ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଇସ୍ରୋ ଉତକ୍ଷେପଣ କଲା କ୍ଷୁଦ୍ର ସାଟେଲାଇଟ୍

0

ଆନ୍ଧ୍ରପ୍ରଦେଶ: ଇସ୍ରୋ ଆଜି ସକାଳ ୯ଟା ୧୮ ରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାର ପ୍ରଥମ କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ ଏସଏସଏଲଭି-ଡି୧ ଉତକ୍ଷେପଣ କରିଛି ଏବଂ ଏକ ପୃଥିବୀ ପର୍ୟ୍ୟବେକ୍ଷଣ ଉପଗ୍ରହ (ଇଓଏସ-୦୨) ଏବଂ ଛାତ୍ରଙ୍କ ଦ୍ୱାରା ନିର୍ମିତ ଉପଗ୍ରହ ‘AzadiSAT’ ସହିତ ଉତ୍ କ୍ଷେପଣ କରିଛି।

ଇସ୍ରୋ ପ୍ରମୁଖ ଏସ୍.ସୋମାନାଥ କହିଛନ୍ତି ଯେ, ଇସ୍ରୋ ମିଶନ୍ କଣ୍ଟ୍ରୋଲ ସେଣ୍ଟର ଲଗାତାର ଲିଙ୍କ୍ ହାସଲ କରିବାକୁ ପ୍ର୍ରୟାସ ଜାରି ରଖିଛି । ଲିଙ୍କ ସ୍ଥାପନ ହୋଇଗଲେ ଏ ବାବଦରେ ସାରା ଦେଶକୁ ସୂଚାଇଦିଆଯିବ । EOS02 ହେଉଛି ଏକ ଆର୍ଥ ଅବଜରଭେସନ ଉପଗ୍ରହ। ଯାହା ୧୦ ମାସ ପାଇଁ ମହାକାଶରେ କାମ କରିବ। ଏହାର ଓଜନ ୧୪୨ କିଲୋଗ୍ରାମ। ଏହି ସାଟେଲାଇଟରେ ରହିଛି ସେଲଫି କ୍ୟାମେରା। ଯାହା ସମସ୍ତ ପ୍ୟାନେଲ ଓ ଦୂରସଂଚାର ଟ୍ରାନ୍ସପୋର୍ଟର ଫଟୋ ଉତ୍ତୋଳନ କରିବାକୁ ସକ୍ଷମ । ଏହା ରାତି ସମୟରେ ମଧ୍ୟ ଅନ୍ତରୀକ୍ଷରୁ ପୃଥିବୀପୃଷ୍ଠର ଫଟୋ ଉତ୍ତୋଳନ କରିପାରିବ।

୮କେଜି ଓଜନର ଏହି ସାଟେଲାଇଟରେ ରହିଛି ସେଲଫି କ୍ୟାମେରା । ଯାହା ସମସ୍ତ ପ୍ୟାନେଲ ଓ ଦୂରସଂଚାର ଟ୍ରାନ୍ସପୋଣ୍ଡରର ଫଟୋ ଉତ୍ତୋଳନ କରିବାକୁ ସକ୍ଷମ । ଏହା ରାତି ସମୟରେ ମଧ୍ୟ ଅନ୍ତରୀକ୍ଷରୁ ପୃଥିବୀପୃଷ୍ଠର ଫଟୋ ଉତ୍ତୋଳନ କରିପାରିବ । ଏହା ବ୍ୟତୀତ ସ୍ପେଶ୍ କିଡଜ ଇଣ୍ଡିଆ ନାମକ ସ୍ପେଶ୍ ଏଜେନ୍ସିର ଷ୍ଟୁଡେଣ୍ଟଣ୍ ସାଟେଲାଇଟ୍ ‘ଆଜାଦିସୈଟ୍’ ମଧ୍ୟ ପ୍ରେରଣ କରାଯାଇଛି ।

Leave A Reply

Your email address will not be published.