ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

ଆସିଲା ବିଜେପିର ପ୍ରାର୍ଥୀ ତାଲିକା

0

ଭୁବନେଶ୍ବର: ବିଜେପି ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେଲକୋଇ ପାଇଁ ଡ. ଫକୀର ମୋହନ ନାଇକ, ଚମ୍ପୁଆ ପାଇଁ ମୂରଲୀ ମନୋହର ଶର୍ମା, ବସ୍ତା ପାଇଁ ରବିନ୍ଦ୍ର ଅଣ୍ଡିଆ, ବାସୁଦେବପୁର ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳ ପାଇଁ ସୀମାରାଣୀ ନାୟକ, ସାଲେପୁର ପାଇଁ ଅରିନ୍ଦମ ରାୟ, କେନ୍ଦ୍ରାପଡା ଗୀତାଞ୍ଜଳି ସେଠୀ, ଖୋର୍ଦ୍ଦା ପାଇଁ ପ୍ରଶାନ୍ତ କୁମାର ଜଗଦେବଙ୍କୁ ଟିକେଟ ଦେଇଛି ବିଜେପି।

ବିଜେପି ଏଯାଏଁ ୧୪୦ଟି ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛି। ବାକି ୭ଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।

Leave A Reply

Your email address will not be published.