ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଖୁବ୍ ଶୀଘ୍ର ଦୂରଦର୍ଶନରେ ସାନ୍ତାଳୀ ଭାଷାରେ ପଢାଯିବ ନ୍ୟୁଜ୍

0

ଭୁବନେଶ୍ବର: ଖୁବ୍ ଶୀଘ୍ର ଦୂରଦର୍ଶନରେ ସାନ୍ତାଳୀ ଭାଷାରେ ପଢାଯିବ ନ୍ୟୁଜ୍। ୬ରୁ ୭ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ସେ କହିଛନ୍ତି ସାନ୍ତାଳୀ ଭାଷାରେ ନ୍ୟୁଜ୍ ପଢା ନେଇ ରାଷ୍ଟ୍ରପତିଙ୍କର ଆଗ୍ରହ ଥିଲା।

ସାନ୍ତାଳ ମାନେ ସାଧାରଣତଃ ଓଡିଶା, ବିହାର ଏବଂ ଆସାମରେ ବସବାସ କରନ୍ତି। ସାନ୍ତାଳମାନେ ଉତ୍ତର ବଙ୍ଗଳାଦେଶର ରାଜସାହି ଡିଭିଜନ ଏବଂ ରଙ୍ଗପୁର ଡିଭିଜନର ସର୍ବବୃହତ୍ ସଂଖ୍ୟାଲଘୁ ଅଟନ୍ତି। ନେପାଳରେ ମଧ୍ୟ ଅନେକ ସାନ୍ତାଳ ଜନଜାତି ଲୋକ ବସବାସ କରନ୍ତି। ସାନ୍ତାଳ ଶଦ୍ଦ ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳର ତତ୍କାଳୀନ ସିଲଦାର ବାସୀନ୍ଦା ସାଓ୍ବନ୍ତ ମାନଙ୍କୁ ବୁଝାଏ।

Leave A Reply

Your email address will not be published.