‘ମାଷ୍ଟରଶେଫ୍ ଇଣ୍ଡିଆ-୭’ ର ବିଜେତା ହେଲେ ନୟନଜ୍ୟୋତି ସୈକିୟା
ମୁମ୍ବାଇ; ଲୋକପ୍ରିୟ କୁକିଙ୍ଗ ରିୟାଲିଟି ଶୋ’ ‘ମାଷ୍ଟରଶେଫ୍ ଇଣ୍ଡିଆ-୭’ ର ବିଜେତା ହେଲେ ଆସାମର ନୟନଜ୍ୟୋତି ସୈକିୟା। ନୟନଜ୍ୟୋତି ଶୋ’ରେ ନିଜର ଦମଦାର କୁକିଙ୍ଗ ଦକ୍ଷତା ସହ ନିଜର ନିଷ୍ଠାକୁ ପ୍ରମାଣିତ କରିପାରିଛନ୍ତି । ସପ୍ତାହେ ଧରି ଅନେକ ଚ୍ୟାଲେଞ୍ଜକୁ ସାମନା କରି ସେ ଆଜି ଏହି ପଦ ପାଇଁ!-->…
Read More...
Read More...