ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କ୍ୟାବିନେଟ ନିଷ୍ପତ୍ତିରୁ ବାହାରୁଛି ପଞ୍ଚାୟତ ନିର୍ବାଚନ ବାସ୍ନା

0
  • ୧୧ଟି ପ୍ରସ୍ତାବକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ କରି ଏବେଠାରୁ ବଡ଼ ପଦକ୍ଷେପ ନେଲେ ସରକାର
  • ନୂଆପଡ଼ା-କଳାହାଣ୍ଡି ରାସ୍ତା ହେବ ୪ଲେନ୍, ୧୭୮ କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୪୮ କୋଟି
  • ଓଏଏସ୍‌ ଅଫିସରଙ୍କୁ ବି ସନ୍ତୁଷ୍ଟ ପାଇଁ କ୍ୟାଡର ପୁନର୍ଗଠନକୁ ଅନୁମୋଦନ ମିଳିଲା
  • ୪୫୦କୋଟି ଖର୍ଚ୍ଚରେ କଟକ ମୁଖ୍ୟ ଡ୍ରେନରେ ହେବ ବକ୍ସ କଲଭର୍ଟ, ୨୦୨୨ରେ ସରିବ
Leave A Reply

Your email address will not be published.