ଜବଲପୁର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଜବଲପୁର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ବୁଧବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଛି। ନିର୍ମାଣାଧୀନ ଏକ ଖାଦ୍ୟ ଷ୍ଟଲ୍ରେ ଲାଗିଥିବା ନିଆଁ ନିକଟରେ ଛିଡ଼ା ହୋଇଥିବା ପାର୍ସଲ ବଗିକୁ ବ୍ୟାପିବା ସହ ପ୍ଲାଟଫର୍ମର ଛାତର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ତେବେ!-->…
Read More...
Read More...