ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଦିଲ୍ଲୀବାସୀ ନିଶ୍ୱାସରେ ନେଉଛନ୍ତି ବିଷ!

0

ଦିଲ୍ଲୀରେ ବାଣ ଫୁଟାଇବା ନେଇ କଟକଣା ପରେ ମଧ୍ୟ ଲୋକେ ଦୀପାବଳିରେ ଧୁମ ବାଣ ଫୁଟାଇଛନ୍ତି । ଫଳରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଚିନ୍ତା ବଢାଇଛି । ଦୀପାବଳି ଯୋଗୁଁ ବାୟୁ ଗୁଣବ । ବ୍ୟାପକ ହ୍ରାସ ପାଇଛି । ଦିଲ୍ଲୀର ପ୍ରାୟ ପ୍ରତ୍ୟେକ ଅ ଳରେ ମଧ୍ୟରାତ୍ରି ସୁଦ୍ଧା ବାୟୁର ଗୁଣବ । ଗୁରୁତର ସ୍ତର ଅତିକ୍ରମ କରିଛି । ଦିଲ୍ଲୀର ଅନେକ ଅଞ୍ଚଳ ସହିତ ୟୁପିର ନୋଏଡା, ଗାଜିଆବାଦରେ ସାମଗ୍ରିକ ବାୟୁ ଗୁଣବ । ଏକ୍ୟୁଆଇ ୯୯୯ ରେକର୍ଡ କରାଯାଇଛି। ଏପରିକି ସକାଳରେ ପବନର ସ୍ତର ମଧ୍ୟ ଏକ୍ୟୁଆଇ ୯୯୯ ରହିଛି ।

ରାଜଧାନୀରେ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଥିଲା । ଏଠାରେ ସାମଗ୍ରିକ ବାୟୁ ଗୁଣବ । ଏକ୍ୟୁଆଇ ସ୍ତର ବହୁତ ଖରାପ ଥିବାରୁ ସରକାର ସବୁଜ ବାଣ ମଧ୍ୟ ଫୁଟାଇବାକୁ କି ବ୍ରିକି କରିବାକୁ ଅନୁମତି ଦେଇନଥିଲେ । ଦିଲ୍ଲୀ ସହିତ ହରିୟାଣାରେ ମଧ୍ୟ ବାଣଫୁଟା ଉପରେ କଟକଣା ଥିଲା । କିନ୍ତୁ ଲୋକେ କଟକଣାକୁ ବେଖାତିର କରି ରାସ୍ତା ଉପରେ ବାଣ ଫୁଟାଉଥିବାର ଦେଖିବାକୁ ମିଳିଥିଲେ ।

ଦିଲ୍ଲୀ ଓ ଏନସିଆରର ଅଧିକାଂଶ ଅଞ୍ଚଳରେ ଏକ୍ୟୁଆଇ ୯୯୯ରେ ପହଞ୍ଚିଛି । ଇଣ୍ଡିଆଗେଟ୍‌,ଜବାହାରଲାଲ ନେହେରୁ, ଦିଲ୍ଲୀର ଶ୍ରୀନିବାସ ପୁରୀ,ନୋଏଡା ଓ ଗାଜିଆବାଦରେ ଏକ୍ୟୁଆଇ ସ୍ତର ୯୯୯ରେ ପହଞ୍ଚିଛି । ଦିଲ୍ଲୀର ଆକାଶ ଧୂଆଁମୟ ହୋଇଯାଇଛି । ଏକ ମୋଟାର ଆସ୍ତରଣ ଦେଖିବାକୁ ମିଳିଛି । ସେଠାକାର ଅନେକ ଲୋକ ଗଳା ଖରାପ ଓ ଆଖି ଜଳୁଥିବା ଅଭିଯୋଗ କରିଛନ୍ତି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ,ରାଜଧାନୀରେ ଗତ ୨୪ ଘଣ୍ଟାରେ ହାରାହାରି ଏକ୍ୟୁଆଇ ଗୁରୁବାର ଦିନ ୩୮୨ରେ ପହଞ୍ଚିଛି । ବୁଧବାର ଦିନ ଏହା ୩୧୪,ମଙ୍ଗଳବାର ୩୦୩,ସୋମବାର ୨୮୧ ଥିଲା । ‘ସଫର’ର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୭ ତାରିଖ ସୁଦ୍ଧା ଏଥିରୁ କିଛି ଆଶ୍ୱସ୍ତି ମିଳିପାରେ । ଏଭଳି ପରିସ୍ଥିତିରେ କୁହାଯାଉଛି ଯେ, ବାୟୁର ଗୁଣବ । ୯୯୯ରୁ ଅଧିକ ଖରାପ ରହିଛି । ୪୦୦ରୁ ୫୦୦ ମଧ୍ୟରେ ଏକ୍‌ୁ୍ୟଆଇ ଗମ୍ଭୀର ବୋଲି କୁହାଯାଏ ।

ଦୀପାବଳି ଯୋଗୁଁ ପ୍ରଦୂଷଣ ବଢିବା ସହ ଏକ୍ୟୁଆଇ ଉପରମୁହାଁ ହୋଇଛି । ଅକ୍ଟୋବର ୧୭ରେ ଦିଲ୍ଲୀରେ ଏକ୍ୟୁଆଇ ଥିଲା ୨୯୮ । ପ୍ରଦୂଷଣ ନିୟମାବଳୀ ଅନୁସାରେ ଏକ୍ୟୁଆଇ ୦ରୁ ୫୦ ହେଲେ ଉ ମ । ୫୧ରୁ ୧୦୦ ହେଲେ ସନ୍ତୋଷଜନକ । ୧୦୧ରୁ ୨୦୦ ହେଲେ ମଧ୍ୟମ। ୩୦୧ରୁ ୪୦୦ ହେଲେ ଅତି ଖରାପ । ୪୦୧ରୁ ୫୦୦ ହେଲେ ଅତି ଗୁରୁତର ।

Leave A Reply

Your email address will not be published.