କନ୍ଧମାଳ; କନ୍ଧମାଳ ଜିଲ୍ଲା ଟିକାବାଲି ଥାନା କନଷ୍ଟେବଲ ଶ୍ରୀନିବାସ ଘଟାଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଥାନା ଉପର ମହଲାରେ ଥିବା ବାରାକରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ସହିତ କ’ଣ ଘଟିଛି, ତାହା ଜଣାପଡ଼ି ନଥିବା ବେଳେ ବାଲିଗୁଡ଼ା ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
ପ୍ରମୁଖ ଖବର
ଦୁବାଇ ଏୟାର ସୋରେ ତେଜସ୍ ବିମାନ ଦୁର୍ଘଟଣା ଗ୍ରସ୍ତ, ପାଇଲଟ୍ ମୃତ
ନଭେମ୍ବର ୨୫ରେ କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ମେଳା
ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଫୁଲ ତୋଳିବା ବେଳେ ବିଦ୍ୟୁତ ଆଘାତରେ ଯୁବକ ମୃତ
ବାଂଲାଦେଶରେ ଭୂମିକମ୍ପ, ୩ ମୃତ