ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Browsing Category

ଅର୍ଥନୀତି

ଇପିଏଫ୍‌ଓରେ ବଡ଼ ପରିବର୍ତ୍ତନ: ଦରମା ସୀମା ୨୫ ହଜାର

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)କୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଇପିଏଫ୍‌ଓରେ ବାଧ୍ୟତାମୂଳକ ସାମିଲ ପାଇଁ ମାସିକ ଦରମା ସୀମାକୁ ୧୫ ହଜାର ଟଙ୍କାରୁ ବଢ଼ାଇ ୨୫ ହଜାର ଟଙ୍କା କରିବା ପ୍ରସ୍ତାବକୁ ଅନୁମୋଦନ…
Read More...

ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଇନ୍ଧନ ଦର ଉପରେ ମଧ୍ୟ ପଡ଼ିବାରେ ଲାଗିଛି। ଦେଶରେ ମହଙ୍ଗା ମାଡ଼ ମଧ୍ୟରେ ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ ଲିମିଟେଡ୍‌ (ଆଇଜିଏଲ) ପୁଣିଥରେ ସିଏନଜି ଦର ବଢ଼ାଇଛି। ଦିଲ୍ଲୀରେ ସିଏନଜି ଦର କିଲୋଗ୍ରାମ ପିଛା ୩ ଟଙ୍କା ୮୯ ପଇସା…
Read More...

ଏବେ ୩୫ ଟଙ୍କାରେ ମିଳିବ ପିଆଜ

ନୂଆଦିଲ୍ଲୀ: ପିଆଜ ଦରରେ ଲଗାମ ଦେବାକୁ କେନ୍ଦ୍ର ସରକାର ଗୁରୁବାରଠାରୁ ଦିଲ୍ଲୀରେ କିଲୋପିଛା ୩୫ ଟଙ୍କା ଦରରେ ପିଆଜ ବିକ୍ରି କରିବେ। ବର୍ତ୍ତମାନ ଦିଲ୍ଲୀ ବଜାରରେ ପିଆଜ ଦର ୫୫ରୁ ୬୦ ପ୍ରତି କିଲୋ ରହିଛି। ୨୦୨୬ ପାଇଁ ସଂରକ୍ଷିତ ୧.୨୧ ଲକ୍ଷ ଟନ୍‌ର ବଫର ଷ୍ଟକ୍‌ରୁ ପିଆଜ ବଜାରକୁ ଛଡ଼ାଯିବ।…
Read More...

ଚିନି ଦରରେ ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଚିନି ଦର ଅପ୍ରତ୍ୟାଶିତ ଭାବେ ବଢ଼ିବା ସହ ଖାଦ୍ୟ ବନାମ ଇନ୍ଧନକୁ ନେଇ ବିବାଦ ତୀବ୍ର ହୋଇଛି। ଗତ ଏକ ମାସ ମଧ୍ୟରେ ସମ୍ବଲପୁର ସମେତ ଓଡ଼ିଶା ଓ ଦେଶର ବିଭିନ୍ନ ବଜାରରେ ଚିନି ଦରରେ ବଡ଼ ବୃଦ୍ଧି ଘଟିଛି। ସମ୍ବଲପୁରରେ ମାସକ ପୂର୍ବରୁ କିଲୋପ୍ରତି ପ୍ରାୟ ୪୫ ଟଙ୍କା ଥିବା…
Read More...

୧ ଅକ୍ଟୋବରରୁ ବଦଳିବ ଏସ୍‌ବିଆଇର ନଗଦ ଉଠାଣ ନିୟମ

୪ ଥର ପରେ ଲାଗିବ ଚାର୍ଜନ୍ୟୁଜ୍ ବ୍ୟୁରୋ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବେସିକ୍ ସେଭିଙ୍ଗ୍ସ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟଧାରୀଙ୍କ ପାଇଁ ନୂଆ ନିୟମ ଆସୁଛି। ୧ ଅକ୍ଟୋବର ୨୦୨୬ରୁ ଏହି ଆକାଉଣ୍ଟରୁ ବ୍ରାଞ୍ଚ ଜରିଆରେ ନଗଦ ଉଠାଣ ଉପରେ ନୂଆ ଶୁଳ୍କ ବ୍ୟବସ୍ଥା ଲାଗୁ ହେବ। ନୂଆ ନିୟମ…
Read More...

ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ

ନ୍ୟୁଜ୍ ବ୍ୟୁରୋ: ରୁଷର ତୈଳ ଓ ଗ୍ୟାସ ବିକ୍ରୟ ଉପରେ କଟକଣା ଲଗାଇବାକୁ ଆମେରିକା ସିନେଟ୍‌ରେ ଏକ ବିଲ୍‌କୁ ମଞ୍ଜୁରି ମିଳିଛି। ବିଲ୍‌ଟି ୮୬-୧୧ ଭୋଟରେ ପାସ୍ ହୋଇଛି। ଏହା ଆଇନରେ ପରିଣତ ହେଲେ ରୁଷଠାରୁ ତୈଳ ଓ ଗ୍ୟାସ କିଣୁଥିବା ଭାରତ, ଚୀନ୍, ଜାପାନ ସମେତ କିଛି ଦେଶ ଉପରେ ବଡ଼ ପ୍ରଭାବ…
Read More...

ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦର ଏବଂ ତେଲ କମ୍ପାନୀଗୁଡ଼ିକର ରପ୍ତାନି ଲାଭକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ଲାଗୁ ହେଉଥିବା ‘ୱିଣ୍ଡଫଲ ଟ୍ୟାକ୍ସ’ରେ ପୁଣିଥରେ ସଂଶୋଧନ କରିଛନ୍ତି। ନୂଆ ହାର ଅଗଷ୍ଟ ୩ରୁ ଲାଗୁ ହୋଇଛି। ସରକାରଙ୍କ ନୂତନ…
Read More...

ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ନୂଆଦିଲ୍ଲୀ: ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଆଶ୍ୱସ୍ତିର ଖବର। ଅଗଷ୍ଟ ୧ରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦରରେ ବଡ଼ ହ୍ରାସ କରାଯାଇଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ପ୍ରାୟ ୧୯୨ ଟଙ୍କା ପର୍ଯ୍ୟନ୍ତ…
Read More...

ଜୁଲାଇରୁ ବଦଳିଲା ୧୦ ବଡ଼ ଆର୍ଥିକ ନିୟମ

ଆଇଟିଆର୍, ପିଏଫ୍, କ୍ରେଡିଟ୍ କାର୍ଡ ଓ ପାସପୋର୍ଟ ଫି’ରେ ପ୍ରଭାବ ନୂଆଦିଲ୍ଲୀ: ଜୁଲାଇ ମାସ ଆରମ୍ଭ ସହିତ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ଲାଗୁ ହୋଇଛି। ଆଇଟିଆର୍ ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଣ, କ୍ରେଡିଟ୍ କାର୍ଡ ସୁବିଧାରେ…
Read More...

ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା

ନ୍ୟୁଜ୍ ବ୍ୟୁରୋ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ବିଶ୍ୱସ୍ତରୀୟ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଭାରତୀୟ ଟଙ୍କା ପୁଣି ଚାପରେ ପଡ଼ିଛି। ଆମେରିକୀୟ ଡଲାର ଆହୁରି ଶକ୍ତିଶାଳୀ ହେବା ସହ ବିଦେଶୀ ମୁଦ୍ରା ବଜାରରେ ଡଲାରର ଚାହିଦା ବଢ଼ିଥିବାରୁ ଟଙ୍କାର ମୂଲ୍ୟରେ ଲକ୍ଷଣୀୟ…
Read More...