ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ
Browsing Tag

odisha cyclone 2021

ବାତ୍ୟାଞ୍ଚଳରେ କିଏ କଣ ପାଇବେ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା୩୩%ବା ତାଠାରୁ ଅଧିକ ଫସଲ ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ ପାଇଁ ଇନପୁଟ ସହାୟତା ।୩୩% ବା ଅଧିକ ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ ସ୍ଵଳ୍ପ ମିଆଦୀଋଣ ମଧ୍ୟମ ମିଆଦୀ ଋଣକୁ ପରିବର୍ତ୍ତନକୃଷି…
Read More...

କେତେ ଉଜାଡ଼ିଛି ‘ୟାସ୍’, ଧର୍ମେନ୍ଦ୍ର ବୁଲି ଦେଖିଲେ

ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀଏକ ସ୍ଥାୟୀ ଓ ଦୂରଦର୍ଶୀ ପଦକ୍ଷେପ ଜରୁରୀ: ଧର୍ମେନ୍ଦ୍ର ପ୍ରଧାନବାତ୍ୟା ବିପନ୍ନଙ୍କୁ ଭେଟି ରିଲିଫ୍ କାର୍ଯ୍ୟ, ବାତ୍ୟା ପରବର୍ତୀ ଥଇଥାନ ନେଇ ଆଲୋଚନାଚାରିଗୋଛିଆ ଗାଁରେ ଭାଙ୍ଗିଥିବା ନଦୀବନ୍ଧର ମରାମତି…
Read More...

ଦିଗ ବଦଳାଇ ଆଗକୁ ବଢ଼ିଲା ୟାସ୍

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆହୁରି ଘନୀଭୂତ ହୋଇ ଆଜି ସକାଳ ସାଢେ ପାଞ୍ଚଟା ବେଳେ ବାତ୍ୟା ରୂପ ନେଇଛି। ୟାସ୍ ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ଭୀଷଣ ରୂପ ନେବ ଓ ୨୬ ତାରିଖରେ ଅତି ଭୀଷଣ ରୂପ ନେଇ ଭୋରରେ ଉପକୂଳକୁ ଛୁଇଁବ। ୨୬ ତାରିଖ…
Read More...

ଓଡ଼ିଶା ଉପରେ ୧୨ ଘଣ୍ଟା ତାଣ୍ଡବ ରଚାଇବ ବାତ୍ୟା

ପାରାଦୀପ-ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟାଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ସର୍ବାଧିକ ପ୍ରଭାବିତ ହେବ ୨୬ ତାରିଖ ସନ୍ଧ୍ୟାରେ ପବନର ବେଗ ସର୍ବାଧିକ ୧୮୫ କିଲୋମିଟର ଛୁଇଁବ ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି…
Read More...