Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ
୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ
କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି
ଭୁବନେଶ୍ୱର: ଯୌନ ନିର୍ଯାତନା ଅଭିଯୋଗରେ କନଷ୍ଟେବଲ ଗିରଫ
୪ ବର୍ଷ ଧରି ନାବାଳିକାକୁ ଯୌନ ଶୋଷଣ ସହ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ୍ କରୁଥିବା ଅଭିଯୋଗ
ଚାଇଲ୍ଡ ଲାଇନ ହସ୍ତକ୍ଷେପ ପରେ ପରେ ପଦକ୍ଷେପ
ସେରୋ ଟାଇପିଂ ପାଇଁ ପୁନେ ଗଲା ନମୁନା
ଶ୍ରୀମନ୍ଦିରକୁ ମ୍ୟୁଜୟମ୍ କରନାହିଁ ବୋଲି ଅସନ୍ତୋଷ ଝାଡ଼ିଲେ ଶଙ୍କରାଚାର୍ଯ୍ୟ
ସବୁ ରାଡନୈତିକ ଦଳ ଏବଂ ସାମାଜିକ ସଂଗଠନ ସହିତ ଆଲୋଚନା କଲେ ଜଗଦଗୁରୁ
ଆଇପିଏଲ୍ ଫାଇନାଲରେ ଗୁଜରାଟ ଟାଇଟନ୍ସ
ଆଇପିଏଲରେ ପ୍ରଥମ ଥର ପାଇଁ ପଦାର୍ପଣ କରିଛି ଗୁଜରାଟ ଟିମ୍
Browsing Category
ସାହିତ୍ୟ
ଏ ଶିଶୁଲେଖା କାହା ପାଇଁ ପ୍ରକାଶ ପାଉଛି?
ଭୁବନେଶ୍ବର: ଦୀର୍ଘ ଦିନ ବ୍ୟବଧାନ ପରେ ଓଡ଼ିଶାରେ ଆଦୃତି ଲାଭ କରିଥିବା ଶିଶୁ ଲେଖା ପୁନଃ ପ୍ରକାଶ ପାଉଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଶାର ପ୍ରାୟ ଅଧିକାଂଶ ପରିବାରରେ ଖୁସି ଆଣି ଦେଇଥିଲା। ଛୋଟ ପିଲାଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ଏହି ପୁସ୍ତକ ପ୍ରକାଶନ ପରବର୍ତ୍ତୀ ପିଢି ପାଇଁ…
Read More...
Read More...
କେଉଁ ରାସ୍ତାରେ ଯାଉଛି ଓଡ଼ିଶା ସାହିତ୍ୟ ଏକାଡେମୀ?
ଭୁବନେଶ୍ବର: ହଠାତ୍ ଓଡ଼ିଶା ସାହିତ୍ୟ ଏକାଡେମୀ ଦୈନିକ ଓଡ଼ିଆ ଖବରକାଗଜରେ ଗୋଟିଏ ବିଜ୍ଞାପନ ଦେଇଛନ୍ତି। ଏକାଡେମୀ ପକ୍ଷରୁ ସଭାପତି ଏବଂ ସଚିବ କହିଛନ୍ତି ଯେ ଦୋକାନ, ବଜାର ଅବା ଦପ୍ତର, ଓଡ଼ିଆରେ କୁହ, ଓଡ଼ିଆରେ ଲେଖ, ଓଡ଼ିଆ ଭାଷାଟି ମାଆ ତୁମର। ଏକାଡେମୀର ସଚିବ ପ୍ରବୋଧ ରାଉତ…
Read More...
Read More...
କଥାକାର ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ପୁରସ୍କାର ପ୍ରଦାନ
ସାରସ୍ୱତ ସାଧନା ପାଇଁ ୧୫ ଜଣ ସମ୍ବର୍ଧିତ
ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀର ୨୮ତମ ପୁରସ୍କାର ବିତରଣୀ ଉତ୍ସବରେ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ୱତ ସାଧକ ଡ. ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଛି । ସ୍ଥାନୀୟ…
Read More...
Read More...
ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଆଉ ପାଦେ ଆଗେଇଲେ
ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ଲାଗି ନିର୍ଦେଶ ଦେଲେ ସରକାର୬୦ କୋଟି ଟଙ୍କା ଅନୁମୋଦନ, ଓବିସିସି ପ୍ରକଳ୍ପ କାମ ହାତକୁ ନେଲାସତ୍ୟବାଦୀ ବନ ବିଦ୍ୟାଳୟ ଢାଞ୍ଚାରେ ହେବ ଏହି ବିଶ୍ବବିଦ୍ୟାଳୟ
ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍ରେ…
Read More...
Read More...
କୁନି ମଥା : ଗୁରୁ ଚିନ୍ତା
ଦୀପ୍ତିମୟୀ ଶତପଥୀ
" ମାମା ,କେ.ୱାଇ.ସି ଫର୍ମ ମୁଁ ପୂରଣ କରିବି । ତୁମେ ଦସ୍ତଖତ କରିଦେବ । " ବିଠଲ୍ କହିଲା ।
"କଣ ହେଲା କି ? ମୋର କର୍ସିଭ ଲେଟର୍ ଠିକ ଲାଗୁନି ତତେ ? " ସୁତପା ପଚାରିଲେ ।
"ନାଁ ମାମା ,ତୁମ ଅକ୍ଷର ବହୁତ ସୁନ୍ଦର । ତୁମେ ପାଠ ବି ଭଲ ବୁଝେଇପାର । ତୁମ…
Read More...
Read More...
ନୟାଗଡ଼ ସାହିତ୍ୟ ଉତ୍ସବରେ ଏକାଠି ହେଲେ ୫୦୦ ଲେଖକ
ଦଶପଲ୍ଲା, ୭/୨: ସାହିତ୍ୟ ହୃଦୟକୁ ଯୋଡ଼ିଥାଏ, ମଣିଷ ଭିତରେ ମଣିଷପଣିଆ ଭରିଥାଏ । ସାହିତ୍ୟ ବିପ୍ଳବ କରେ, ସାହିତ୍ୟ ହୃଦୟକୁ ତରଳାଇଦିଏ । ସାହିତ୍ୟ ମଣିଷ ଜୀବନରେ ମହୁ ଭରିଦିଏ ବୋଲି କହିଛନ୍ତି କବି ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ।…
Read More...
Read More...
ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ
ଭୁବନେଶ୍ବର: ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତୀ ପଢିବାର ସୁଯୋଗ ପାଇବେ।…
Read More...
Read More...
କବି ନିତ୍ୟାନନ୍ଦ ନାୟକଙ୍କୁ ୪୧ତମ ଶାରଳା ପୁରସ୍କାର
ଭୁବନେଶ୍ୱର: ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବରିଷ୍ଠ କବି ନିତ୍ୟାନନ୍ଦ ନାୟକଙ୍କୁ ପ୍ରଦାନ କରାଯାଇଛି । ୨୦୧୭ ମସିହାରେ ଫ୍ରେଣ୍ଡସ୍ ପବ୍ଲିସର୍ସ ଦ୍ୱାରା ପ୍ରକାଶିତ…
Read More...
Read More...
ନବୀନଙ୍କ ପାଇଁ ଲଢୁଛନ୍ତି ଗାଁ ମହିଳା
କରୋନା ମୁକାବିଲାରେ ମିସନ ଶକ୍ତି ପାଲଟିଛି ଓଡିଶା ଶକ୍ତି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଲାଗିଛନ୍ତି ୬ଲକ୍ଷ ଏସଏଚ୍ଜିର ୭୦ଲକ୍ଷ ମହିଳା
ଭୁବନେଶ୍ୱର: କରୋନା ମୁକାବିଲାରେ ମିସନ ଶକ୍ତି ଏବେ ଓଡିଶା ଶକ୍ତି ଭାବେ କାର୍ଯ୍ୟ କରୁଛି । ଏହି ବିପତ୍ତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ…
Read More...
Read More...
ଫେରିବା ରାସ୍ତାରେ
ଝରକାରୁ ବାହାରକୁ ଚାହିଁଛି ଅନୁଭବ । ରାସ୍ତାରେ ଲୋକଙ୍କ ଗହଳି, ଯିବା ଆସିବା । ଦୃଷ୍ଟିକୁ ନିଜ ପାଖ ପରିସରରେ ଖେଳାଇ ଦେଲା । ତା’ ଆପାର୍ଟମେଣ୍ଟର ବେସମେଣ୍ଟରେ ଜୀବନ କେତେ ରଙ୍ଗିନ୍ ମନେ ହଉଛି । ପିଲାଛୁଆ ଧରି କିଛି ବାପା, ମା’ ଖୁସି ଗପରେ ମସ୍ଗୁଲ । ରୋଲର ସ୍କେଟିଙ୍ଗରେ ସାଇଁ…
Read More...
Read More...