ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଆତ୍ମସର୍ମପଣ କଲେ ଦୁଇ ହାର୍ଡକୋର୍‌ ମାଓବାଦୀ

0

ନ୍ୟୁଜ୍ ବ୍ୟୁରୋ: ଲାତେହାର ପୋଲିସ ନିକଟରେ ଜେଜେଏମ୍‌ପି ସଂଗଠନର ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ। ଦୁଇ ମାଓବାଦୀଙ୍କ ମୁଣ୍ଡରେ ଥିଲା ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର। ୨ ହାର୍ଡକୋର ମାଓବାଦୀ ହେଲେ ଅବଧେଶ ଲୋହାର ଓ ବ୍ରଜେଶ ଯାଦବ।

ପାଲାମୁ ଆଇଜି ଶୈଳେନ୍ଦ୍ର କୁମାର ସିହ୍ନା, ଲାତେହାର ଏସପି କୁମାର ଗୌରବ,ସଶସ୍ତ୍ର ସୀମା ବଳ କମାଣ୍ଡାଣ୍ଟ ରାଜେଶ ସିଂ ଏବଂ ସିଆରପିଏଫ କମାଣ୍ଡାଣ୍ଟ ୟାଦରାମ ବୁନକର ଉଭୟ ନକ୍ସଲଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରିବା ପରେ ସେମାନଙ୍କୁ ସ୍ୱାଗତ କରିଥିଲେ।
ଏସପି କୁମାର ଗୌରବ କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା ନକ୍ସଲବାଦୀ ବ୍ରଜେଶ ଯାଦବଙ୍କ ବିରୋଧରେ ମୋଟ ୧୦ଟି ନକ୍ସଲ ମାମଲା ରୁଜୁ ହୋଇଥିବା ବେଳେ ଅବଧେଶଙ୍କ ବିରୋଧରେ ୫ଟି ମାମଲା ରୁଜୁ ହୋଇଛି। ପାଲାମୁର ଆଇଜି ଶୈଳେନ୍ଦ୍ର କୁମାର ସିହ୍ନା କହିଛନ୍ତି ଯେ ଚଳିତ ବର୍ଷ ଲାତେହାର ଜିଲ୍ଲାରେ ୨୧ ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ସଫଳତା ଯେକୌଣସି ଅଧିକାରୀଙ୍କ ପାଇଁ ଗର୍ବର ବିଷୟ।

Leave A Reply

Your email address will not be published.