ଆରମ୍ଭ ହୋଇଛି ଆଇପିଏଲ ମହାନିଲାମୀ । ପ୍ରଥମ ଦିନରେ ମୋଟା ଅଙ୍କରେ ଖେଳାଳିଙ୍କୁ କିଣିଛନ୍ତି ଫ୍ରା ।ଇଜି । ମୋଟ ୬୦୦ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ନିଲାମୀରେ ପ୍ରଥମ ଦିନରେ ୧୬୧ ଖେଳାଳିଙ୍କର ନିଲାମ ହେବ । ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳିଙ୍କୁ କିଏ କେତେ ଟଙ୍କାରେ କିଣିଲେ?
କୋଲକତା ନାଇଟ ରାଇଡର୍ସ
()ଶ୍ରେୟସ ଆୟର-୧୨ କୋଟି ୨୫ ଲକ୍ଷ
()ପ୍ୟାଟ କମିନ୍ସ- ୭ କୋଟି ୨୫ ଲକ୍ଷ
ପଞ୍ଜାବ କିଙ୍ଗସ
() ଶିଖର ଧୱନ- ୮ କୋଟି ୨୫ ଲକ୍ଷ
()କାଗିସୋ ରବାଡା-୯ କୋଟି ୨୫ ଲକ୍ଷ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
()ଫାଫ୍ ଡୁ ପ୍ଲେସିସ-୭ କୋଟି
ଲକ୍ଷ୍ନୌ ସୁପର ଜାଏଂଟସ
()କ୍ୱିଂଟନ ଡିକକ-୬ କୋଟି ୭୫ ଲକ୍ଷ
ରାଜସ୍ଥାନ ରୟାଲ୍ସ
()ଆର.ଅଶ୍ୱିନୀ- ୫ କୋଟି
()ଟ୍ରେ ବୋଲ୍ଟ-୮ କୋଟି
ଗୁଜୁରାଟ ଟାଇଟନସ
()ମହମ୍ମଦ ସାମି-୬ କୋଟି ୨୫ ଲକ୍ଷ
ଦିଲ୍ଲୀ କ୍ୟାପିଟାଲ
()ଡେଭିଡ ୱାର୍ଣ୍ଣର-୬ କୋଟି ୨୫ ଲକ୍ଷ
ତେବେ ଭାରତର ଷ୍ଟାର ବ୍ୟାଟସ୍ୟାନ ଶ୍ରେୟସ ଆୟରଙ୍କୁ ବଡ଼ ଦାମରେ କିଣିଛି କୋଲକତା ନାଇଟ ରାଇଡର୍ସ । ଆୟରଙ୍କୁ କୋଲକତା ୧୨.୨୫ କୋଟି ଟଙ୍କାରେ କିଣି ନେଇଛି । ପୂର୍ବରୁ ଆୟର ଦିଲ୍ଲୀ କ୍ୟାପିଟାଲ ଟିମ୍ସ ପକ୍ଷରୁ ଖେଳୁଥିଲେ । ସେ ଦିଲ୍ଲୀ ଟିମର କ୍ୟାପଟେନ ମଧ୍ୟ ରହିଆସୁଥିଲେ । ସେ ଏବେ କୋଲକତାକୁ ଯାଇଥିବାରୁ ଏହି ଟିମ୍ର କ୍ୟାପଟେନ ହୋଇପାରନ୍ତି ।
ପ୍ରମୁଖ ଖବର
ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍-ଓଏଏସ୍ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା