ପ୍ରମୁଖ ଖବର

ତୃତୀୟ ଥର ପାଇଁ ଟାଟା ଚେୟାରମ୍ୟାନ ହେଲେ ଏନ.ଚନ୍ଦ୍ରଶେଖରନ୍‌
ଭାରତୀୟ ବାୟୁସେନାକୁ ତେଜସ୍‌ ଓ ଏଚ୍‌ଟିଟି-୪୦ ହସ୍ତାନ୍ତର କରିବ ଏଚ୍‌ଏଏଲ୍‌
ଦକ୍ଷତା ବିକାଶରେ ଓଡ଼ିଶା ମଡେଲକୁ ନୀତି ଆୟୋଗର ସ୍ୱୀକୃତି
ଭୁବନେଶ୍ୱର ଡିସିପି ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଗ୍ଲୋବାଲ ସେମିକଣ୍ଡକ୍ଟର ହବ୍‌ ଦିଗରେ ଭାରତ, ‘ସେମିକନ୍ ଇଣ୍ଡିଆ ୨୦୨୬’ ଉଦ୍‌ଘାଟନ କଲେ ମୋଦି
Browsing Category

TOP STORIES

ଅରବିନ୍ଦ କେଜରିୱାଲଙ୍କ ଅନ୍ତରୀଣ ଜାମିନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅନ୍ତରୀଣ ଜାମିନକୁ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ସୁପ୍ରିମକୋର୍ଟ ସିବିଆଇର ଉତ୍ତର ଚାହିଁବା ସହ ମାମଲାର ଶୁଣାଣିକୁ ଆସନ୍ତା ଅଗଷ୍ଟ ୨୩ ଯାଏ ସ୍ଥଗିତ ରଖିଛନ୍ତି।
Read More...

ଓଡ଼ିଶାର ୧୩ ଜଣଙ୍କୁ ପୋଲିସ ମେଡାଲ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାହସିକତା ଓ ସେବା ମେଡାଲ ଘୋଷଣା କରାଯାଇଛି। ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ମେଡାଲ। ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ। ଏଡିଜି ସୁରେଶ ଦେବ ଦତ୍ତ ସିଂହ, ଡିଏସପି ସଚିଦାନନ୍ଦ ରଥଙ୍କୁ ମିଳିବ ମେଡାଲ।
Read More...

ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ମନୋଜ ଆହୁଜା

ପୁରୀ: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଦିଆଗଲା ନୂଆ ଦାୟିତ୍ଵ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟ ସଚିବ ସହିତ ଅତିରିକ୍ତ ଭାବେ ସେ ଏହି ଦାୟିତ୍ୱ ତୁଲାଇବେ।ଆଇନ
Read More...

ମାଟିତଳୁ ମିଳିଲା ନକ୍ସଲ ଲୁଚାଇଥିବା ୩୮ ଲକ୍ଷ ଟଙ୍କା

ଛତିଶଗଡ: ଛତିଶଗଡ ଗରିଆବନ୍ଧ ପୋଲିସର ବଡ ସଫଳତା। ମାଟି ତଳେ ପୋତା ଯାଇଥିଲା ୩୮ ଲକ୍ଷ ଟଙ୍କା। ଗାତ ଖୋଳି ସେହି ଟଙ୍କାକୁ ଜବତ କରିଛି ସିଆର୍‌ପିଏଫ୍‌ ଯବାନ ଓ ଛତିଶଗଡ଼ ପୁଲିସ୍‌। ଏଥିସହ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରାଯାଇଛି। ନକ୍ସଲମାନେ ସେହି ଟଙ୍କା ଓ ମାରଣାସ୍ତ୍ର ପୋତି ରଖିଥିବା
Read More...

ପ୍ରକାଶ ପାଇଲା ଇଣ୍ଡିଆ ରାଙ୍କିଂ ୨୦୨୪ ତାଲିକା, ୪୨ତମ ସ୍ଥାନରେ ଉତ୍କଳ ଵିଶ୍ଵଵିଦ୍ୟାଲୟ

ଭୁନେଶ୍ବର: ଆଜି ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ରାଙ୍କିଙ୍ଗ ଫ୍ରେମୱାର୍କ(ଏନଆଇଆରଏଫ) ୨୦୨୪ ରାଙ୍କି ତାଲିକା ପ୍ରକାଶ ପାଇଛି। ଦେଶର ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକୁ ଏଥିରେ ରାଙ୍କି କରାଯାଇଥିବାବେଳେ ଚଳିତ ବର୍ଷ ୧୬ଟି କ୍ୟାଟେଗୋରୀରେ ରାଙ୍କିଂ କରାଯାଇଛି । ଏଥିରେ ଆଇଆଇଟି ମାଡ୍ରାସ ଦେଶର
Read More...

ଭୁବେଶ୍ବରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ୍। ମଞ୍ଚେଶ୍ବର ସ୍ଥିତ ଚାଉଳ ଗୋଦାମଠାରେ ଖୋଲିଛି ଏହି ରାଇସ୍ ଏଟିଏମ୍‌ । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଏଟିଏମରୁ ଜଣେ ହିତାଧିକାରୀ
Read More...

କୁସ୍ତି ମୋଠୁ ଜିତିଗଲା ମୁଁ ହାରିଗଲି, ଅଲବିଦା କୁସ୍ତି : ଭିନେଶ ଫୋଗାଟ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲରେ ଅଯୋଗ୍ୟ ଘୋଷଣା ହେବା ପରେ କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ଭିନେଶ। ଭିନେଶ ଫୋଗେଟ୍ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟ ମାଧ୍ୟମରେ ସୂଚନା
Read More...

ଜାମ୍ମୁକାଶ୍ମୀର ଡିଜିପି ହେଲେ ଓଡ଼ିଶାର ରଶ୍ମିରଞ୍ଜନ ସ୍ୱାଇଁ

ଜାମ୍ମୁକାଶ୍ମୀର: ଜାମ୍ମୁକାଶ୍ମୀର ପୋଲିସ୍ ପ୍ରଶାସନର ମୁଖିଆ ଭାର ଗ୍ରହଣ କଲେ ଓଡିଆ ପୁଅ । ଓଡ଼ିଶାର ରାଉଲକେଲା ନିବାସୀ ରଶ୍ମିରଞ୍ଜନ ସ୍ୱାଇଁ ଜାମ୍ମୁକାଶ୍ମୀର ଡିଜିପି ଭାବେ ନିଯୁକ୍ତି ହୋଇଛନ୍ତି । ଏଜିଏମୟୁଟି କ୍ୟାଡରର ଓଡ଼ିଆ ଆଇପିଏସ୍‌ ରଶ୍ମୀରଂଜନ ସ୍ୱାଇଁଙ୍କ ନିଯୁକ୍ତି ନେଇ ଗୃହ
Read More...

ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ

ନୂଆ ଦିଲ୍ଲୀ: ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ। ରାଜ୍ୟସଭା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏନେଇ ସୂଚନା ଦେଇଛନ୍ତି ଇଲେକ୍ସନ କମିଶନର। ଖାଲିଥିବା ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ। ଉପନିର୍ବାଚନ ପାଇଁ
Read More...

ଫାଇନାଲରେ ଭିନେଶ ଫୋଗାଟ

ପ୍ୟାରିସ୍‌: ପ୍ୟାରିସ୍‌ ଅଲିମ୍ପିକ୍ସରେ ଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି ଭିନେଶ ଫୋଗାଟ। ଭାରତ ପାଇଁ ପଦକ ପକ୍କା କଲେ ଭିନେଶ। ସେମିଫାଇନାଲ ଜିତି ଫାଇନାଲରେ କଲେ ପ୍ରବେଶ। ୫୦ କେଜି ଏକକ ମହିଳା ଫ୍ରି-ଷ୍ଟାଇଲ କୁସ୍ତି ବର୍ଗରେ ଖେଳୁଛନ୍ତି ଭିନେଶ।ସେମି ଫାଇନାଲରେ ୟୁସନେଲିସ୍
Read More...