ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

‘ଓଲି ଲ୍ୟାଣ୍ଡ’ ବୁଲିଲେ ନବୀନ

0

ଭୁବନେଶ୍ବର; ହକି ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ‘ଓଲି ଲ୍ୟାଣ୍ଡ’ ବୁଲି ଦେଖିଛନ୍ତି । ବିଶ୍ୱକପ ହକି ମାସ୍କଟ ଓଲି ନାଁରେ ନିର୍ମାଣ ହୋଇଛି ଓଲି ଲ୍ୟାଣ୍ଡ । ବିଭିନ୍ନ ଥିମ ସହିତ ଓ ଆଲୋକ ମାଳାରେ ସଜେଇ ହୋଇଛି ଷ୍ଟାଡିୟମ ।

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଓଲି ଲ୍ୟାଣ୍ଡ ବୁଲି ଦେଖିଛନ୍ତି। ଏହାର ସାଜସଜାକୁ ମୁଖ୍ୟମନ୍ତ୍ରୀ ବେଶ୍ ପ୍ରଶଂସା କରିଛନ୍ତି । ହକି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ଏହି ବ୍ୟବସ୍ଥା କରାଯାଇଛି । ମ୍ୟାଚ ନ ଥିବା ଦିନ ଜନ ସାଧାରଣଙ୍କ ପାଇଁ ଏହି ସ୍ଥାନ ଖୋଲାଯାଉଛି । ଭିତରେ ବୁଲି ଲୋକେ ହକିକୁ ନେଇ ଅନୁଭବ ସାଉଣ୍ଟିପାରିବେ। ଓଲି ଲ୍ୟାଣ୍ଡର ଅନେକ ସ୍ଥାନରେ ସୁନ୍ଦର ସୁନ୍ଦର ସେଲଫି ପଏଣ୍ଟ କ୍ରୀଡା ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ।

Leave A Reply

Your email address will not be published.