିଁକି?

ଜୁଏଲଙ୍କୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହେଲାଣି ଭିନ୍ନ ଚର୍ଚ୍ଚାକେନ୍ଦ୍ରୀୟ ନେତାଙ୍କ ଶୁଭ ଦୃଷ୍ଟିରେ ଆଉ ସମ୍ଭବତଃ ନାହାନ୍ତି ଭୁବନେଶ୍ବର: ସାଂସଦ ଜୁଏଲ ଓରାମ ବିଜେପି କେନ୍ଦ୍ରୀୟ ନେତୃତ୍ବର ଆସ୍ଥା ହରାଇଲେ କି? ଗତ ସରକାର ସମୟରେ କେନ୍ଦ୍ରମନ୍ତ୍ରୀ ଥିବା ଜୁଏଲ ଓରାମ, ପ୍ରଧାନମନ୍ତ୍ରୀ
Read More...

ଜଣେ ନେତା, ଗୋଟିଏ ପଦବି!

ଏମିତି ଫର୍ମୁଲା ସପକ୍ଷରେ କାମ ଆରମ୍ଭ କରୁଛି ବିଜେଡିସଂଗଠନରେ ଯୁବ ନେତାଙ୍କୁ କିଭଳି ଦାୟିତ୍ବ ମିଳୁଛି, ସମସ୍ତଙ୍କ ନଜରପୁରୁଖା ତଥା ବରିଷ୍ଠ ଦାୟିତ୍ବ ପାଇବେ ନା କୋଣଠେସା ହୋଇ ରହିବେ ଭୁବନେଶ୍ବର: ଚଳିତମାସ ଶେଷ ସପ୍ତାହରେ ବିଜେଡି ସାଂଗଠନିକ ନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀ ନବୀନ
Read More...

ତଥ୍ୟ ମାଗିଲେ, ମୃତ୍ୟୁଦଣ୍ଡ!

କନ୍ଧମାଳର ଅଭିମନ୍ୟୁଙ୍କ ପରେ କେନ୍ଦ୍ରାପଡାର ରଂଜନଙ୍କୁ ହତ୍ୟାସୂଚନା ଅଧିକାର ବଳରେ ଦୁର୍ନୀତିଗ୍ରସ୍ତଙ୍କ ମୁଖା ଖୋଲୁଥିଲେଶ୍ବାସରୁଦ୍ଧ କରି ଶୁକ୍ରବାର ରାତିରେ ମାରିଦେଇଥିବା ସନ୍ଦେବ ଭୁବନେଶ୍ବର: ଉପା ସରକାର ସମୟରେ ଲୋକଙ୍କ ହାତକୁ ଆସିଥିବା ବଡ଼ ଅସ୍ତ୍ରକୁ ପ୍ରଭାବହୀନ କରିବା ଲାଗି
Read More...

କୁଟ୍ଟେଙ୍କୁ କହିବା ପରେ କଣ ହେଲା ଜାଣନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ପାଟକୁରା ନିର୍ବାଚନମଣ୍ଡଳୀରେ ବିକାଶ କାର୍ଯ୍ୟ ଆରମ୍ଭ ତିନି ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଟିମ୍‍ ଅଚାନକ ଗସ୍ତ କରି ତନାଘନା କଲେ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପନିର୍ବାଚନ ସମୟରେ ଦେଇଥିବା
Read More...