ପ୍ରମୁଖ ଖବର

ସୋଆ ଜାଗୋ କ୍ଳବ୍ ପକ୍ଷରୁ ଶିଶୁଦିବସ ପାଳନ
ସାରା ଦେଶରେ ପ୍ରତିଷ୍ଠା ହେବ ଆଉ ୧୦୦ଟି ସୈନିକ ସ୍କୁଲ୍ : ଅମିତ ଶାହ
ପରଲୋକରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କାମିନୀ କୌଶଲ
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ
ଯୁକ୍ତ ୨ ଇଣ୍ଟରନାଲ୍‌ ପରୀକ୍ଷା ବାଧ୍ୟତାମୂଳକ, ଜାରି ହେଲା ମାର୍ଗଦର୍ଶିକା
ନୂଆପଡ଼ାର ନୂଆ ନେତା ଜୟ ଢୋଲକିଆ

ପ୍ରକାଶ ପାଇଲା ସ୍ପେଶାଲ ଓଟିଇଟି ପରୀକ୍ଷା ଫଳ

0

ଭୁବନେଶ୍ବର: ପ୍ରକାଶ ପାଇଛି ସ୍ପେଶାଲ ଓଟିଇଟି-୨୦୨୫ ପରୀକ୍ଷା ଫଳ। ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷା ରେଜଲ୍ଟ ପ୍ରକାଶ ଶନିବାର ପ୍ରକାଶ ପାଇଛି। ପେପର-୧ରେ ୧୨ହଜାର ୯୮୮କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍‌ ହାର ୪୭.୧୭ପ୍ରତିଶତ ରହିଛି। ସେହିପରି ପେପର-୨ରେ ୩୫ହଜାର ୧୬୫କୃତକାର୍ଯ୍ୟ ହୋଇଛନ୍ତି । ପାସ୍‌ ହାର ୭୮.୩୫ପ୍ରତିଶତ ରହିଛି। ମୋଟ ୪୮ହଜାର ୧୫୩ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୬୬.୫୦ପ୍ରତିଶତ ପାସ ରହିଥିବା ବିଏସଇ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାର୍ଥୀ ମାନେ www.bseodisha.ac.inରେ ଫଳାଫଳ ଦେଖିପାରିବେ।

Leave A Reply

Your email address will not be published.