ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ରାଜଧାନୀରେ ଗ୍ରିଲ ତାଡି ଲୁଟିନେଲେ ୩ ଲକ୍ଷ ଟଙ୍କା

0

ଭୁବନେଶ୍ବର; ରାଜଧାନୀ ଭୁବନେଶ୍ୱରେ ଏକ ବଡ ଧରଣର ଲୁଟ ହୋଇଛି । ଗ୍ରିଲ ତାଡି ଲୁଟିନେଇଛନ୍ତି ୩ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ । ଏକ ଘଣ୍ଟାର ଅପରେସନରେ ଲୁଟିନେଲେ ୩ ଲକ୍ଷ ଟଙ୍କା

ସୂଚନାଯୋଗ୍ୟ, ଗଜପତିନଗରରେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କ ଅଫିସରେ କଳାକନା ବୁଲାଇଲେ ୪ ଦୃର୍ବୁତ୍ତ । ଗ୍ରିଲ୍ ତାଡି ଲୁଟି ନେଲେ ୩ ଲକ୍ଷ ଟଙ୍କା, ଗୋଲଡ ଓ ସିଲଭର କଏନ । ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ୪ ଜଣ ଲୁଟେରା ବିଳମ୍ବିତ ରାତିରେ ଆସିଥିଲେ । ଦୁଇଜଣ ବାହାରେ ଥିବା ବେଳେ ଦୁଇଜଣ ଭିତରକୁ ପଶିଥିଲେ । ଚୋରି ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାସ୍ଥଳରେ ପୋଲିସ ଓ ଫରେନସିକ ଟିମ ପହଞ୍ଚି ତନାଘନା ଆରମ୍ଭ କରିଛି ।

Leave A Reply

Your email address will not be published.