ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

କର୍ଣ୍ଣାଟକ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବେଆଇନ ବେଟିଂ ଏବଂ ଅନଲାଇନ୍ ଗେମିଂ ରାକେଟର ପର୍ଦ୍ଦାଫାସ କରିଛି। ଏହି ମାମଲାରେ, ଇଡି କର୍ଣ୍ଣାଟକର ଚିତ୍ରଦୁର୍ଗ ବିଧାୟକ କେସି ବୀରେନ୍ଦ୍ର ପପ୍ପିଙ୍କୁ ସିକିମରୁ ଗିରଫ କରିଛି। ତାଙ୍କଠାରୁ ୧୨ କୋଟି ନଗଦ ଟଙ୍କା ଜବତ କରାଯାଇଛି ଏହା
Read More...

ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ତାଙ୍କ ରାଞ୍ଚି ବାସଭବନରେ ଗୃହବନ୍ଦି କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସଦର ଡିଏସପି ଦ୍ୱାରା ନିଆଯାଇଛି । ରାଞ୍ଚିର କାଙ୍କେରେ ପ୍ରସ୍ତାବିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (RIMS-2) ପାଇଁ
Read More...

ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ

କାମାକ୍ଷାନଗର: ଅନୁଗୁଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରା ପଞ୍ଚାୟତର ଭାଲୁମୁଣ୍ଡାଠାରେ ଅଜଣା ଗାଡ଼ି ଧକ୍କାରେ ପୋଲିସ୍ ସହକାରୀ ଆରକ୍ଷୀ ନିରୀକ୍ଷକ (ଏଏସଆଇ)ଙ୍କର ମୃତ୍ୟୁ ହୋଇଛି। ସେ ଅନୁଗୁଳ ପୋଲିସରେ କାର୍ଯ୍ୟରତ ଥିଲେ। ଶନିବାର ସନ୍ଧ୍ୟାରେ ମାନସ ସିଂ ନିଜ ବାଇକରେ ଘରକୁ
Read More...

ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁରରେ ହେବ ଓୟୁଏଟିର ଆଉ ଏକ କ୍ୟାମ୍ପସ। ଏନେଇ କୃଷି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଘୋଷଣା କରିଛନ୍ତି। ସେଠାକୁ ଖୁବଶୀଘ୍ର ଏକ ଟିମ୍‌ ପରିଦର୍ଶନ କରିବାକୁ ଯିବ। ମୟୂରଭଞ୍ଜ, ବ୍ରହ୍ମପୁରରେ ବି କୃଷି କଲେଜ ଖୋଲାଯିବ। ସୋନପୁରରେ ମତ୍ସ୍ୟ ଓ
Read More...

ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ

ନ୍ୟୁଜ୍ ବ୍ୟୁରୋ: ଓଡ଼ିଶାରେ ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ। ଏନେଇ ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସରକାର ଜମି ଓ ବର୍ଜ୍ୟ ଯୋଗାଇବେ, କମ୍ପାନୀ ତା’ର ପ୍ଲାଣ୍ଟ ତିଆରି କରିବ। ଟ୍ବିନ୍‌ ସିଟିରେ ପ୍ରାଥମିକ ସ୍ତରରେ ଏହି ପ୍ଲାଣ୍ଟ
Read More...

ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା

ଉତ୍ତର ପ୍ରଦେଶ: ପୁଣି ଯୌତୁକ ବର୍ବରତାରେ ବଳି ପଡିଲେ ଆଉ ଜଣେ ମହିଳା। ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁଘର ଲୋକେ ଯୌତୁକ ପାଇଁ ନିଆଁ ଲଗାଇ ହତ୍ୟା କରିଛନ୍ତି। ମୃତ ପୀଡିତା ନିକିଙ୍କ ପୁଅ କହିଛନ୍ତି ଯେ ତାଙ୍କ ବାପା ତାଙ୍କ ମାଆଙ୍କ ଉପରେ କିଛି ତରଳ
Read More...

ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର

ଭୁବନେଶ୍ୱର: ଭୁବନେଶ୍ୱର ସବୁ ଥାନାରୁ ଜବତ ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ। ରାଜଧାନୀର ସବୁ ଥାନା ପରିସର ମଧ୍ୟରେ ପଡି ରହିଥିବା ଜବତ ଗାଡିକୁ ନେଇ ବଡ ସୂଚନା ଦେଲେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ। ସବୁ ଥାନାରୁ ହଟିବ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି। ଜବତ ଗାଡ଼ି ପଡ଼ି ରହିବା
Read More...

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ

ପୁରୀ: ପୁରୀ ମେଡିକାଲ ଛକସ୍ଥିତ ଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂସ୍ଥଳରେ ଘଟିଛି ଅଘଟଣ। ରବିବାର ପାର୍କିଂସ୍ଥଳରେ ଗାଡ଼ି ପାର୍କିଂ ସମୟରେ ଏକ ବୋଲେରୋ ପ୍ରଥମ ମହଲାରୁ ତଳକୁ ଖସିପଡ଼ିଛି। ଭାରସାମ୍ୟ ହରାଇ ଓଡି ୦୧ ଏସି ୪୫୧୬ ନମ୍ବର ବିଶିଷ୍ଟ ବୋଲେରୋଟି ଗୋଟିଏ ମହଲାରୁ ତଳକୁ ଖସିପଡ଼ିଛି। ଫଳରେ
Read More...

ଡିସେମ୍ବର ସୁଦ୍ଧା ପୂରଣ ହେବ ଅଗ୍ନିଶମ ବିଭାଗରେ ଖାଲିଥିବା ୩୦୦ ପଦବୀ

ଭୁବନେଶ୍ବର: ଆଜି ଭୁବନେଶ୍ବର ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ୬୧ ତମ ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସେମାନଙ୍କ ମନୋବଳ ବଢାଇବା ସହ କାମକୁ ସମ୍ମାନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିପଦରେ ପଡ଼ିଥିବା
Read More...

ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ: ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ। ଅଘଟଣ ପୂର୍ବରୁ ପେଟ୍ରୋଲ ବୋତଲକୁ ଛଡାଇ ନେଲେ ପୋଲିସ। ପାରିବାରିକ କାରଣରୁ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା। ମହିଳାଙ୍କ ଦିଅର ତାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିବା ନେଇ
Read More...