ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

କେଉଁ ଖେଳାଳି କେତେ ଟଙ୍କାରେ ବିକ୍ରି ହେଲେ?

0

ଆରମ୍ଭ ହୋଇଛି ଆଇପିଏଲ ମହାନିଲାମୀ । ପ୍ରଥମ ଦିନରେ ମୋଟା ଅଙ୍କରେ ଖେଳାଳିଙ୍କୁ କିଣିଛନ୍ତି ଫ୍ରା ।ଇଜି । ମୋଟ ୬୦୦ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ନିଲାମୀରେ ପ୍ରଥମ ଦିନରେ ୧୬୧ ଖେଳାଳିଙ୍କର ନିଲାମ ହେବ । ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳିଙ୍କୁ କିଏ କେତେ ଟଙ୍କାରେ କିଣିଲେ?
କୋଲକତା ନାଇଟ ରାଇଡର୍ସ
()ଶ୍ରେୟସ ଆୟର-୧୨ କୋଟି ୨୫ ଲକ୍ଷ
()ପ୍ୟାଟ କମିନ୍ସ- ୭ କୋଟି ୨୫ ଲକ୍ଷ
ପଞ୍ଜାବ କିଙ୍ଗସ
() ଶିଖର ଧୱନ- ୮ କୋଟି ୨୫ ଲକ୍ଷ
()କାଗିସୋ ରବାଡା-୯ କୋଟି ୨୫ ଲକ୍ଷ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
()ଫାଫ୍ ଡୁ ପ୍ଲେସିସ-୭ କୋଟି
ଲକ୍ଷ୍ନୌ ସୁପର ଜାଏଂଟସ
()କ୍ୱିଂଟନ ଡିକକ-୬ କୋଟି ୭୫ ଲକ୍ଷ
ରାଜସ୍ଥାନ ରୟାଲ୍ସ
()ଆର.ଅଶ୍ୱିନୀ- ୫ କୋଟି
()ଟ୍ରେ ବୋଲ୍ଟ-୮ କୋଟି
ଗୁଜୁରାଟ ଟାଇଟନସ
()ମହମ୍ମଦ ସାମି-୬ କୋଟି ୨୫ ଲକ୍ଷ
ଦିଲ୍ଲୀ କ୍ୟାପିଟାଲ
()ଡେଭିଡ ୱାର୍ଣ୍ଣର-୬ କୋଟି ୨୫ ଲକ୍ଷ
ତେବେ ଭାରତର ଷ୍ଟାର ବ୍ୟାଟସ୍ୟାନ ଶ୍ରେୟସ ଆୟରଙ୍କୁ ବଡ଼ ଦାମରେ କିଣିଛି କୋଲକତା ନାଇଟ ରାଇଡର୍ସ । ଆୟରଙ୍କୁ କୋଲକତା ୧୨.୨୫ କୋଟି ଟଙ୍କାରେ କିଣି ନେଇଛି । ପୂର୍ବରୁ ଆୟର ଦିଲ୍ଲୀ କ୍ୟାପିଟାଲ ଟିମ୍ସ ପକ୍ଷରୁ ଖେଳୁଥିଲେ । ସେ ଦିଲ୍ଲୀ ଟିମର କ୍ୟାପଟେନ ମଧ୍ୟ ରହିଆସୁଥିଲେ । ସେ ଏବେ କୋଲକତାକୁ ଯାଇଥିବାରୁ ଏହି ଟିମ୍‌ର କ୍ୟାପଟେନ ହୋଇପାରନ୍ତି ।

Leave A Reply

Your email address will not be published.