ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ବୁଷ୍ଟର ଭାବେ ବୟସ୍କ ନେଇପାରିବେ ନାଜାଲ ଭାକସିନ

0

ନୂଆଦିଲ୍ଲୀ; ସାରା ବିଶ୍ୱରେ ମହାମାରୀ କାୟା ବିସ୍ତାର କରିଥିବା ବେଳେ ଏବେ ଦେଶରେ ବଢୁଛି କରୋନା ସଂକ୍ରମଣ । ଏହାକୁ ରୋକିବା ଲାଗି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବା ଆବଶ୍ୟକ ହେଲାଣି । ଏବେ ବୟସ୍କଙ୍କୁ ବୁଷ୍ଟର ଡୋଜ ଭାବେ ନାଜାଲ ଭାକ୍ସିନ ଦେବା ଲାଗି ପରାମର୍ଶ ଦେଇଛି ବିଶେଷଜ୍ଞ କମିଟି । ଭାରତ ବାୟୋଟେକର ଇନୋକୋଭାକକୁ ମଞ୍ଜୁରୀ ଦିଆଯାଇଥିବାବେଳେ ଏହାକୁ କୋଭିଡ ମୁକାବିଲା ଲାଗି ବ୍ୟବହାର କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ତେବେ ଆସନ୍ତା ସପ୍ତାହରେ ଇନକୋଭାକ ଟିକାକୁ ବୟସ୍କଙ୍କ କ୍ଷେତ୍ରରେ ପ୍ରୟୋଗ କରାଯିବ ବୋଲି ଗତକାଲି କହିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । କୋ-ଓ୍ବିନ ଆପରେ ଏହି ନାଜାଲ ଭାକସିନକୁ ସାମିଲ କରାଯିବ । ଇନକୋଭାକକୁ ଔଷଧ ମହାନିୟନ୍ତ୍ରକ ମଞ୍ଜୁରୀ ଦେଇଥିବାବେଳେ ଏହା ପ୍ରୟୋଗ କରିବା ସହଜ ହୋଇଥାଏ । ଏହା ସହ କୋଭିଡ ସଂକ୍ରମଣ ରୋକିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

Leave A Reply

Your email address will not be published.