Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍ ମାର୍ଜିନ୍
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି
Browsing Category
Today’s Highlight
ହର୍ମୁଜ୍ରେ ତୈଳ ଟ୍ୟାଙ୍କରକୁ ଆକ୍ରମଣ, ୫ ଭାରତୀୟ ସୁରକ୍ଷିତ
ଦୁବାଇ: ହର୍ମୁଜ୍ ପ୍ରଣାଳୀରେ କୁୱେତ ପତାକା ବହନ କରୁଥିବା ଏକ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି। MT କାଜିମାହ III ନାମକ ଏହି ଟ୍ୟାଙ୍କରରେ ଥିବା ୫ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଓମାନ କର୍ତ୍ତୃପକ୍ଷଙ୍କ ସହଯୋଗରେ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି। ଓମାନସ୍ଥିତ ଭାରତୀୟ ମିଶନ!-->…
Read More...
Read More...
ଏସୀୟ କ୍ରୀଡ଼ାରେ ଅମନଙ୍କ ସ୍ୱର୍ଣ୍ଣିମ ସଫଳତା
ନ୍ୟୁଜ୍ ବ୍ୟୁରୋ: ଜାପାନରେ ଚାଲିଥିବା ୨୦୨୬ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି କୁସ୍ତିଯୋଦ୍ଧା ଅମନ ସେହରାୱତ। ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲରେ ସେ ଉତ୍ତର କୋରିଆର ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧା ଚୋଙ୍ଗ ସଙ୍ଗଙ୍କୁ ୧୧-୭ ପଏଣ୍ଟରେ ପରାସ୍ତ କରି!-->…
Read More...
Read More...
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ବଦଳିବ ବିବାହ-ଉତ୍ତରାଧିକାର ନିୟମନୂଆଦିଲ୍ଲୀ: ଗୁଜରାଟ ୟୁନିଫର୍ମ ସିଭିଲ୍ କୋଡ୍ (UCC), ୨୦୨୬ ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେଇଛନ୍ତି। ଏହା ପରେ ଗୁଜରାଟରେ ସମାନ ନାଗରିକ ସଂହିତା ଲାଗୁ କରିବାର ଆଇନଗତ ପ୍ରକ୍ରିୟା ଆହୁରି ଆଗକୁ ବଢ଼ିଛି। ରାଜ୍ୟ ବିଧାନସଭା ମାର୍ଚ୍ଚ!-->…
Read More...
Read More...
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ନ୍ୟୁଜ୍ ବ୍ୟୁରୋ: ଏସୀୟ କ୍ରୀଡ଼ାରେ ଶୁକ୍ରବାର ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହ ମୋଟ ୧୧ଟି ପଦକ ଜିତିଛି। ଏହା ସହ ଭାରତର ମୋଟ ପଦକ ସଂଖ୍ୟା ୭୬ରେ ପହଞ୍ଚିଥିବା ବେଳେ ଦେଶ ପଦକ ତାଲିକାରେ ପଞ୍ଚମ ସ୍ଥାନକୁ ଉଠିଛି। ଭାରତର!-->…
Read More...
Read More...
ବସ୍ କଣ୍ଡକ୍ଟର ହେଲେ ମୁଖ୍ୟମନ୍ତ୍ରୀ ବିଜୟ
ତାମିଲନାଡୁ: ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଏକ ଭିନ୍ନ ଭୂମିକାରେ ନଜର ଆସିଛନ୍ତି। ଅଭିନୟ ଜୀବନରେ ବିଭିନ୍ନ ଚରିତ୍ରରେ ଦେଖା ଦେଇଥିବା ବିଜୟ ଏଥର ଏକ ବସ୍ରେ କଣ୍ଡକ୍ଟର ଭୂମିକା ତୁଲାଇଛନ୍ତି। ସେ ନିଜେ ମହିଳା ଯାତ୍ରୀଙ୍କୁ ମାଗଣା ବସ୍!-->…
Read More...
Read More...
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
ଗୁଜୁରାଟ: ଅସାଧାରଣ ସାହସିକତା ପାଇଁ ଫ୍ଲାଏଦୁବାଇ ବିମାନର ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କୁ ସମ୍ମାନିତ କରିବେ ଗୁଜରାଟ ସରକାର। ତାଙ୍କୁ ରାଜ୍ୟର ସର୍ବୋଚ୍ଚ ସମ୍ମାନ ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ ପ୍ରଦାନ ସହ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବ।!-->…
Read More...
Read More...
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ
ଭୁବନେଶ୍ବର: ପ୍ରାୟ ୩ ମାସର ବ୍ୟବଧାନ ପରେ ଆଜିଠାରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍କୁ ପୁଣି ଆରମ୍ଭ ହେବ ସିଧାସଳଖ ବିମାନ ସେବା। ଏହା ଫଳରେ ଓଡ଼ିଶାରୁ ଥାଇଲାଣ୍ଡ ଯାତ୍ରା କରୁଥିବା ଯାତ୍ରୀଙ୍କ ଯାତାୟାତ ଅଧିକ ସୁବିଧାଜନକ ହେବ।
ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ବିମାନଟି ରାତି ୧୧ଟା ୫!-->!-->!-->…
Read More...
Read More...
ଗାନ୍ଧୀ ଜୟନ୍ତୀରେ ରାଜଘାଟରେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜନ୍ମବାର୍ଷିକୀ ଅବସରରେ ସାରା ଦେଶରେ ଗାନ୍ଧୀ ଜୟନ୍ତୀ ପାଳିତ ହେଉଛି। ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ରାଜଘାଟରେ ଗାନ୍ଧୀ ସମାଧିରେ ଶ୍ରଦ୍ଧାଞ୍ଜଳି ସମାରୋହ ଓ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ!-->!-->!-->…
Read More...
Read More...
‘ମାଷ୍ଟର ଟିଚର’ ସମ୍ମାନ ପାଇବେ ପ୍ରଫେସର ଲଳିତ କୁମାର ମେହେର
ଆସୋସିଏସନ୍ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ମନୋନୀତଭୁବନେଶ୍ୱର, ଅକ୍ଟୋବର ୧: ଓଡ଼ିଶାର ବିଶିଷ୍ଟ ଚିକିତ୍ସକ ତଥା ଶିକ୍ଷାବିତ୍ ଏବଂ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର (ଡାକ୍ତର) ଲଳିତ କୁମାର ମେହେରଙ୍କୁ ଚଳିତ ବର୍ଷର ସମ୍ମାନଜନକ ‘ମାଷ୍ଟର ଟିଚର’!-->…
Read More...
Read More...
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା
ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମନୂଆଦିଲ୍ଲୀ: ଶୀତ ଋତୁରେ ଦିଲ୍ଲୀର ବଢୁଥିବା ବାୟୁ ପ୍ରଦୂଷଣକୁ ରୋକିବାକୁ ଅକ୍ଟୋବର ୧ରୁ କଡ଼ାକଡ଼ି ସହ ‘ନୋ ପିୟୁସିସି, ନୋ ଫ୍ୟୁଏଲ୍’ ବ୍ୟବସ୍ଥା ଲାଗୁ ହୋଇଛି। ଏହି ନିୟମ ଅନୁସାରେ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନଥିବା ଗାଡ଼ିକୁ!-->…
Read More...
Read More...