ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

କାହାକୁ କଣ ଦେଲେ ମୋଦୀ?

0

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ନିଜର ଦ୍ୱିତୀୟ କାର୍ଯ୍ୟକାଳରେ କେନ୍ଦ୍ର କ୍ୟାବିନେଟରେ ଏକ ବଡ଼ ସଂସ୍କାର ଆଣିଛନ୍ତି। ବୁଧବାର ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଓବିସି, ଏସସି ଏବଂ ଏସଟି ସଦସ୍ୟଙ୍କ ରେକର୍ଡ ପ୍ରତିନିଧିତ୍ୱ ସହିତ ନୂତନ କ୍ୟାବିନେଟ୍‌ରେ ଅଧିକ ଶିକ୍ଷିତ ଯୁବକୁ ଓ ମହିଳା ମନ୍ତ୍ରୀଙ୍କୁ ସାମିଲ କରାଯାଇଛି।

କାହାକୁ କେଉଁ ମନ୍ତ୍ରାଳୟ ମିଳିଲା

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ- ପର୍ସୋନେଲ୍, ସାଧାରଣ ଅଭିଯୋଗ ଓ ପେନସନ୍, ଆଣବିକ ଶକ୍ତି, ମହାକାଶ, ସବୁ ଗୁରୁତ୍ବପୂର୍ଣ୍ଣ ନୀତି ନିର୍ଧାରଣ ଓ ଯାହା ଅନ୍ୟମାନଙ୍କୁ ଦିଆଯାଇନାହିଁ।
  • ରାଜନାଥ ସିଂହ- ପ୍ରତିରକ୍ଷା
  • ଅମିତ ଶାହା- ସ୍ବରାଷ୍ଟ୍ର ଓ ସମନ୍ବୟ
  • ନୀତିନ ଗଡକରି- ସଡକ ପରିବହନ ଓ ଜାତୀୟ ରାଜପଥ
  • ନିର୍ମଳା ସୀତାରମଣ- ଅର୍ଥ ଓ କର୍ପୋରେଟ୍ ଆଫାୟର୍ସ
  • ନରେନ୍ଦ୍ର ସିଂହ ତୋମାର- କୃଷି ଓ କୃଷକ କଲ୍ୟାଣ
  • ଡ. ଏସ୍‌ ଜୟଶଙ୍କର- ବୈଦେଶିକ ମନ୍ତ୍ରାଳୟ
  • ଅର୍ଜୁନ ମଣ୍ଡା- ଆଦିବାସୀ କଲ୍ୟାଣ
  • ସ୍ମୃତି ଇରାନୀ ମହିଳା ଓ ଶିଶୁ ବିକାଶ
  • ପୀୟୂଷ ଗୋଏଲ- ବୟନଶିଳ୍ପ ଓ ବାଣିଜ୍ୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ
  • ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ଓ ଦକ୍ଷତା ବିକାଶ
  • ପ୍ରହଲ୍ଲାଦ ଯୋଶୀ- ସଂସଦୀୟ ବ୍ୟାପାର, କୋଇଲା ଓ ଖଣି
  • ନାରାୟଣ ରାଣେ-ଏମଏସ୍‌ଏମ୍‌ଇ
  • ସର୍ବାନନ୍ଦ ସୋନୋୱାଲ- ବନ୍ଦର, ପରିବହନ ଏବଂ ଜଳପଥ, ଆୟୁଷ
  • ମୁକ୍ତାର ଆବାସ୍ ନକ୍‌ଭି-ସଂଖ୍ୟାଲଘୁ
  • ବୀରେନ୍ଦ୍ର କୁମାର- ସାମାଜିକ ନ୍ୟାୟ ଓ ସଶକ୍ତିକରଣ
  • ଗିରିରାଜ ସିଂହ- ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ
  • ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ-କେନ୍ଦ୍ର ବେସାମରିକ ବିମାନ ଚଳାଚଳ
  • ରାମଚନ୍ଦ୍ର ପ୍ରସାଦ ସିଂହ- ଇସ୍ପାତ ମନ୍ତ୍ରାଳୟ
  • ଅଶ୍ୱିନୀ ବୈଷ୍ଣବ-ରେଳ, ଯୋଗାଯୋଗ ଓ ଆଇଟି
  • ପଶୁପତି ପାରସ: ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
  • ଗଜେନ୍ଦ୍ର ସିଂହ ଶେଖାଓ୍ବତ-ଜଳଶକ୍ତି
  • କିରେନ୍ ରିଜିଜୁ- ଆଇନ ଓ ନ୍ୟାୟ
  • ରାଜ କୁମାର ସିଂହ-ଶକ୍ତି
  • ହରଦୀପ ପୁରୀ- ପେଟ୍ରୋଲିୟମ, ସହରାଞ୍ଚଳ ବିକାଶ
  • ମନସୁଖ ମାଣ୍ଡଭ୍ୟ: ସ୍ୱାସ୍ଥ୍ୟ, ସାର ଓ ରାସାୟନ
  • ଭୂପେନ୍ଦ୍ର ଯାଦବ- ଶ୍ରମ ଓ ଜଙ୍ଗଲ ପରିବେଶ
  • ମହେନ୍ଦ୍ର ନାଥ ପାଣ୍ଡେ- ଭାରି ଶିଳ୍ପ
  • ପୂୁରୁଷୋତମ ରୂପାଲା: ମତ୍ସ୍ୟ ଓ ପଶୁସମ୍ପଦ
  • ଜି କିଷନ୍ ରେଡ୍ଡି-ସଂସ୍କୃତି, ପର୍ଯ୍ୟଟନ, ଉତ୍ତର ପୂର୍ବାଞ୍ଚଳ
  • ବିଶ୍ୱେଶ୍ୱର ଟୁଡୁ: ଆଦିବାସୀ ବ୍ୟାପାର ଓ ଜଳଶକ୍ତି
  • ଅନୁରାଗ ଠାକୁର: କ୍ରୀଡା ଓ ଯୁବବ୍ୟାପାର, ସୂଚନା ଓ ପ୍ରସାରଣ

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ)

  • ରାଓ ଇନ୍ଦରଜିତ୍ ସିଂହ-ପରିସଂଖ୍ୟାନ ଓ ଯୋଜନା କାର୍ଯ୍ୟାନ୍ବୟନ, ଯୋଜନା, କେର୍ପୋରେଟ୍ ଆଫାୟର୍ସ
  • ଜିତେନ୍ଦ୍ର ସିଂହ- ବିଜ୍ଞାନ ଓ କାରିଗରୀ କୌଶଳ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଷ୍ଟ୍ରମନ୍ତ୍ରୀ

  • ଶ୍ରୀପଦ ନାୟକ-ବନ୍ଦର, ପରିବହନ ଏବଂ ଜଳପଥ, ପର୍ଯ୍ୟଟନ
  • ଫଗନ ସିଂହ କୁଲସ୍ତେ-ଇସ୍ପାତ ଓ ଗ୍ରାମ୍ୟ ଉନ୍ନୟନ
  • ପ୍ରହଲ୍ଲାଦ ସିଂହ ପଟେଲ-ଜ​ଳଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ
  • ଅଶ୍ବିନୀ କୁମାର ଚୌବେ-ଖାଉଟି କଲ୍ୟାଣ, ଖାଦ୍ୟ ଯୋଗାଣ, ଜଙ୍ଗଲ ଏବଂ ପରିବେଶ
  • ଅର୍ଜୁନ ରାମ ମେଘଓ୍ବାଲ-ସଂସଦୀୟ ବ୍ୟାପାର, ସଂସ୍କୃତି
  • ବି କେ ସିଂହ- ସଡକ ପରିବହନ, ଜାତୀୟ ରାଜପଥ, ବେସାମରିକ ବିମାନ ଚଳାଚଳ
  • କ୍ରିଷନ୍ ପାଲ୍-ଶକ୍ତି, ଭାରି ଶିଳ୍ପ
  • ଡି ଆର୍ ଦାଦାରାଓ-ରେଳ, କୋଇଲା ଓ ଖଣି
  • ରାମଦାସ ଅଠାଓ୍ବାଲେ-ସାମାଜିକ ନ୍ୟାୟ ଓ ସଶକ୍ତିକରଣ
  • ସାଧ୍ବୀ ନିରଞ୍ଜନ ଜ୍ୟୋତି- ଖାଉଟି କଲ୍ୟାଣ, ସାଧାରଣ ବଣ୍ଟନ, ଗ୍ରାମ୍ୟ ଉନ୍ନୟନ
  • ସଂଜୀବ କୁମାର ବାଲିୟନ୍- ମତ୍ସ୍ୟ ଓ ପଶୁସଂପଦ
  • ନିତ୍ୟାନନ୍ଦ ରାୟ-ଗୃହ ବ୍ୟାପାର
  • ପଙ୍କଜ ଚୌଧୁରୀ-ଅର୍ଥ
  • ଅନୁପ୍ରିୟା ସିଂହ ପଟେଲ୍-ବାଣିଜ୍ୟ ଓ ଶିଲ୍ପ
  • ପ୍ରଫେସର ଏସ ପି ସିଂହ ବାଘେଲ-ଆଇନ ଓ ନ୍ୟାୟ
  • ରାଜୀବ ଚନ୍ଦ୍ରଶେଖର-ଦକ୍ଷତା ବିକାଶ, ଇଲେକ୍ଟ୍ରୋନିକ୍ସ, ଆଇଟି
  • ସୁଶ୍ରୀ ଶୋଭା- କୃଷି ଓ କୃଷକ କଲ୍ୟାଣ
  • ଭାନୁପ୍ରତାପ ସିଂହ ବର୍ମା- ଏମଏସଏମ୍ଇ
  • ଦର୍ଶନା ବିକ୍ରମ ଜରଦୋସ- ବୟନ ଶିଳ୍ପ, ରେଳବାଇ
  • ଭି ମୁରଲୀଧରନ୍- ବୈଦେଶିକ ବ୍ୟାପାର ଓ ସଂସଦୀୟ ବ୍ୟାପାର
  • ମିନାକ୍ଷୀ ଲେଖି- ବୈଦେଶିକ ବ୍ୟାପାର, ସଂସ୍କୃତି
  • ସୋମ୍ ପ୍ରକାଶ-ବାଣିଜ୍ୟ, ଶିଳ୍ପ
  • ରେଣୁକା ସିଂହ ସରୁତା-ଆଦିବାସୀ ବ୍ୟାପାର
  • ରାମେଶ୍ବର କେଲି-ପେଟ୍ରୋଲିୟମ୍, ଶ୍ରମ ଓନିଯୁକ୍ତି
  • କୈଳାସ ଚୌଧୁରୀ-କୃଷି ଓ କୃଷକ କଲ୍ୟାଣ
  • ଅନ୍ନପୂର୍ଣ୍ଣା ଦେବୀ- ଶିକ୍ଷା
  • ଏ ନାରାୟଣ ସ୍ବାମୀ- ସାମାଜିକ ନ୍ୟାୟ ଓ ସଶକ୍ତିକରଣ
  • କୌଶଳ କିଶୋର-ଗୃହ ଓ ନଗର ଉନ୍ନୟନ
  • ଅଜୟ ଭଟ୍ଟ- ପ୍ରତିରକ୍ଷା, ପର୍ଯ୍ୟଟନ
  • ବି ଏଲ୍ ବର୍ମା- ଉତ୍ତର ପୂର୍ବ ଅଞ୍ଚଳ, ସମନ୍ବୟ
  • ଅଜୟ କୁମାର- ସ୍ବରାଷ୍ଟ୍ର ବ୍ୟାପାର
  • ଦେବୁ ସିଂହ ଚୌହାନ-ଯୋଗାଯୋଗ
  • ଭଗବନ୍ତ ଖୁବା- ରିନ୍ୟୁଏବଲ୍ ଏନର୍ଜି, ସାର ଓ ରସାୟନ
  • କପିଲ୍ ପାଟିଲ୍-ପଞ୍ଚାୟତିରାଜ
  • ପ୍ରତିମା ଭୌମିକ-ସାମାଜିକ ନ୍ୟାୟ ଓ ସଶକ୍ତିକରଣ
  • ସୁବାଷ ସରକାର- ଶିକ୍ଷା
  • ଭଗବତ କିଷନ୍ ରାଓ କରଡ- ଅର୍ଥ
  • ରାଜକୁମାର ରଂଜନ ସିଂହ-ବୈଦେଶିକ ବ୍ୟାପାର, ଶିକ୍ଷା
  • ଭାରତୀ ପ୍ରବୀଣ ପାଓ୍ବାର- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ
  • ବିଶେଶ୍ବର ଟୁଡୁ-ଆଦିବାସୀ ବ୍ୟାପାର, ଜଳଶକ୍ତି
  • ଶାନନ୍ତୁ ଠାକୁର-ବନ୍ଦର, ଜଳପଥ
  • ମୁଞ୍ଜାପରା ମହେନ୍ଦ୍ରଭାଇ-ମହିଳା ଓ ଶିଶୁ ବିକାଶ, ଆୟୁଷ
  • ଜନ୍ ବାର୍ଲା-ସଂଖ୍ୟାଲଘୁ ବ୍ୟାପାର
  • ଏଲ୍ ମୁରଗାନ୍- ମତ୍ସ୍ୟ ଓ ପଶୁସଂପଦ, ସୂଚନା ଓ ପ୍ରସାରଣ
  • ନିଶିଥ ପ୍ରମାଣିକ- ସ୍ବରାଷ୍ଟ୍ର ବ୍ୟାପାର, କ୍ରୀଡା ଓ ଯୁବ ବ୍ୟାପାର

Leave A Reply

Your email address will not be published.