Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର
Browsing Category
ବୈଦେଶିକ ବ୍ୟାପାର
ଭୀଷଣ ଭୂମିକମ୍ପରେ ଥରି ଉଠିଲା ପାକିସ୍ତାନ
ଆଫଗାନିସ୍ତାନ; ଆଫଗାନିସ୍ତାନରେ କେନ୍ଦ୍ରୀଭୂତ ହୋଇଥିବା ଭୀଷଣ ଭୂମିକମ୍ପରେ ଥରି ଉଠିଲା ପାକିସ୍ତାନ । ଫଳରେ ଏଯାଏଁ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮୦-ରୁ ଅଧିକ ଲୋକେ ଆହତ ହୋଇଥିବା ସୂଚନା ରହିଛି । ୬.୬ ତୀବ୍ରତାର ଅନୁଭୂତ ହୋଇଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର!-->…
Read More...
Read More...
ଆମେରିକା ବିଦେଶ ବିଭାଗ ପକ୍ଷରୁ ମନୋନୀତ ହେଲେ ଭବାନୀ
ଭୁବନେଶ୍ବର; ‘ସମ୍ବାଦ’ରେ କାର୍ଯ୍ୟରତ ବାର୍ତ୍ତାବିଭାଗର ଉପମହାପ୍ରବନ୍ଧକ ଭବାନୀ ଶଙ୍କର ତ୍ରିପାଠୀ ‘ୟୁନାଇଟେଡ୍ ଷ୍ଟେଟ୍ସ୍ ଇଣ୍ଟର୍ନ୍ୟାସ୍ନାଲ୍ ଭିଜିଟର୍ ଲିଡର୍ସିପ୍ ପ୍ରୋଗ୍ରାମ୍’ରେ ଭାରତର ପ୍ରତିନିଧିତ୍ବ କରିବାକୁ ମନୋନୀତ ହୋଇଛନ୍ତି। ମାର୍ଚ୍ଚ ୧୩ରେ ହେବାକୁ ଥିବା!-->…
Read More...
Read More...
କାଲିଫର୍ଣ୍ଣିଆରେ ବରଫ ଝଡ
କାଲିଫର୍ଣ୍ଣିଆ; ଆମେରିକାର କାଲିଫର୍ଣ୍ଣିଆରେ ବରଫ ଝଡ ଯୋଗୁଁ ୧୩ ସହର ପ୍ରଭାବିତ ହୋଇଛି । ଏଥିରେ ୯ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବହୁ ଲୋକ ନିଖୋଜ ହୋଇଯାଇଛନ୍ତି । ଝଡ ଭିତରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଏବେ ସୁଦ୍ଧା ୧ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇସାରିଲାଣି । ଝଡ ଯୋଗୁ!-->…
Read More...
Read More...
ତେଲ ଡିପୋରେ ଭୟାବହ ଅଗ୍ନିକାଣ୍ଡ
ଜାକର୍ତା; ଇଣ୍ଡେନେସିଆ ରାଜଧାନୀ ଜାକର୍ତାରେ ଥିବା ଏକ ତେଲ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁର ଭୟାବହତା ଅଧିକ ଥିବା ବେଳେ ନିଆଁକୁ ଆୟତ କରିବା ସମ୍ଭବ ହୋଇପାରିନଥିଲା । ଅଗ୍ନିକାଣ୍ଡରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।!-->…
Read More...
Read More...
ଆମେରିକାର କାଲିଫର୍ଣ୍ଣିଆରେ ହଜାର ହଜାର ଲୋକ ଗୃହବନ୍ଦୀ
କାଲିଫର୍ଣ୍ଣିଆ: ଭୟଙ୍କର ତୁଷାରଝଡ଼ ଓ ବନ୍ୟାରେ ଆମେରିକାର କାଲିଫର୍ଣ୍ଣିଆରେ ହଜାର ହଜାର ଲୋକ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି। ଗତ କିଛି ଦିନ ଧରି ଜାରି ରହିଛି ପ୍ରକୃତିର ତାଣ୍ଡବ। ଲସ ଏଞ୍ଜେଲସ ସମେତ ଅନେକ ସହରରେ ଲକ୍ଷାଧିକ ଲୋକ ବିନା ବିଦ୍ୟୁତରେ କରୁଛନ୍ତି ସଂଘର୍ଷ। ପ୍ରଭାବିତ ହୋଇଛନ୍ତି!-->…
Read More...
Read More...
ଭାରତୀୟଙ୍କୁ ଛଟେଇ କଲା ଆମେରିକାର ଆଇଟି କଂପାନି
ନୂଆଦିଲ୍ଲୀ: ପାଖାପାଖି ୮୦ ହଜାର ଭାରତୀୟ କର୍ମଚାରୀଙ୍କୁ ଆମେରିକାର ପ୍ରତିଷ୍ଠିତ କମ୍ପାନୀ ଚାକିରିରୁ ଛଟେଇ କରି ସାରିଲାଣି । ଗୁଗୁଲ, ମାଇକ୍ରୋସଫ୍ଟ , ଫେସବୁକ ଏବଂ ଆମାଜନ ଭଳି କମ୍ପାନୀରେ କାମ କରୁଥିବା କର୍ମଚାରୀ ଚାକିରି ହରେଇ ସାରିଲେଣି । ଏହାରି ଭିତରେ ଚିନ୍ତାରେ ଅଛନ୍ତି ସେଠାକାର!-->…
Read More...
Read More...
ଦୁଇ ଦିନିଆ ଯୁଦ୍ଧ ବିରତି ଘୋଷଣା କଲେ ପୁଟିନ
ଋଷ; ଦୁଇ ଦିନିଆ ଯୁଦ୍ଧ ବିରତି ଘୋଷଣା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଗୁରୁବାର ପୁଟିନ ଘୋଷଣା କରିଛନ୍ତି ଯେ, ଜାନୁୟାରୀ ୬ ଓ ୭ ତାରିଖ ଦୁଇ ଦିନ ଧରି ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିବେ ନାହିଁ । ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀ ୬ ଓ ୭ ତାରିଖରେ ରୁଷ ଓ ୟୁରୋପର!-->…
Read More...
Read More...
ଆମେରିକାରେ ‘ବମ୍ ସାଇକ୍ଲୋନ୍’ର ତାଣ୍ଡବ
ଆମେରିକା; ପ୍ରବଳ ଥଣ୍ଡାରେ ଥରୁଛି ଆମେରିକାର ଅନେକ ଅଞ୍ଚଳ । ଆମେରିକାରେ ବୋମା ସାଇକ୍ଲୋନ ବା ଶୀତକାଳୀନ ତୋଫାନ୍ ଯୋଗଁ ଚାରିଆଡେ ବରଫ ଆସ୍ତରଣ ଜମି ରହିଛି । ଏଥିରେ ଆମେରିକାର ଅଧିକାଂଶ ଅଞ୍ଚଳ ବ୍ଲକ ଆଉଟ ହୋଇଥିବା ବେଳେ ପ୍ରାୟ ୧୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଶୀତଦିନେ ବୋମା!-->…
Read More...
Read More...
୧୦ ବର୍ଷରେ ୧୫୦୦ ପରମାଣୁ ଅସ୍ତ୍ର ତିଆରି କରିବ ଚୀନ
ଚୀନ୍; ପରମାଣୁ ଅସ୍ତ୍ର ସଂଖ୍ୟା ପ୍ରାୟ ୪ ଗୁଣକୁ ବୃଦ୍ଧି କରିବ ଚୀନ । ଏହି ବଡ ଯୋଜନାକୁ ନେଇ ପେଣ୍ଟାଗନ୍ ସୂଚନା ଦେଇଛି । ପେଣ୍ଟାଗନ୍ ରିପୋର୍ଟରେ ଦାବି କରାଯାଇଛି ଯେ ଚୀନ୍ ନିଜର ଆଣବିକ ଶକ୍ତିର ଆଧୁନିକୀକରଣକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି । ୨୦୩୫ ସୁଦ୍ଧା ଚୀନ୍ ପାଖରେ ୧୫୦୦!-->…
Read More...
Read More...
ବିଦେଶକୁ ତୋପ ରପ୍ତାନୀ କରିବ ଭାରତ
ନୂଆଦିଲ୍ଲୀ; ଆତ୍ମନିର୍ଭର ହେଉଛି ଭାରତ । ବିଦେଶକୁ ଆର୍ଟିଲାରୀ ଗନ୍ ବା ତୋପ ରପ୍ତାନୀ କରିବ ଭାରତ । ଦେଶର ୭୫ ବର୍ଷ ଇତିହାସରେ ପ୍ରଥମ ଥର ସେନା ଉପକରଣ ରପ୍ତାନୀ କରିବାକୁ ଯାଉଛି ଭାରତ । ତାହା ପୁଣି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଉଥିବା ତୋପ । ୧୫୫ ଏମ୍ଏମ୍ ଆର୍ଟିଲାରୀ ଗନ୍!-->…
Read More...
Read More...