ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

୮୬ ଯୁବ ବିଜେଡି ନେତାଙ୍କୁ ନିଯୁକ୍ତି

0

ନବୀନ ପ୍ରକାଶ କଲେ ସଂପାଦକ ଓ ଯୁଗ୍ମ ସଂପାଦକ ତାଲିକା

ଭୁବନେଶ୍ବର: ବିଜେଡି ସଭାପତି ଆଜି ଏକାଥରକେ ସଂପାଦକ ଓ ଯୁଗ୍ମ ସଂପାଦକମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥର ସଂପାଦକ ତାଲିକାରେ ୪୫ ଓ ଯୁଗ୍ମ ସଂପାଦକ ତାଲିକାରେ ୪୧ ଜଣ ନେତାଙ୍କ ନାମ ରହିଛି।ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜ ଏ ସଂକ୍ରାନ୍ତରେ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ୮୬ଜଣଙ୍କ ମଧ୍ୟରେ ଅଧିକାଂଶ ଯୁବ ନେତାଙ୍କୁ ସାମିଲ କରାଯାଇଛି।

ସଂପାଦକ ତାଲିକାରେ କିଶୋର ଚନ୍ଦ୍ର ତରାଇ ଓ ସଂଘମିତ୍ରା ଦଳେଇ ( ଅନୁସୂଚିତ ଜାତି ସଶକ୍ତିକରଣ), ଅନୁଭବ ପଟ୍ଟନାୟକ, କେ ଶାନ୍ତି, ବିଷ୍ଣୁ ପ୍ରିୟା ଦାସ (ମହିଳା ସଶକ୍ତିକରଣ), ଅମରେଶ ପତ୍ରୀ, ରଣଜିତ୍ ମହାପାତ୍ର (ଯୁବ ବ୍ୟାପାର), ଅମରଜିତ୍ ସେନାପତି, ମନ୍ଦାକିନୀ କର, ବିଶ୍ବଜିତ ସାମନ୍ତରାୟ (ଛାତ୍ର ବ୍ୟାପାର), ଚିନ୍ମୟ ସାହୁ, ଅମରେଶ ଜେନା, ସୌଭାଗ୍ୟ ନାୟକ, ସୁବ୍ରମଣ୍ୟମ୍ ମହାନ୍ତି, ସୁବାସ ମହାରଣା ଓ ଶୈଳେଶ ଦାନି (ସଶକ୍ତ ଓଡ଼ିଶା), ରବି ନାରାୟଣ ନନ୍ଦ, ସଂଗ୍ରାମ କେଶରୀ ପାଇକରାୟ, ଶଶି ସାହୁ, ପ୍ରୟାସକାନ୍ତି ସାମଲ, ମାରୁତ ପାଲୋ (କଳା, ସଂସ୍କୃତି ଓ ମାନବସମ୍ବଳ), ସେକ୍ ନିଜାମୁଦ୍ଦିନ୍, ମହମ୍ମଦ ସକିଲ୍ (ସଂଖ୍ୟାଲଘୁ ବ୍ୟାପାର), ଭୁବନେଶ୍ବର କିଷାନ, ଭାରତୀ ସିଂ, କୃଷ୍ଣଚନ୍ଦ୍ର ଦାସ (ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର), ସୁବାସ ପାତ୍ର, ଦୁର୍ଗା ସମାନ୍ତରାୟ, ଅଜୟ ନାୟକ, ଶିଶିର ପରିଜା, ମୀରା ପରିଡା (ମୋ ପରିବାର), ପୁଷ୍ପେନ୍ଦ୍ର ସିଂହଦେଓ, ଜଗଦିଶ ପାତ୍ର, ସରୋଜ କାନ୍ତ, ଟି ପ୍ରସାଦ ରାଓ ଦୋରା (ସାମାଜିକ କଲ୍ୟାଣ), ସ୍ବାଧୀନ ନାୟକ, କୁନା ବିହାରୀ ଦାସ, ସନ୍ତୋଷ ପଟ୍ଟନାୟକ, ହର୍ଷ ବର୍ଧନ ସିଂହଦେଓ, ରଂଜିତ ସାହୁ (ଆଞ୍ଚଳିକ ବିକାଶ) ଓ ଉତ୍ତର ପାତ୍ର, ତପନ ଦାସ, କୃଷ୍ଣ ପଣ୍ଡା, ତ୍ରିନାଥ ଗୋୟଲ ଓ ଚନ୍ଦ୍ରକାନ୍ତ ସାମଲ (ପରିବେଶ)ଙ୍କ ନାମ ରହିଛି।

ସେହିପରି ଯୁଗ୍ମ ସଂପାଦକ ତାଲିକାରେ ସଂଜୟ ବାବୁ, କୈଳାଶ ରଣା, ରାଜକମଳ ଜେନା (ସଶକ୍ତ ଓଡ଼ିଶା), ସଂଜିତ ମହାନ୍ତି, ଧର୍ମେନ୍ଦ୍ର ଅଧିକାରୀ, ହିମାଂଶୁ ଦାସ, ଜ୍ଞାନଗିରି ଗୋସ୍ବାମୀ, ରାଜେଶ ପଣ୍ଡା (ପରିବେଶ), ଏମ୍ ଧନଞ୍ଜୟ ରେଡ୍ଡି (ଯୁବ ବ୍ୟାପାର), ସନ୍ତୋଷ ବେଜ, ଜଗନ୍ନାଥ ଦାସ (କଳା, ସଂସ୍କୃତି ଏବଂ ମାନବସମ୍ବଳ), ସମୀର ପ୍ରଧାନ, ରଂଜିତ ରାୟ, ରୁଦ୍ର ସାମନ୍ତରାୟ ଓ ଦୀପ୍ତିକାନ୍ତ ପରିଜା (ଓଡ଼ିଶା ମୋ ପରିବାର), ଦେବାଶିଷ ସିଟ୍, ଦିଲ୍ଲୀପ ଧୁରିଆ (ଅନୁସୂଚିତ ଜାତି ସଶକ୍ତିକରଣ), ଜ୍ୟୋତିରଂଜନ ରଣା (ଯୁବ ବ୍ୟାପାର), ପୃଥ୍ବୀରାଜ ସାହୁ, ଚକ୍ରଧର ହେମ୍ବ୍ରମ୍ ( ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର), ଡେଜାଲିନ୍ ମହାପାତ୍ର, ସ୍ବରାଜ ଲକ୍ଷ୍ମୀ ସାମଲ, ସଂଘମିତ୍ରିା ଜେନା, ସବିତା ମହାପାତ୍ର, ସବିତା ପ୍ରଧାନ (ମହିଳା ସଶକ୍ତିକରଣ), ରିଜଵାନା ବେଗମ୍, ଜାକିର୍ ଖାନ୍‌ (ସଂଖ୍ୟାଲଘୁ), ପ୍ରଦୀପ ବିଶୋଇ, ଅଶୋକ ସାହୁ, ସତ୍ୟରଂଜନ ଦାସ ଗତିକୃଷ୍ଣ ନନ୍ଦ, କିଶୋର ନାୟକ (ସମାଜ କଲ୍ୟାଣ), ଅବନି ରଂଜନ ଯୋଶୀ, ପ୍ରଶାନ୍ତ ନାୟକ, ତୁମ୍ବନାଥ ପଣ୍ଡା, ପୁଲକ ମହାନ୍ତି (ଆଞ୍ଚଳିକ ବିକାଶ), ରାକେଶ ରାମ, ହରିଶଙ୍କର ରାଉତ, ତନ୍ମୟ ସ୍ବାଇଁ (ଛାତ୍ର ବ୍ୟାପାର)ଙ୍କ ନାମ ରହିଛି।

Leave A Reply

Your email address will not be published.