ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ସୋଆରେ ପ୍ୟାରିସ୍ ଅଲମ୍ପିକସ ହକି ତାରକା : ଛାତ୍ରଛାତ୍ରୀଙ୍କ ସହ କଲେ ଭାବ ବିନିମୟ

ଭୁବନେଶ୍ୱର, ଡିସେମ୍ବର ୨୦: ଖେଳ ଆରମ୍ଭ ହେବାର ମାତ୍ର କେତୋଟି ମିନିଟ୍ ପରେ ନିର୍ଭରଶୀଳ ରକ୍ଷଣ ଭାଗ ଖେଳାଳୀ ଅମିତ ରୋହିଦାସଙ୍କୁ ରେଡକାର୍ଡ ମିଳିଲା । ସେତେବେଳକୁ ଖେଳର ପ୍ରାୟ ଦୁଇ - ତୃତୀୟାଂଶ ବାକି ଅଛି। ମାତ୍ର ୧୦ ଜଣ ଖେଳାଳୀଙ୍କୁ ନେଇ ଭାରତ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡାର ପୁରୁଷ
Read More...

ନୂଆବର୍ଷରେ ଅବକାରୀ ନିୟମ ଉଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଆସୁଛି ନୂଆବର୍ଷ। ଜିରୋ ନାଇଟ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତ ହେଲେଣି ଯୁବବର୍ଗ। ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଅବକାରୀ ବିଭାଗର କଟକଣା ଜାରି କରିଛି । ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ନେବା ନିହାତି ଆବଶ୍ୟକ। ନୂଆ ବର୍ଷ ପାଳନ
Read More...

ରାସ୍ତାରେ ଠିଆ ହୋଇଥିବା ବେଳେ ମାଡ଼ିଗଲା ପିକଅପ୍‌, ଜଣେ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ବନ୍ଧୋପଲା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଏକ ପିକଅପ୍‌ ମାଡ଼ି ଯାଇଥିଲା। ଫଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର
Read More...

ଜୟପୁରରେ ଭୟଙ୍କର ବିସ୍ଫୋରଣ: ୬ ଜୀବନ୍ତ ଦଗ୍ଧ

ରାଜସ୍ଥାନ: ରାଜସ୍ଥାନର ଜୟପୁରରେ ଶୁକ୍ରବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଜୟପୁରର ଆଜମେର ରୋଡ ଭାନ୍‌କ୍ରୋଟା ସ୍ଥିତ ଏକ ପେଟ୍ରୋଲ ପମ୍ପ ସାମ୍ନାରେ ସିରିଜ୍ ଦୁର୍ଘଟଣା ଘଟିଛି। ଏକ ସିଏନଜି ଟ୍ରକ ଅନ୍ୟ ଏକ ଏଲପିଜି ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ପରେ ବିସ୍ଫୋରଣ ଘଟି ଚାରିଆଡେ
Read More...

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ଦେହାନ୍ତ

ହରିୟାଣା: ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲାଙ୍କ ଶୁକ୍ରବାର ପରଲୋକ ଘଟିଛି। ଗୁରୁଗ୍ରାମ ମେଦାନ୍ତା ହସ୍ପିଟାଲରେ ଦିନ ପ୍ରାୟ ୧୨ଟା ସମୟରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କର ଶ୍ଵାସକ୍ରିୟାରେ ସମସ୍ୟା ଥିଲା ଏବଂ ଗତ
Read More...

ଲଘୁଚାପ ପ୍ରଭାବରେ ୨ଦିନ ଯାଏଁ କୋହଲା ପାଗ ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉପଗ୍ରହ ରୁ ଉତ୍ତୋଳନ କରଯାଇଥିବା ପାଣିପାଗ ସମ୍ବନ୍ଧିତ ଚିତ୍ର ଦର୍ଶାଉଛି ଯେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତତ୍ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ସକ୍ରିୟ ରହିଛି ସଦୃଶ ଲଘୁଚାପ କ୍ଷେତ୍ର। ମେଘଖଣ୍ଡ ଗୁଡ଼ିକ ସମଗ୍ର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ପଶ୍ଚିମ
Read More...

ଜମ୍ମୁକାଶ୍ମୀରରେ ପୋଲିସ ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ମୃତ

ଜମ୍ମୁକାଶ୍ମୀର: କୁଲଗାମରେ ୫ ଆତଙ୍କୀ ସଫା। ଗୁଳି ବିନିମୟରେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ରହିଛି। ଜମ୍ମୁକାଶ୍ମୀର କୁଲଗାମରେ ବଡ଼ ଧରଣର ଏନ୍‌କାଉଣ୍ଟରl କଦ୍ଦର ଗାଁରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ। ୨ ଆତଙ୍କବାଦୀଙ୍କୁ ଘେରି ସୁରକ୍ଷାକର୍ମୀଙ୍କ
Read More...

ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ ଆଣିଲେ ବିଜେପି ମହିଳା ସାଂସଦ

ନୂଆଦିଲ୍ଲୀ: ସଂସଦରେ ଆଜି ଠେଲାପେଲା ବିବାଦ ଏବେ ବଡ ରାଜନୈତିକ ମୁଦ୍ଦା ହୋଇଗଲାଣି। ବିଜେପି ରାହୁଲଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ କରିଛି । ଏ ସବୁ ଭିତରେ ଏବେ ରାହୁଲ ଗାନ୍ଧୀଙ୍କ ଉପରେ ଜଣେ ବିଜେପି ମହିଳା ସାଂସଦ ବଡ ଆରୋପ ଲଗାଇଛନ୍ତି କି, ରାହୁଲ ତାଙ୍କୁ ଧକ୍କା ଦେଇଛନ୍ତି ଏବଂ
Read More...

ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ

ନୂଆଦିଲ୍ଲୀ: ଆଜି ସଂସଦ ଶିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ଗୁରୁବାର ସଂସଦର ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଛି। ବାବା ସାହେବ ଭୀମରାଓ ଆମ୍ବେଦକର ପ୍ରସଙ୍ଗରେ ସଂସଦ ହାଉସ କମ୍ପ୍ଲେକ୍ସରେ ଉଭୟ କଂଗ୍ରେସ ଏବଂ ଭାଜପା ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଉଭୟ
Read More...

ରେଲୱେ ଚାକିରି କରାଇଦେବାକୁ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା

କଟକ: ରେଲୱେ ଚାକିରି କରାଇଦେବାକୁ ପ୍ରଲୋଭନ ଦେଖାଇ ଜାଲ ନିଯୁକ୍ତି ପତ୍ର ଦେଇ ଲୁଟିନେଲେ। ରେଲୱେରେ ବିଭିନ୍ନ ପଦବୀରେ ଚାକିରି କରାଇଦେବାକୁ କହି ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା। ଏନେଇ ଚିରଞ୍ଜୀବି ରାଉତ କଟକ ବିଡାନାସୀ ଥାନାରେ ଏତଲା ଦେଇଛନ୍ତି। ଏତଲା ତଥା ବିଭିନ୍ନ ପ୍ରମାଣ ଆଧାରରେ
Read More...