ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

କମ ସନ୍ତୁଷ୍ଟ, ବେଶି ଅସନ୍ତୁଷ୍ଟ

0

ଭୁବନେଶ୍ୱର: ବିଧାନସଭା ଓ ଲୋକସଭା ଟିକେଟ ପାଇନଥିବା ନେତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପଦ ପଦବୀରେ ଥଇଥାନ କରିଛନ୍ତି। ପଦ ପଦବୀକୁ ଆଖେଇଥିବା ପରାଜିତ ନେତାଙ୍କୁ ପ୍ରଥମ ପର୍ଯ୍ୟାୟରେ ନିରାଶ ହେବାକୁ ପଡିଛି। ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା ସୁବ୍ରୋତ ବାଗଚିଙ୍କ ପତ୍ନୀ ସୁସ୍ମିତାଙ୍କୁ ମଧ୍ୟ ପଦବୀ ମିଳିଛି। କେଉଁ ଆଧାରରେ ଏହା ଚୟନ ହେଲା ତାହା ବିଜେଡ଼ି ଶିବିରରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ଅଧିକାଂଶ ନେତାଙ୍କୁ ନବୀନ ଏହାଦ୍ବାରା ସନ୍ତୁଷ୍ଟ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଏହି ପର୍ଯ୍ୟାୟରେ ପାଖାପାଖି ୩୬ ଜଣ ନେତାଙ୍କୁ ନିଯୁକ୍ତି ଦେଇଛନ୍ତି। କେଉଁ ପରିସ୍ଥିତିରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ କରାଗଲା, ତାହା ବି ବୁଝାପଡୁନାହିଁ।

Leave A Reply

Your email address will not be published.