ପ୍ରମୁଖ ଖବର

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୪ ଓ ୨୫ରେ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ, ଏଥି ପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ରେ ହାଇକୋର୍ଟ ଖୋଲା ରହିବ
ବାତ୍ୟା ପାଇଁ ଓଏଏସ୍ ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ
ହବିଷ୍ୟାଳିଙ୍କ ପାଇଁ ୨୪ ଓ ୨୫ ତାରିଖରେ ବନ୍ଦ ରହିପାରେ ମହାପ୍ରଭୁଙ୍କ ଦର୍ଶନ:ଜିଲ୍ଲାପାଳ
ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ
ବାତ୍ୟା ପ୍ରଭାବିତ ଜିଲାରେ ବନ୍ଦ ରହିବ ମଦ ଦୋକାନ ; ନଗର ଉନ୍ନୟନ ମନ୍ତ୍ରୀ
୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ବାତ୍ୟା ‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
ୱାୟନାଡ ପାଇଁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି
ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ମିଳିଲା ଜାମିନ

ବାତ୍ୟା ପାଇଁ ୨୦ଟି ଟ୍ରେନ ବାତିଲ

0

ନୂଆଦିଲ୍ଲୀ: ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ। ବାତ୍ୟା ‘ଦାନା’ ଲାଗି ପୂର୍ବତଟ ରେଳବାଇ ପକ୍ଷରୁ ଏନେକ ଟ୍ରେନ ବାତିଲ କରାଯାଇଛି। ଏହା ମଧ୍ୟରେ ଆଉ ୨୦ଟି ଟ୍ରେନ ବାତିଲ କରାଯାଇଛି। ଗତକାଲି ୨୦୦ ଟ୍ରେନ ବାତିଲ କରାଯାଇଥିବା ବେଳେ ପୁଣି ଆଜି ଆଉ ୨୦ଟି ଟ୍ରେନ ବାତିଲ କରାଯାଇଛି।

18413 ପାରାଦୀପ-ପୁରୀ ଏକ୍ସପ୍ରେସ (୨୫.୧୦.୨୦୨୪)

08407 କଟକ-ପାରାଦୀପ ସ୍ପେଶାଲ (୨୪.୧୦.୨୦୨୪)

11020 ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ (୨୪.୧୦.୨୦୨୪)

12830 ଭୁବନେଶ୍ୱର-ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ (୨୪.୧୦.୨୦୨୪)

12815 ଭୁବନେଶ୍ୱର-ଆନନ୍ଦ ବିହାର ନନ୍ଦନକାନନ ଏକ୍ସପ୍ରେସ (୨୪.୧୦.୨୦୨୪)

12822 ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ (୨୪.୧୦.୨୦୨୪) 12282 ନୂଆଦିଲ୍ଲୀ-ଭୁବନେଶ୍ୱର ଏକ୍ସପ୍ରେସ (୨୪.୧୦.୨୦୨୪)

22805 ଭୁବନେଶ୍ୱର-ଆନନ୍ଦ ବିହାର ଏକ୍ସପ୍ରେସ (୨୬.୧୦.୨୦୨୪)

08063 ଖଗଡପୁର-ଭଦ୍ରକ୍ ସ୍ପେସିଆଲ୍ (୨୫.୧୦.୨୦୨୪)

08031 ବାଲେଶ୍ୱର-ଭଦ୍ରକ୍ ସ୍ପେଶାଲ୍ (୨୫.୧୦.୨୦୨୪)

08403 ଖୋର୍ଦ୍ଧା ରୋଡ୍-ପୁରୀ ସ୍ପେସିଆଲ୍ (୨୫.୧୦.୨୦୨୪)

18414 ପାରାଦୀପ-ପୁରୀ ଏକ୍ସପ୍ରେସ (୨୪.୧୦.୨୦୨୪)

08408 ପାରାଦୀପ-କଟକ ସ୍ପେଶାଲ (୨୪.୧୦.୨୦୨୪)

08534 ପଲାସା-କଟକ ସ୍ପେଶାଲ (୨୫.୧୦.୨୦୨୪)

08422 ହୁନୁପୁର-କଟକ ସ୍ପେଶାଲ (୨୫.୧୦.୨୦୨୪)

22840 ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ (୨୫.୧୦.୨୦୨୪)

12829 ଚେନ୍ନାଇ-ଭୁବନେଶ୍ୱର ଏକ୍ସପ୍ରେସ (୨୫.୧୦.୨୦୨୪)

12821 ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ (୨୫.୧୦.୨୦୨୪)

08064 ଭଦ୍ରକ-ଖଡଗପୁର ସ୍ପେଶାଲ୍ (୨୫.୧୦.୨୦୨୪)

08032 ଭଦ୍ରକ-ବାଲେଶ୍ୱର ସ୍ପେଶାଲ୍ (୨୪.୧୦.୨୦୨୪)

Leave A Reply

Your email address will not be published.