ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଶୁକ୍ରବାର ସକାଳେ କୃଷ୍ଣପ୍ରସାଦରେ ମାଡ଼ ହେବ ‘ଫନି’

0

୧୮୦-୨୦୦ କିଲୋମିଟର ବେଗରେ ପବନ
ପୁରୀ, ଖୋର୍ଧା, ଜଗତସିଂହପୁର, ଗଞ୍ଜାମକୁ କ୍ଷତି

ଭୁବନଶେ୍ୱର:ଶୁକ୍ରବାର ସକାଳ ୮ଟାରେ ଭୀଷଣ ରୂପ ଧାରଣ କରି ପୁରୀ ଉପକୂଳରେ (କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି) ମାଡ଼ ହେବ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’। ସତେବେଳେକୁ ପବନର ବେଗ ରହିବ ଘଣ୍ଟାପ୍ରତି ୧୭୫ରୁ ୧୮୦ କିଲୋମିଟର। ମଝିରେ ମଝିରେ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ଝଟକା ଦେଇପାରେ। ପୁରୀ ସମତେ ଖୋର୍ଧା ଓ ଜଗତସିଂହପୁର, ଗଞ୍ଜାମ, କେନ୍ଦ୍ରାପ଼ଡା ଜିଲ୍ଲା ଉପକୂଳ ବେଶୀ ପ୍ରଭାବିତ ହବେ।
ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପବନର ବଗେ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ପବନ ହେବ। ତବେେ ରାଜଧାନୀରେ ବି ପବନର ବେଗ ୧୫୦ କିଲୋମିଟର ଡେଇଁପାରେ ବୋଲି ଆକଳନ କରାଯାଉଛି।
‘ଫନି’ ଏବେ ପୁରୀ ଠାରୁ ୨୭୫ କିଲୋମିଟର ଓ ବିଶାଖାପାଟଣାର ୧୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେଠାରେ ଘଣ୍ଟାପ୍ରତି ୨୦୦ରୁ ୨୧୦ କିଲୋମିଟର ବଗେରେ ପବନ ବହୁଛି। ମଝିରେ ମଝିରେ ୨୨୫ କିଲୋମିଟର ବଗେରେ ଝଟକା ଦେଉଛି। ଘଣ୍ଟାକୁ ସେ ପାଖାପାଖି ୧୭ କିଲୋମିଟର ବଗେରେ ଅାଗଉଛି ଓଡ଼ିଶା ଉପକୂଳକୁ।
ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ର୍ବଷା ଆରମ୍ଭ ହୋଇଯାଇଛି। ଆନ୍ଧ୍ର ଉପକୂଳରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହୁଥିବା ବଳେେ ଦକ୍ଷିଣ ଓଡ଼ିଶାରେ ଏହାର ବେଗ ୩୦ରୁ ୪୦ କିଲୋମିଟର ରହିଛି। ମଧ୍ୟରାତିରୁ ର୍ବଷା ଓ ପବନର ବେଗ ବଢିବ। ବାତ୍ୟା ପ୍ରଭାବରେ ରାଜ୍ୟରେ ପବନ ସହିତ ପ୍ରବଳ ର୍ବଷା ହେବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ପୁରୀ, ଜଗତସିଂହପୁରରେ ପାଖାପାଖି ୩୦୦ ମିଲିମିଟର ର୍ବଷା ହୋଇପାରେ। ଖୋର୍ଧା ଓ କଟକରେ ୨୦୦ ମିଲିମିଟର ର୍ବଷା ହୋଇପାରେ, ଗଞ୍ଜାମରେ ବି।

Leave A Reply

Your email address will not be published.