ବଙ୍ଗୋପସାଗରରେ ଆଗକୁ ବଢ଼ୁଛି ବାତ୍ୟା ଜଓ୍ବାଦ
ପୁରୀରେ ସ୍ଥଳଭାଗ ଛୁଇଁଲା ବେଳକୁ ଦୁର୍ବଳ ହୋଇଯିବ
ଗତ ୬ ଘଣ୍ଟା ଧରି ୬ କିଲୋମିଟର ବେଗରେ ଆଗକୁ ବଢୁଛି
ଓଡ଼ିଶା ଉପରେ କମ ପ୍ରଭାବ ପକାଇବ, ଗଞ୍ଜାମ, ପୁରୀ, ଜଗତସିଂହପୁରରେ ଅଧିକ
ସର୍ବାଧିକ ୯୫ କିଲୋମିଟର ବେଗରେ ପବନ ବହିପାରେ
ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଛୁଇଁପାରେ
ପାରାଦୀପରେ ୬୨ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା
ପୁରୀରେ ଘଣ୍ଟାପ୍ରତି ୨୬ କିଲୋମିଟର ବେଗରେ ରହିଛି ପବନର ଗତି
ପୁରୀ ଉପକୂଳରେ ଲାଗିଲା ରେଡ୍ ଫ୍ଲାଗ୍, ୪ ବନ୍ଦରରେ ବିପଦ ସଙ୍କେତ ଜାରି
ଜଓ୍ବାଦ ପ୍ରଭାବରେ ଟ୍ରେନ୍ ବାତିଲ୍, ସରକାର ବି ସତର୍କ
Browsing Category

TOP STORIES

ଏବେ ନୂଆ ରୁପରେ ଜମି ସ୍ୱତ୍ତ୍ୱାଧିକାର

ଭୁବନେଶ୍ବର; ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦେବଗଡ଼ ଜିଲ୍ଲାରେ ଜମିଜମାର ସ୍ୱତ୍ତ୍ୱାଧିକାର ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ସର୍ଭେ ଏବଂ ସେଟେଲ୍‌ମେଣ୍ଟ ଆକ୍ଟ ୧୯୫୮ ଅନୁଯାୟୀ ପାରମ୍ପରିକ ପଦ୍ଧତିରେ ସର୍ଭେ ଏବଂ ଜମିଜମାର ସରଳୀକରଣ…
Read More...

ଏବେ ସର୍ବୋଚ୍ଚ ଅଦାଲତଙ୍କ ଉପରେ ନଜର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗୁରୁବାର ଦିନ ଲକ୍ଷ୍ମୀପୁର ଖେରି ହିଂସା ମାମଲାର ଶୁଣାଣି ହେବ। କୋର୍ଟ ନିଜ ଆଡୁ ଏହି ମାମଲାକୁ ଗ୍ରହଣ କରି ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି। ତିନିଜଣିଆ ଖଣ୍ଡପୀଠ ସକାଳ ୧୧ ଟାରେ ଏହି ଗୁରୁତ୍ବପୂର୍ଣ୍ଣ ମାମଲାର…
Read More...

ବାତ୍ୟା ମୁକାବିଲା ପାଇଁ ତନାଘନା

୪୨ଟି ଓଡ୍ରାଫ ଓ ୨୪ ଟି ଏନଡିଆରଏଫ ଓ ୧୦୩ଟି ଅଗ୍ନିଶମ ଦଳ ନିୟୋଜିତଆସନ୍ତାକାଲି ପ୍ରଭାବିତ ୧୧ଟି ଜିଲ୍ଲାର ସ୍କୁଲ ବନ୍ଦ ରହିବ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲାବର ପ୍ରସ୍ତୁତି ସମୀକ୍ଷା କରିଥିଲେ । ଏହି ଅବସରରେ…
Read More...

ପାକିସ୍ତାନ ନାଁ ନ ନେଇ ଗର୍ଜିଲେ ମୋଦୀ

ଜାତିସଂଘ ସାଧାରଣ ପରିଷଦ ବୈଠକରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେଆଫଗାନ ମାଟି ଆତଙ୍କବାଦ ବିସ୍ତାର ପାଇଁ ବ୍ଯବହାର ହେବା ଉଚିତ୍ ନୁହେଁଭାରତକୁ ବିଶ୍ବର ସବୁଠାରୁ ବଡ ହାଇଡ୍ରୋଜେନ୍ ହବ୍ ନେଇ କାର୍ଯ୍ଯ ଚାଲିଛିନାଜାଲ୍ ଭ୍ଯାକସିନ୍ ନେଇ ଭାରତର ବୈଜ୍ଞାନିକ କାର୍ଯ୍ଯ କରୁଥିବା କହିଲେ ମୋଦୀଯେବେ ଭାରତ…
Read More...

ଇତିହାସ ରଚିଲା ଏଲନ ମସ୍କ କମ୍ପାନୀ..ମହାକାଶ ଯାତ୍ରା କଲେ ୪ ସାଧାରଣ ନାଗରିକ

ଆମେରିକାର ବିଶିଷ୍ଟ ବ୍ୟବସାୟୀ ଏଲମ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସ ଇତିହାସ ରଚିଛି । ଭାରତୀୟ ସମୟା ଅନୁସାରେ ସକାଳ ୫ଟା ୩୩ରେ ପ୍ରଥମ ଥର ପାଇଁ ୪ ଜଣ ସାଧାରଣ ନାଗରିକଙ୍କୁ ମହାକାଶ ପଠାଇଛି । ଏଲମ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସ ପ୍ରଥମ ଅଲ ସିଭିଲିଆନ କ୍ରୁ ମହାକାଶ ଅଭିମୁଖେ ଯାତ୍ରା…
Read More...

ଭୟ ଭିତରେ ଭଲ ଖବର

ଭୁବନେଶ୍ବର: ସମ୍ଭାବ୍ୟ କରୋନା ତୃତୀୟ ଲହର ଆସିବା ନେଇ ଭୟ ଭିତରେ ଆସିଛି ଭଲ ଖବର। ରାଜ୍ୟରେ ପାଖାପାଖି ୬ ମାସ ପରେ ୧ ପ୍ରତିଶତ ତଳକୁ ସଂକ୍ରମଣ ହାର ଖସିବା ରାଜ୍ୟ ପାଇଁ ଶୁଭ ସଂକେତ ବୋଲି କୁହାଯାଉଛି। ଗତ ୨୪ଘଣ୍ଟା ରେ ସଂକ୍ରମଣ ହାର ରହିଛି ୦.୯୩ ପ୍ରତିଶତ; ଯାହା କରୋନା ଦ୍ୱିତୀୟ ଲହରର…
Read More...

ମାଲକାନଗିରିରୁ ଆରମ୍ଭ ହେଲା ସ୍ବାସ୍ଥ୍ୟ ସେବାର ଐତିହାସିକ ଯାତ୍ରା

ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ। ଆଜି ମାଲକାନଗିରି ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ।ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ଵିଜୁ…
Read More...

ସବୁ ଗିଳିଦେବାକୁ ବସିଛନ୍ତି, ସରକାର କ’ଣ ଚୁପ୍ ବସିଥିବେ?

ଜବରଦଖଲରେ ହଜାର ହଜାର ଏକର ଜମି, କୋଟି କୋଟି ଟଙ୍କାର ରାଜଭାଗ ବକେୟା ପଡିଛିଟ୍ରଷ୍ଟ ବୋର୍ଡ ହାତେଇବାକୁ ପ୍ରତିଯୋଗିତା ଚାଲିଛି, ଗାଁ ଗଣ୍ଡାକୁ ଭାଗ ଭାଗ କରିଦେଲେଣି ରାଜନୀତିରାଜ୍ୟର ପ୍ରମୁଖ ମନ୍ଦିର ଭଳି ମହାପ୍ରଭୁଙ୍କୁ ଛାଡିନାହାନ୍ତି; ଆଇନ, ରାଜସ୍ବ ବିଭାଗ କାହା ସ୍ବାର୍ଥରେ? …
Read More...

ସୁନା ପୁଅ ଉପରେ ଧନ ବର୍ଷା

ଟୋକିଓ ଅଲିମ୍ପିକ୍ସରେ ନିରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିବା ପରେ ଏବେ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ । ପ୍ରଶଂସା ସହ ସୁନା ପୁଅ ଉପରେ ହେଉଛି ଟଙ୍କା ବର୍ଷା ।ବିଭିନ୍ନ ରାଜ୍ୟ ଓ ସଂସ୍ଥା ନିରଜଙ୍କ ଉପରେ ଧନ ବର୍ଷା କରିଛନ୍ତି । ନିଜ ଘରୋଇ ରାଜ୍ୟ ହରିଆଣା ସରକାର ୬ କୋଟି ଦେବାକୁ ଘାଷଣା…
Read More...