Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category
TOP STORIES
ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ୍ରେ ଗବେଷଣା ଓ ନବସୃଜନ ୟୁନିଟ୍ ଉଦ୍ଘାଟିତ
ଭୁବନେଶ୍ୱର, ଅକ୍ଟୋବର ୧୩: ଆଧୁନିକ ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ନବସୃଜନର ଗୁରୁତ୍ୱ ବୃଦ୍ଧି ପାଉଥିବାବେଳେ ଗବେଷଣାଭିତିକ ନୂତନ ଚିନ୍ତାଧାରାକୁ ବାସ୍ତବ ସ୍ୱାସ୍ଥ୍ୟସେବାରେ ପ୍ରୟୋଗ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ପରିଚାଳିତ!-->…
Read More...
Read More...
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ନୂଆଦିଲ୍ଲୀ: ରୋଗୀଙ୍କୁ ସ୍ୱଚ୍ଛ ଓ ଉତ୍ତରଦାୟୀ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ହସ୍ପିଟାଲଗୁଡ଼ିକରେ ବିଭିନ୍ନ ଚିକିତ୍ସା ଓ ସ୍ୱାସ୍ଥ୍ୟସେବାର ଦର ସ୍ପଷ୍ଟ ଭାବେ ପ୍ରଦର୍ଶନ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି କେନ୍ଦ୍ର ସରକାର। ଏହାଦ୍ୱାରା ରୋଗୀମାନେ!-->…
Read More...
Read More...
ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ
ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆର୍ରେ ବାଣଫୁଟା ଉପରେ କଟକଣା ଲଗାଇବା ଦାବି ସମ୍ପର୍କିତ ମାମଲାର ଶୁଣାଣି କରି ପରିବେଶ ସୁରକ୍ଷା ସହ ଧାର୍ମିକ ଭାବନାର ସମ୍ମାନ ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଦୂଷଣ ନିୟନ୍ତ୍ରଣ ଓ ଜନସ୍ୱାସ୍ଥ୍ୟକୁ ଅଣଦେଖା କରାଯାଇପାରିବ ନାହିଁ!-->…
Read More...
Read More...
ଓଡ଼ିଶାର ନୂଆ ରାଜ୍ୟପାଳ ହେବେ ବ୍ରଜମୋହନ ରାମ
ନୂଆଦିଲ୍ଲୀ: ରାଜ୍ୟପାଳ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କ ନିଯୁକ୍ତି ନେଇ ଘୋଷଣା କରାଯାଇଛି। ଏହି କ୍ରମରେ ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ ହେବେ।
!-->!-->!-->…
Read More...
Read More...
ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସ୍ଥାୟୀ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର, ଅକ୍ଟୋବର ୧୨: କୃଷି ଓ ଶିଳ୍ପଜାତ ବର୍ଜ୍ୟବସ୍ତୁ ତଥା ଉପଜାତ ପଦାର୍ଥର ବିନିଯୋଗ ମାଧ୍ୟମରେ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ଗବେଷଣା ଓ ଆଧୁନିକ ଜ୍ଞାନକୁ ନେଇ ପ୍ରସ୍ତୁତ ପୁସ୍ତକ ‘ଫିସ୍ ଫିଡ୍ ଫର୍ମୁଲେସନ୍ ୱିଥ୍ ଆଗ୍ରୋ-ଇଣ୍ଡଷ୍ଟ୍ରିଆଲ୍ ୱେଷ୍ଟସ୍ ଆଣ୍ଡ ବାଏପ୍ରଡକ୍ଟସ୍’କୁ!-->…
Read More...
Read More...
ଅର୍ଥନୀତିରେ ନୋବେଲ ପାଇବେ ରବର୍ଟ ହଲ୍ ଏବଂ ମାଇକେଲ୍ ଉଡ୍ଫୋର୍ଡ
ନ୍ୟୁଜ୍ ବ୍ୟୁରୋ: ଅର୍ଥନୀତି ବିଜ୍ଞାନ କ୍ଷେତ୍ରରେ ୨୦୨୬ ମସିହାର ନୋବେଲ ପୁରସ୍କାର ପାଇଁ ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ୍ ଓ ମାଇକେଲ୍ ଉଡ୍ଫୋର୍ଡଙ୍କ ନାମ ଘୋଷଣା କରାଯାଇଛି। ସମଷ୍ଟିଗତ ଅର୍ଥନୈତିକ ସ୍ଥିରତା ପାଇଁ ଆବଶ୍ୟକ ମଡେଲ୍ର ତାତ୍ତ୍ୱିକ ଭିତ୍ତିଭୂମି ବିକାଶରେ ଅବଦାନ ପାଇଁ!-->…
Read More...
Read More...
କାର ଚଢାଇ ୩ ଛାତ୍ର ମୃତ
ଯୁବକଙ୍କ ଅହଂକାରୀ ଆଚରଣ ‘ମୋ ବାପା ସବୁକିଛି ସମ୍ଭାଳି ନେବେଭୁବନେଶ୍ବର: ମଦ ନିଶାରେ ଦ୍ରୁତଗତିରେ କାର୍ ଚଳାଇ ତିନି ଜଣଙ୍କ ଜୀବନ ନେଇଥିବା ଅଭିଯୋଗରେ କେରଳର କୋଚିରେ ଜଣେ ୧୯ ବର୍ଷୀୟ କଲେଜ ଛାତ୍ରଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ସୁହୈଲ୍ ସଜୀବ। ଦୁର୍ଘଟଣା ପରେ ଅନୁତାପ!-->…
Read More...
Read More...
ଇଣ୍ଡିଆ ମେଣ୍ଟକୁ ଝଟ୍କା, ନେତାଙ୍କୁ ଭେଟିବାକୁ ମନା କଲେ ସିଜେଆଇ
ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଓ ନିର୍ବାଚନ କମିଶନ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ଦର୍ଶାଇ ଇଣ୍ଡିଆ ମେଣ୍ଟର ନେତାମାନଙ୍କ ସହ ବୈଠକ କରିବାକୁ ମନା କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ତେବେ ନ୍ୟାୟ ପାଇଁ!-->…
Read More...
Read More...
ଦିଲ୍ଲୀରେ ବଦଳିଲା ପ୍ରତିବାଦ ସ୍ଥଳ, ତାଲିକାରୁ ବାଦ୍ ପଡ଼ିଲା ଜନ୍ତରମନ୍ତର
ନୂଆଦିଲ୍ଲୀ: ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନରେ ବଡ଼ ପରିବର୍ତ୍ତନ ହୋଇଛି। ଦୀର୍ଘଦିନ ଧରି ବିଭିନ୍ନ ଆନ୍ଦୋଳନର କେନ୍ଦ୍ର ପାଲଟିଥିବା ଜନ୍ତରମନ୍ତରକୁ ଏହି ତାଲିକାରୁ ବାଦ୍ ଦିଆଯାଇଛି। ଏହା ବଦଳରେ ରାମଲୀଳା ମୈଦାନ, ବୁରାରି ଗ୍ରାଉଣ୍ଡ ଓ ପୂର୍ବ ଦିଲ୍ଲୀର!-->…
Read More...
Read More...
ନେପାଳରେ ପୁଣି ବନ୍ୟା ବିଭୀଷିକା, ଭାସିଗଲା ୧୦୦ ଘର ଓ ୬ ପୋଲ!
ନେପାଳ: ନେପାଳରେ ପୁଣି ପ୍ରକୃତିର ତାଣ୍ଡବ। ରବିବାର ଭୋର ପ୍ରାୟ ୪ଟାରେ ଗୋରଖା ଜିଲ୍ଲାର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ୍ ବନ୍ୟା ଆସିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ନଦୀର ପ୍ରଖର ସ୍ରୋତରେ ଘର, ପୋଲ ଓ ନିର୍ମାଣାଧୀନ ଜଳବିଦ୍ୟୁତ୍ ପ୍ରକଳ୍ପର ବେସ୍ କ୍ୟାମ୍ପ ଭାସିଯାଇଥିବା ଖବର ମିଳିଛି।!-->…
Read More...
Read More...