ଅଭିଯୋଗ କରିବାରୁ ନର୍ସଙ୍କୁ ଅଫିସ ରୁମରେ ବନ୍ଦ କଲେ ହାଉସ ସର୍ଜନ
କଟକ; କଟକ ବଡ଼ ଡାକ୍ତରଖାନାରେ ହାଉସ ସର୍ଜନଙ୍କୁ ଦାଦାଗିରି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ମନମୁଖୀ କାମ ଯୋଗୁ କଟକ ଏସିବି ମେଡିକାଲରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି। ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ହାଉସ ସର୍ଜନ ଏବଂ ନର୍ସ ଧାରଣା ଦେଇଛନ୍ତି। ମେଡିଶିନ ୱାର୍ଡରେ ଜଣେ!-->…
Read More...
Read More...