ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ଓସିଏ ସଭାପତି ପଦ ଛାଡିଲେ ବବି ଦାସ

0

କଟକ: ଓସିଏ ସଭାପତି ପଦ ଛାଡିଲେ ବବି ଦାସ। ଓଡିଶା କ୍ରିକେଟ ଆସୋସିଏସନ୍(ଓସିଏ) ପଦବୀରୁ ଇସ୍ତଫା ଦେଇଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦେସ ଓରଫ ବବି ଦାସ। ନିଜର ବ୍ୟକ୍ତିଗତ କାରଣ ଦର୍ଶଇ ବବି ପଦ ଛାଡିଛନ୍ତି। ବବି ତାଙ୍କ ପଦରୁ ଇସ୍ତଫା ଦେବା ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ଆସନ୍ତା ୪୫ ଦିନ ମଧ୍ୟରେ ନୂଆ ସଭାପତି ନିର୍ବାଚନ ହେବ ବୋଲି ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

ବବି ଦାସ ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ନିର୍ବାଚନ ହେଇନାହିଁ ସେପର୍ଯ୍ୟନ୍ତ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ସଭାପତି ଦାୟିତ୍ୱ ଭାର ସମ୍ଭାଳିବେ। ୨୦୨୨ ଅକ୍ଟୋବର ୨୮ ଓଡିଶା କ୍ରିକେଟ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ବବି ଦାସ। ହେଲେ ଆସୋସିଏସନକୁ ବେଶୀ ସମୟ ଦେଇପାରୁନଥିଲେ।

Leave A Reply

Your email address will not be published.