Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category
Today’s Highlight
ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍
ଭୁବନେଶ୍ୱର, ଅକ୍ଟୋବର ୧୧: ଆଇଆଇଟି (ବିଏଚୟୁ) ବାରଣାସୀ ଦ୍ୱାରା ଆୟୋଜିତ ବାର୍ଷିକ କ୍ରୀଡା ମହୋତ୍ସବ ‘ସ୍ପର୍ଦ୍ଧା ୨୦୨୬’ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ମହିଳା ବିଭାଗ ଉଭୟ କବାଡି ଓ ବାସ୍କେଟବଲରେ ସୋଆ ଦଳ ଚମ୍ପିଅନ ହୋଇଛନ୍ତି ।!-->…
Read More...
Read More...
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନୂଆ ଦିଲ୍ଲୀ: ଦିଲ୍ଲୀର ଐତିହାସିକ ପ୍ରତିବାଦ ସ୍ଥଳ ଯନ୍ତରମନ୍ତରରୁ ଆନ୍ଦୋଳନକୁ ହଟାଇବା ନିଷ୍ପତ୍ତିକୁ ନେଇ ଆଇନଗତ ଲଢ଼େଇ ଜୋର୍ ଧରିଛି। ଏହି ସ୍ଥାନକୁ ପ୍ରତିବାଦ ସ୍ଥଳ ତାଲିକାରୁ ବାଦ୍ ଦେବା ନିଷ୍ପତ୍ତି ବିରୋଧରେ ଦାଖଲ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ଦିଲ୍ଲୀ!-->…
Read More...
Read More...
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ନ୍ୟୁଜ ବ୍ୟୁରୋ: ମୋବାଇଲକୁ ଆସୁଥିବା ଅଜଣା ନମ୍ବରରୁ କଲ୍ କରୁଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ଏଣିକି ସହଜ ହେବ। କଲର ନାଁ ଓ ନମ୍ବର ପ୍ରଦର୍ଶନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ପାଇଁ ଟେଲିକମ୍ୟୁନିକେସନ ବିଭାଗ ପଦକ୍ଷେପ ନେଇଛି। ଏଥିପାଇଁ ନଭେମ୍ବର ୧ରୁ କଲିଂ ନେମ୍ ପ୍ରେଜେଣ୍ଟେସନ!-->…
Read More...
Read More...
ପାକିସ୍ତାନରେ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
ପାକିସ୍ତାନ: ପାକିସ୍ତାନର ପେଶାୱାରରେ ଏକ ଘରୋଇ ସ୍କୁଲ୍ର ଛାତ ଭୁଶୁଡ଼ି ପଡ଼ିବାରୁ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ଛାତ୍ରଛାତ୍ରୀଙ୍କ ସହ ଜଣେ ମହିଳା ଶିକ୍ଷୟିତ୍ରୀ ଅଛନ୍ତି। ମୃତ ପିଲାମାନଙ୍କ ବୟସ ୧୩ ବର୍ଷ!-->…
Read More...
Read More...
ଜିନ୍ଦଲ ଷ୍ଟିଲ୍କୁ ୱାର୍ଲ୍ଡଷ୍ଟିଲ୍ର ସମ୍ମାନଜନକ ‘ଷ୍ଟିଲି ଆୱାର୍ଡ’
ନୂଆଦିଲ୍ଲୀ: କର୍ମଚାରୀଙ୍କ ସୁରକ୍ଷା କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି ଜିନ୍ଦଲ ଷ୍ଟିଲ୍ ଲିମିଟେଡ୍। କମ୍ପାନୀର ସୁରକ୍ଷା କାର୍ଯ୍ୟକ୍ରମ ‘ଦକ୍ଷତା ଇଞ୍ଜିନିୟରିଂ ସେଫ୍ଟି’ ପାଇଁ ୱାର୍ଲ୍ଡ ଷ୍ଟିଲ୍ ଆସୋସିଏସନ୍ (ୱାର୍ଲ୍ଡଷ୍ଟିଲ୍) ପକ୍ଷରୁ ସମ୍ମାନଜନକ ୨୦୨୬ ଷ୍ଟିଲି ଆୱାର୍ଡ ଫର୍!-->…
Read More...
Read More...
କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ…
ଭୁବନେଶ୍ୱର: କର୍କଟ ରୋଗୀ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ସହ ସେମାନଙ୍କ ଥଇଥାନ, ମାନସିକ ଓ ସାମାଜିକ ସହଯୋଗ ଏବଂ ରୋଗୀଙ୍କ କଲ୍ୟାଣ କ୍ଷେତ୍ରରେ ନିଃସ୍ୱାଥର୍ପର ସେବା ପାଇଁ ୪୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କରିଛି ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)!-->…
Read More...
Read More...
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ କାଉଣ୍ଟରରୁ କିଣାଯାଉଥିବା ସମସ୍ତ ଟିକେଟ୍ରେ ବୀମା ସୁବିଧା ଯୋଗାଇଦେବାକୁ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୨୭ ତାରିଖରୁ ଏହି ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି। ନିର୍ଦ୍ଦେଶର ଅନୁପାଳନ ନ ହେଲେ!-->…
Read More...
Read More...
ବିମାନରେ ପାୱାର ବ୍ୟାଙ୍କ ନେବା ମନା
ନୂଆଦିଲ୍ଲୀ: ବିମାନରେ ପାୱାର ବ୍ୟାଙ୍କରେ ନିଆଁ ଲାଗିବା ଘଟଣା ପରେ କଡ଼ା ପଦକ୍ଷେପ ନେଇଛି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)। ଏଣିକି ଭାରତରେ ଚଳାଚଳ କରୁଥିବା ଘରୋଇ ଯାତ୍ରୀବାହୀ ଓ ମାଲବାହୀ ବିମାନରେ ମୋବିକିନ୍ସ ଏମ୍କେ-ପିବି-୦୪ ମଡେଲ୍ର ପାୱାର ବ୍ୟାଙ୍କ ନେବା!-->…
Read More...
Read More...
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଉପରେ ଛୁରିରେ ଆକ୍ରମଣ ଉଦ୍ୟମ ଅଭିଯୋଗ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ କୋଲକାତାର କାଳୀଘାଟସ୍ଥିତ ତାଙ୍କ ବାସଭବନ ନିକଟରେ ଛୁରି ଧରି ପହଞ୍ଚିଥିବା ଜଣେ ମହିଳାଙ୍କୁ ପୁଲିସ ଅଟକ ରଖି!-->…
Read More...
Read More...
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍, କ୍ୟାବିନେଟ୍ର ମଞ୍ଜୁରି
ନୂଆଦିଲ୍ଲୀ: ପାର୍ବଣ ଋତୁରେ ରେଳ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ରେଳବାଇର ୧୧,୪୦,୭୭୦ ଜଣ ଅଣଗେଜେଟେଡ୍ କର୍ମଚାରୀଙ୍କୁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ୍ (ପିଏଲ୍ବି) ପ୍ରଦାନ କରାଯିବ। ଏଥିପାଇଁ ୨,୦୦୯.୬୧ କୋଟି ଟଙ୍କା ବ୍ୟୟ ପ୍ରସ୍ତାବକୁ କେନ୍ଦ୍ର!-->…
Read More...
Read More...