ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଏଥର ଦୀପାବଳୀ ରେ ପଡୁଛି ସୂର୍ଯ୍ୟପରାଗ

0

ଭୁବନେଶ୍ବର: ଆଗକୁ ଆସୁଛି ପବିତ୍ର ଦୀପାବଳି ଅମାବାସ୍ୟା । ଏହିଦିନ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟ ଗ୍ରହଣ ଲାଗୁଛି। ଏହି ଗ୍ରହଣ ୟୁରୋପ, ପଶ୍ଚିମ ସାଇବେରିଆ, ଦକ୍ଷିଣ ଏସିଆ, ପଶ୍ଚିମ ଏସିଆ, ଉତ୍ତର ଆଫ୍ରିକା, ପୂର୍ବ ଆଫ୍ରିକା ଏବଂ ଆଟଲାଣ୍ଟିକ୍ ରୁ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ । ଭାରତରେ ଏହି ପରାଗ ନୂଆଦିଲ୍ଲୀ, ବେଙ୍ଗାଲୁର, କୋଲକାତା, ଚେନ୍ନାଇ, ଉଜ୍ଜୈନ, ବାରଣାସୀ ଓ ମଥୁରାରେ ଦେଖାଯିବ। ଏହା ମଧ୍ୟ କୁହାଯାଉଛି ଯେ ପୂର୍ବ ଭାରତକୁ ଛାଡି ସମ୍ପୂର୍ଣ୍ଣ ଭାରତରେ ସୂର୍ଯ୍ୟ ପରାଗ ଦେଖାଯିବ।

ସୂଚନା ଅନୁସାରେ କାର୍ତ୍ତିକ ମାସ ଅକ୍ଟୋବର ୨୫ ତାରିଖ ଦିନ ସମସ୍ତ ରାଜ୍ୟରେ ଆଂଶିକ ସୂର୍ଯ୍ୟଗ୍ରହଣ ସମ୍ପୂର୍ଣ୍ଣ ଭାବରେ ଦେଖାଯାଇପାରିବ । ଗ୍ରହଣ ଅପରାହ୍ନ ୨.୨୮ ରୁ ଆରମ୍ଭ ହେବ ଏବଂ ଅପରାହ୍ନ ୪.୨୯ ରେ ଏହାର ଶିଖରରେ ରହିବ ।ଏହା ସନ୍ଧ୍ୟା ୬.୩୨ ପର୍ୟ୍ୟନ୍ତ ଚାଲିବ । ତେଣୁ, ମନ୍ଦିର ଏବଂ ଘରେ ଦେବନୀତି ଗ୍ରହଣ ଶେଷ ପର୍ଯ୍ୟନ୍ତ ନିଷେଧ କରାଯିବ ।

Leave A Reply

Your email address will not be published.