ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଉତ୍ସବରେ ସାମିଲ ହେବେ ବାଚସ୍ପତି ଓମ ବିର୍ଲା
ନୂଆଦିଲ୍ଲୀ: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ମୁଖ୍ୟ ତାରିକ ରହମାନ ଆସନ୍ତା ୧୭ ତାରିଖରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ପାଠ ଉତ୍ସବରେ ଭାରତର ପକ୍ଷରୁ ଲୋକସଭା ବାଚସ୍ପତି ଓମ ବିର୍ଲା ଢାକାରେ ଉପସ୍ଥିତ ରହିବେ।ବାଂଲାଦେଶର ଅନ୍ତରୀଣ ସରକାର!-->…
Read More...
Read More...