Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category
Today’s Highlight
ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ଜୟପୁର: ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୨୦୩୦ରେ ସୁରକ୍ଷା ସତର୍କତା ମିଳିବା ପରେ ଏହାକୁ ରାଜସ୍ଥାନର ଜୟପୁର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ପ୍ରାରମ୍ଭିକ ସୂଚନାରେ ବୋମା ଧମକ ଏବଂ ସମ୍ଭାବ୍ୟ ବିମାନ ଅପହରଣ ଆଶଙ୍କା ପ୍ରକାଶ ପାଇଥିଲା।ବିମାନଟି ଅବତରଣ!-->…
Read More...
Read More...
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
ବିହାର: ବିହାରର ବୈଶାଳୀ ଜିଲ୍ଲାରେ ଡଙ୍ଗା ବୁଡ଼ିଯିବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ରଘୁପୁର ଗ୍ରାମର ୧୫ରୁ ୨୦ ଜଣ ଲୋକ ଏକ ଡଙ୍ଗାରେ ବସି ନଦୀର ଅପରପାର୍ଶ୍ୱକୁ ଭୋଜି ଖାଇବାକୁ ଯାଉଥିଲେ। ତେବେ ମଝି ନଈରେ ଡଙ୍ଗାଟି ହଠାତ୍ ବୁଡ଼ିଯାଇଥିଲା। ପ୍ରାଥମିକ ସୂଚନା ଅନୁସାରେ, ଡଙ୍ଗାରେ!-->…
Read More...
Read More...
ନୌସେନାରେ ସାମିଲ ହେଲା ଆଇଏନ୍ଏସ୍ ମାଙ୍ଗରୋଲ୍
ନ୍ୟୁ୍ଜ୍ ବ୍ୟୁରୋ: ଭାରତୀୟ ନୌସେନାରେ ସାମିଲ ହୋଇଛି ତୃତୀୟ ଅଗଭୀର ଜଳ ଆଣ୍ଟି-ସବମେରିନ୍ ଯୁଦ୍ଧପୋତ ଆଇଏନ୍ଏସ୍ ମାଙ୍ଗରୋଲ୍। ଏହା ଦ୍ୱାରା ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳ ଓ ଅଗଭୀର ସମୁଦ୍ର ଜଳସୀମାରେ ଭାରତର ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ କ୍ଷମତା ଅଧିକ ସୁଦୃଢ଼ ହେବ। କୋଚିସ୍ଥିତ!-->…
Read More...
Read More...
ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍ ରୁଲ୍, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ରାଜ୍ୟ କ୍ୟାବିନେଟ୍ରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରି; ମାଗଣା ପାଠ୍ୟପୁସ୍ତକ ଯୋଗାଣ ପାଇଁ ୨୮୪.୦୭ କୋଟିଭୁବନେଶ୍ବର: ଶିକ୍ଷକଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ସରକାରୀ ହାଇସ୍କୁଲ ଶିକ୍ଷକଙ୍କ ପାଇଁ ନୂଆ ସେବା ନିୟମାବଳୀ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ!-->…
Read More...
Read More...
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଭୁବନେଶ୍ବର: ରାଜଧାନୀର ନୟାପଲ୍ଲୀ ନୂଆସାହିସ୍ଥିତ ପୋଖରୀରେ ବୁଡ଼ି ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସହିଦନଗର ଥାନା ଅନ୍ତର୍ଗତ ପଥରବନ୍ଧ ବସ୍ତିର ବିପିନି ପାତ୍ରଙ୍କ ପୁଅ ରାହୁଲ ପାତ୍ର। ମଙ୍ଗଳବାର ପୋଖରୀରେ ଗାଧୋଉଥିବା ସମୟରେ ସେ ବୁଡ଼ିଯାଇଥିବା ଜଣାପଡ଼ିଛି। ଏହି!-->…
Read More...
Read More...
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଆସିଛି ବଡ଼ ଖବର। ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କେତେକ ବ୍ୟବସାୟିକ ୟୁପିଆଇ (UPI) କାରବାର ଉପରେ ନୂଆ ଶୁଳ୍କ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ!-->…
Read More...
Read More...
ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳିତ
ଭୁବନେଶ୍ୱର: ଗଣ୍ଠିବାତ ସମସ୍ୟାରୁ ସୁସ୍ଥ ହେବା ସମ୍ଭବପର। ଏହା ଏକ ଜୀବନ ଶୈଳୀ ଜନିତ ବ୍ୟାଧି। ସଚେତନ ଓ ସତର୍କ ହେବା ସହ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତନ ଆଣିଲେ ଏହି ରୋଗରୁ ମଣିଷ ସୁସ୍ଥ ହୋଇପାରିବ ବୋଲି ବିଶ୍ୱ ଗଣ୍ଠିବାତ ଦିବସ ପରିପ୍ରେକ୍ଷୀରେ ବିଶେଷଜ୍ଞ ମତ ରଖିଛନ୍ତି। ଶିକ୍ଷା ଓ!-->…
Read More...
Read More...
ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ୍ରେ ଗବେଷଣା ଓ ନବସୃଜନ ୟୁନିଟ୍ ଉଦ୍ଘାଟିତ
ଭୁବନେଶ୍ୱର, ଅକ୍ଟୋବର ୧୩: ଆଧୁନିକ ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ନବସୃଜନର ଗୁରୁତ୍ୱ ବୃଦ୍ଧି ପାଉଥିବାବେଳେ ଗବେଷଣାଭିତିକ ନୂତନ ଚିନ୍ତାଧାରାକୁ ବାସ୍ତବ ସ୍ୱାସ୍ଥ୍ୟସେବାରେ ପ୍ରୟୋଗ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ପରିଚାଳିତ!-->…
Read More...
Read More...
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ନୂଆଦିଲ୍ଲୀ: ରୋଗୀଙ୍କୁ ସ୍ୱଚ୍ଛ ଓ ଉତ୍ତରଦାୟୀ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ହସ୍ପିଟାଲଗୁଡ଼ିକରେ ବିଭିନ୍ନ ଚିକିତ୍ସା ଓ ସ୍ୱାସ୍ଥ୍ୟସେବାର ଦର ସ୍ପଷ୍ଟ ଭାବେ ପ୍ରଦର୍ଶନ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି କେନ୍ଦ୍ର ସରକାର। ଏହାଦ୍ୱାରା ରୋଗୀମାନେ!-->…
Read More...
Read More...
ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ
ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆର୍ରେ ବାଣଫୁଟା ଉପରେ କଟକଣା ଲଗାଇବା ଦାବି ସମ୍ପର୍କିତ ମାମଲାର ଶୁଣାଣି କରି ପରିବେଶ ସୁରକ୍ଷା ସହ ଧାର୍ମିକ ଭାବନାର ସମ୍ମାନ ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଦୂଷଣ ନିୟନ୍ତ୍ରଣ ଓ ଜନସ୍ୱାସ୍ଥ୍ୟକୁ ଅଣଦେଖା କରାଯାଇପାରିବ ନାହିଁ!-->…
Read More...
Read More...