Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପ୍ରକାଶ ପାଇଲା ଜେଇଇ ମେନ୍-୨୦୨୩ ପରୀକ୍ଷା ଫଳାଫଳ
ପେରୁରେ ଲଗାଣ ବର୍ଷା ପରେ ଭୁସ୍ଖଳନ; ୩୬ ଜଣଙ୍କ ମୃତ୍ୟୁ
ତୁର୍କୀ ଭୂକମ୍ପ: ହୁ ହୁ ହୋଇ ବଢ଼ୁଛି ମୃତ୍ୟୁସଂଖ୍ୟା, ଏବେ ୪୦୦୦ ଟପିଲା; ଉଦ୍ଧାର କାର୍ଯ୍ୟ ଜାରି
ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ : ଗୁରୁତର ଲିଭର ଜନିତ ସମସ୍ୟା ନେଇ ହେଉଛନ୍ତି ଚିକିତ୍ସିତ
Browsing Category
ଅପରାଧ
ଏୟାରପୋର୍ଟ ଥାନା ପାଇଖାନl ଟାଙ୍କିରୁ ମିଳିଛି ହାତ ଲେଖା ଚିଠି
ଝାରସୁଗୁଡ଼ା : ଝାରସୁଗୁଡାରେ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ପଡିଛି ଗୋପାଳର ହାତ ଲେଖା କାଗଜ। ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କିଛି ସୁରାଗ ପାଇଁ ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନl ଟାଙ୍କିରେ ଖୋଳାଖୋଳି କରାଯାଇଛି । ଗୋପାଳର ହାତ…
Read More...
Read More...
ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ସାଲୁଜା ଗିରଫ
ବଲାଙ୍ଗୀର; ବଲାଙ୍ଗୀର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ଓରଫ ସେଜି ସାଲୁଜାଙ୍କୁ ଗିରଫ କରିଛି ପୁଲିସ । କଂଟାବାଞ୍ଜିର ଏକ ସିନେମା ହଲ ଭିତରେ ଗଣ୍ଡଗୋଳରେ ବିଧାୟକଙ୍କ ପୁଅର ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଅମିତ ପୁଲିସ ସହ ଗଣ୍ଡଗୋଳ କରୁଥିବାର…
Read More...
Read More...
ନବ ଦାସଙ୍କ ମୃତ୍ୟୁ ପରେ ପିଏସଓ ଥିବା ମିତ୍ରଭାନୁ ଦେଓ ନିଲମ୍ବିତ
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମୃତ୍ୟୁ ପରେ ମନ୍ତ୍ରୀଙ୍କ ପିଏସଓ ଥିବା ମିତ୍ରଭାନୁ ଦେଓଙ୍କୁ ନିଲମ୍ବିତ କରାଯାଇଛି। ସେପଟେ ବ୍ରଜରାଜନଗର ଆଇଆଇସି ଓ ସବ୍ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି। ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୁଲିସ…
Read More...
Read More...
ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାଦେଶ
ଗାନ୍ଧିନଗର: ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାଦେଶ । ଆଜି ଦଣ୍ଡ ଘୋଷଣା କଲେ ଗାନ୍ଧିନଗର କୋର୍ଟ । ୨୦୧୩ ଦୁଷ୍କର୍ମ ମାମଲାରେ କୋର୍ଟ ଦଣ୍ଡ ଘୋଷଣା କଲେ । ଗତକାଲି ଏହି ମାମଲାରେ ଦୌରାଜଜ ଡି.କେ. ସୋନି ୬ ଅଭିଯୁକ୍ତଙ୍କୁ ଖଲାସ କରିଥିବାବେଳେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।…
Read More...
Read More...
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର ପ୍ରମୋଦ
ବ୍ରହ୍ମପୁର; ଭିଜିଲାନ୍ସ ଜାଲରେ ସାଉଥକୋ ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରମୋଦଙ୍କ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ । ଅଫିସ ସହ ଏକକାଳୀନ ୧୦ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ବ୍ରହ୍ମପୁର ସିଦ୍ଧାର୍ଥ ନଗର ପ୍ରଥମ ଲେନରେ…
Read More...
Read More...
ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି ମହେନ୍ଦ୍ର କୁମାର ସେଠୀ
କେନ୍ଦୁଝର: ଆଜି ପୁଣି ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣି ମହେନ୍ଦ୍ର କୁମାର ସେଠୀ। ଛୁଟି ଦରମା କରାଇଦେବା ପାଇଁ ଜଣେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଠାରୁ ୧୦ ହଜାର…
Read More...
Read More...
ମାଲକାନଗିରିରୁ ଚାଣ୍ଟିକୁ ବାନ୍ଧିଲା ଏନଆଇଏ
କୋରାପୁଟ; ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଦୁ଼ର୍ଦ୍ଦାନ୍ତ ନକ୍ସଲ ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ଗିରଫ କରିଛି ଏନ୍ଆଇଏ। ଗତକାଲି ସ୍ୱାଭିମାନ ଅଞ୍ଚଳରୁ ଓଡ଼ିଶା ପୁଲିସ ସହାୟତାରେ ଗିରଫ କରିଛି ଏନଆଇଏ। ୨୦୧୨ ମସିହା ଜୁଲାଇ ମାସରେ ବିଏସ୍ଏଫ ଯବାନଙ୍କ ଉପରେ ନକ୍ସଲମାନେ ଆକ୍ରମଣ କରିଥିଲେ।…
Read More...
Read More...
ଆମେରିକାରେ ପୁଣି ଗୁଳିକାଣ୍ଡ, ୩ ମୃତ ୨୧ ଆହତ
ଆମେରିକା; ଆମେରିକାରେ ପୁଣି ଗୁଳି ଫୁଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ଗତ କିଛି ଦିନ ଆମେରିକାର ସର୍ବସାଧାରଣ ସ୍ଥାନରେ ଆଖି ବୁଜା ଗୁଳି ମାଡ଼ ହେଉଥିବା ବେଳେ ଘରୁ ବାହରିବାକୁ ଲୋକେ ସୁରକ୍ଷିତ ମଣୁ ନାହାନ୍ତି।
ସୂଚନାଯୋଗ୍ୟ: ୱାଶିଂଟନ ୟାକିମାସ୍ଥିତ ଏକ…
Read More...
Read More...
ଆମେରିକାର ୩ଟି ସ୍ଥାନରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ
ଓ୍ବାଶିଂଟନ : ଆମେରିକାର ଡେସ୍ ମୋଇନେସ୍ସ୍ଥିତ ଏକ ସ୍କୁଲ ସମେତ ଅନ୍ୟ ଦୁଇଟି ସ୍ଥାନରେ ଗୁଳିକାଣ୍ଡ ଘଟି ୨ ନିରୀହ ଛାତ୍ରଙ୍କ ୯ଜଣଙ୍କ ଜୀବନ ଯାଇଛି। ଏଥିରେ ଜଣେ ଶିକ୍ଷକ ବି ଗୁରୁତର ହୋଇଥିବା ଜଣାଯାଇଛି।
ଆମେରିକାର ଗଣମାଧ୍ୟମ ଅନୁଯାୟୀ, ଗୋଟିଏ ଦିନରେ ଆମେରିକାର ୩ଟି ସ୍ଥାନରେ…
Read More...
Read More...
ଆମେରିକାରେ ପୁଣି ଗୁଳିକାଣ୍ଡ
କାଲିଫର୍ଣ୍ଣିଆ : ଆମେରିକା ଗୁଳିକାଣ୍ଡ ଏବେ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ପ୍ରାୟ ପ୍ରତି ମାସରେ ସର୍ବସାଧାରଣ ସ୍ଥାନ ଯେପରିକି ସ୍କୁଲ, ସପିଂମଲ ଆଦିରେ ଗୁଳିକାଣ୍ଡ ହେଉଛି । କାଲିଫର୍ଣ୍ଣିଆସ୍ଥିତ ମଣ୍ଟେରି ପାର୍କରେ ଚୀନ ନବବର୍ଷ ସମାରୋହ ଚାଲିଥିବାବେଳେ ଆଖିମୁଜା ଗୁଳିକାଣ୍ଡ…
Read More...
Read More...