ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରୁ ନକଲି ମଦ ଜବତ

0

ଭୁବନେଶ୍ବର: ରାଜଧାନୀରେ ଚାଲୁଥିଲା ଅସଲି ବୋତଲରେ ନକଲି ମଦ କାରବାର। ତାହା ପୁଣି ସରକାରଙ୍କ ଠାରୁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ। ଅସଲି ବ୍ରାଣ୍ଡ ମଦ ବୋତଲ ଭିତରେ ନକଲ ମଦ ପୂରାଇ ଚାଲିଥିଲା କାରବାର।

ବରମୁଣ୍ଡା ସ୍ଥିତ ଏକ ମଦ ଦୋକାନରୁ ବିପୁଳ ପରିମାଣର ନକଲି ମଦ ଜବତ କରିଛି ଅବକାରୀ ବିଭାଗ। ପାଖାପାଖି ୪୦ ଲକ୍ଷ ଟଙ୍କାର ନକଲି ମଦ ଜବତ କରିଛି ପୋଲିସ୍। ଏହାକୁ ପରୀକ୍ଷା ପାଇଁ ସାମ୍ପଲ ପଠାଯିବ। ସେପଟେ ରେଡ୍‌ ପରେ ଅବକାରୀ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜବତ ହୋଇଥିବା ନକଲି ମଦ ବୋତଲ ଉପରେ ଜେସିବି ଚଳାଇଛି ଅବକାରୀ ବିଭାଗ। ଏଥିସହିତ ଉକ୍ତ ମଦ ଦୋକନର ଲାଇସେନ୍ସଧାରୀ ଜଣଙ୍କ ଝାଡଖଣ୍ଡର ହୋଇଥିବା ସୁଚନା ଦେଇଛନ୍ତି ଅବକାରୀ ବିଭାଗ।

Leave A Reply

Your email address will not be published.