Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ
୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ
କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି
ଭୁବନେଶ୍ୱର: ଯୌନ ନିର୍ଯାତନା ଅଭିଯୋଗରେ କନଷ୍ଟେବଲ ଗିରଫ
୪ ବର୍ଷ ଧରି ନାବାଳିକାକୁ ଯୌନ ଶୋଷଣ ସହ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ୍ କରୁଥିବା ଅଭିଯୋଗ
ଚାଇଲ୍ଡ ଲାଇନ ହସ୍ତକ୍ଷେପ ପରେ ପରେ ପଦକ୍ଷେପ
ସେରୋ ଟାଇପିଂ ପାଇଁ ପୁନେ ଗଲା ନମୁନା
ଶ୍ରୀମନ୍ଦିରକୁ ମ୍ୟୁଜୟମ୍ କରନାହିଁ ବୋଲି ଅସନ୍ତୋଷ ଝାଡ଼ିଲେ ଶଙ୍କରାଚାର୍ଯ୍ୟ
ସବୁ ରାଡନୈତିକ ଦଳ ଏବଂ ସାମାଜିକ ସଂଗଠନ ସହିତ ଆଲୋଚନା କଲେ ଜଗଦଗୁରୁ
ଆଇପିଏଲ୍ ଫାଇନାଲରେ ଗୁଜରାଟ ଟାଇଟନ୍ସ
ଆଇପିଏଲରେ ପ୍ରଥମ ଥର ପାଇଁ ପଦାର୍ପଣ କରିଛି ଗୁଜରାଟ ଟିମ୍
Browsing Category
ଆଇନ
ଯେତେ ଖୋଳିଲେ ସେତେ ବାହାରୁଛି, କୁବେର ଯନ୍ତ୍ରୀଙ୍କ କୋଟି କୋଟି ସମ୍ପତ୍ତି
କୁବେର ଯନ୍ତ୍ରୀଙ୍କ ଟଙ୍କା ହିସାବ କରି କରି ହାଲିଆ ହୋଇଗଲେଣି ଭିଜିଲାନ୍ସ ଅଧିକାରୀ । ଯେତେ ଖୋଳିଲେ ସେତେ ବାହାରୁଛି ଟଙ୍କା ।ଆଜି ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ ଜବତ ହୋଇଛି କୋଟିଏ ୪ ଲକ୍ଷ ଟଙ୍କା । ସାଲିଆ…
Read More...
Read More...
ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ
ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ପଶିଛି ଭିଜିଲାନ୍ସ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ତ୍ତିକେଶ୍ବର ରାଉଳଙ୍କ ଘର ଓ ଅଫିସ ସମେତ ଏକକାଳୀନ ୬ଟି ଜାଗାରେ ରେଡ଼୍ ଚାଲିଛି । ଭଞ୍ଜନଗର ସ୍ଥିତ…
Read More...
Read More...
ସଂସଦରେ ଉଠିଲା ପୁରୀ ଐତିହ୍ୟ କରିଡର ପ୍ରସଙ୍ଗ, ଅପରାଜିତା – ପିନାକୀ ମୁହାଁମୁହିଁ
ପୁରୀ ଐତିହ୍ୟ କରିଡରକୁ ନେଇ ମୁହାଁମୁହିଁ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗକୁ ସଂସଦରେ ଉଠାଇଛନ୍ତି । ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଖନନକୁ ବିରୋଧ କରିଛନ୍ତି ଅପରାଜିତା । ଶୀଘ୍ର ଏହାକୁ ବନ୍ଦ କରିବା ସହ ସଂସ୍କୃତି ମନ୍ତ୍ରାଳୟ ଏଥିରେ…
Read More...
Read More...
କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ । ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟୁଇଟ କରି ଲେଖିଛନ୍ତି, ବିଜେପିର ଗୁଣ୍ଡା, ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଭଙ୍ଗାରୁଜା କରିଛନ୍ତି । କେବଳ ସେତିକି ନୁହେଁ ବିଜେପିର ପୁଲିସ ସେମାନଙ୍କୁ ରୋକିବା ବଦଳରେ ତାଙ୍କୁ ଦ୍ୱାର…
Read More...
Read More...
ଯେତେ ଖୋଳିଲେ ସେତେ ବାହାରୁଛି ଟଙ୍କା
ସରୁନି ଟଙ୍କା ଗଣା । ଯେତେ ଖୋଳିଲେ ସେତେ ବାହାରୁଛି । ଜଣେ ଯନ୍ତ୍ରୀଙ୍କ ଘରୁ ଏତେ ଟଙ୍କା ଓ ସୁନା ଗହଣା ବାହାରିଛି ଯେ ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି । ଟଙ୍କା ଗଣିବା ପାଇଁ ମେସିନ ବି ବ୍ୟବହାର କରାଯାଇଛି । ପେଟି ପେଟି ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀଙ୍କ ବି ଆଖି ଖୋସି…
Read More...
Read More...
ମାନସ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ର ଛାନ୍ଭିନ୍
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି ତଦନ୍ତ । ଏଯାଏଁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ପାଖରେ ପୁଲିସ ପହଞ୍ଚି ପାରିନଥିବା ବେଳେ ରାଜ୍ୟ ବାହାରକୁ ଯାଇଛି ଏକ କ୍ରାଇମବ୍ରାଞ୍ଚ ଟିମ୍ । ହତ୍ୟା ମାମଲା ଉପରୁ ପରଦା ହଟାଇବାକୁ ଆକ୍ସନ…
Read More...
Read More...
ଗିରଫ ହୋଇପାରନ୍ତି ଶର୍ମିଷ୍ଠା, ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଖୁବ ଶୀଘ୍ର ଗିରଫ ହୋଇପାରନ୍ତି । ତେବେ ହାଇକୋର୍ଟରେ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି । ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ…
Read More...
Read More...
ହତ୍ୟାକାରୀକୁ ଧରିବାକୁ ପୁରୀ ବାହାରକୁ ଗଲା ଟିମ୍
ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ମାମଲାରେ ପୁଲିସର ଛାନଭିନ। କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟାକାରୀଙ୍କୁ ଧରିବାକୁ ପୁରୀ ବାହାରକୁ ଗଲା ୪ ଜଣିଆ ଟିମ । ପୁରୀ ସମେତ ଭୁବନେଶ୍ୱର ଓ ଗଞ୍ଜାମରେ ପୁଲିସର ସ୍ୱତନ୍ତ୍ର ଟିମ ଚଢାଉ ଜାରି ରଖିଛି । । ମୋବାଇଲ ଟ୍ରାକିଂ କରି…
Read More...
Read More...
ଠକ ଡାକ୍ତରଠୁ ସତ ଉଗାଳିବ ମିଛ ଧରା ମେସିନ
୧୮ ମହିଳାଙ୍କ ସ୍ୱାମୀ ଠକ ଡାକ୍ତର ରମେଶ ସ୍ୱାଇଁର ଆହୁରି ଅନେକ ଗୁମର ପଦାକୁ ଆସିବ। ସତ ଉଗାଳିବାକୁ ରମେଶ ସ୍ୱାଇଁର ଆଜି ହେବ ମିଛଧରା ପରୀକ୍ଷା। ଝାରପଡା ଜେଲରୁ ରାଜ୍ୟ ଫୋରେନସିକ ଲ୍ୟାବକୁ ପୁଲିସ ଆଣି ରମେଶର ପଲିଗ୍ରାଫ ଟେଷ୍ଟ କରିବ। ଏଥିପାଇଁ ବିଭିନ୍ନ ପ୍ରଶ୍ନ ପ୍ରସ୍ତୁତ କରିଛି ପୁଲିସ।…
Read More...
Read More...
କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ, ଜରୁରୀ ନୁହେଁ ହିଜାବ
ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ । ହିଜାବ ମାମଲାରେ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।ହାଇକୋର୍ଟ କହିଛନ୍ତି ଯେ, ହିଜାବ ପିନ୍ଧିବା ଧର୍ମର ପ୍ରମୁଖ ଅଂଶ ନୁହେଁ । ଉଡୁପିର କିଛି ସ୍କୁଲର ଛାତ୍ରଛାତ୍ରୀ କର୍ଣ୍ଣାଟକରେ ହିଜାବ ବ୍ୟାନ ପରେ ଏହାକୁ…
Read More...
Read More...