ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଘୋଷଣା ହେଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

0

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ବୁଧବାର ସନ୍ଧ୍ୟାରେ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀ ଏବଂ ଲୋକସଭା ଆସନ ପାଇଁ ୫ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ୨୦୨୪ ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ଅନୁସାରେ

ବିଧାନସଭା :
ବ୍ରଜରାଜନଗର-ଅଳକା ମହାନ୍ତି
ଝାରସୁଗୁଡା – ଦିପାଳି ଦାସ
ଆଠମଲ୍ଲିକ – ନଳୀନ କାନ୍ତ ପ୍ରଧାନ
ତଳସରା –ବିଜୟ ଟପ୍ପୋ
ସୁନ୍ଦରଗଡ-ଯୋଗେଶ ସିଂ
ବଣାଇ – ଭୀମସେନ ଚୌଧୁରୀ
ବାରିପଦା – ସନନ୍ତ ମାର୍ଣ୍ଡି
ରାଜଗାଙ୍ଗପୁର – ଅନୀଲ ପର୍ବା
ଉଦଳା –ଶ୍ରୀନାଥ ସୋରେନ
ବୀରମହାରାଜପୁର – ପଦ୍ମନାଭ ବେହେରା
ଯଶୀପୁର –ଚକ୍ରଧର ହେମ୍ବ୍ରମ
ବଡସାହି -ଅନସୂୟା ପାତ୍ର
ମୋରଡା – ପ୍ରୀତିନନ୍ଦା କାନୁନଗୋ
ସୋର – ମାଧବ ଧଡା
ଖଡିଆଳ – ଅଧିରାଜ ପାଣିଗ୍ରାହୀ
ଫୁଲବାଣୀ-ଜୟଶ୍ରୀ କହଁର
ମାହାଙ୍ଗା – ଅଙ୍କିତ ପ୍ରତାପ ଜେନା
ତିର୍ତ୍ତୋଲ-ରମାକାନ୍ତ ଭୋଇ
ଜଗତସିଂହପୁର – ପ୍ରଶାନ୍ତ ମୁଦୁଲି
ଭୁବନେଶ୍ୱର ଉତ୍ତର – ଶୁସାନ୍ତ କୁମାର ରାଉତ
ଏକାମ୍ର – ଅଶୋକ ପଣ୍ଡା
ଖଲ୍ଲିକୋଟ – ସୂର୍ଯ୍ୟମଣି ବୈଦ୍ୟ
ଆସ୍କା – ମଞ୍ଜୁଳା ସ୍ୱାଇଁ
ବ୍ରହ୍ମପୁର – ରମେଶ ଚାଉପଟ୍ଟନାୟକ
ପାରଳାଖେମୁଣ୍ଡି – ରୂପେଶ ପାଣିଗ୍ରାହୀ
ମୋହନା – ଅନ୍ତର୍ଯ୍ୟାମୀ ଗମାଙ୍ଗ
ପଟାଙ୍ଗୀ – ପ୍ରଫୁଲ୍ଲ ପାଙ୍ଗୀ

ଲୋକସଭା-
ବଲାଙ୍ଗୀର-ସୁରେନ୍ଦ୍ର ସିଂ ଭୋଇ
ଭଦ୍ରକ-ମଞ୍ଜୁଲତା ମଣ୍ଡଳ
ବରଗଡ- ପରିଣୀତା ମିଶ୍ର
ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର
କେନ୍ଦୁଝର- ଧନଞ୍ଜୟ ସିନ୍ଧୁ

Leave A Reply

Your email address will not be published.