୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ ଉପସ୍ଥାପନା କରିଛନ୍ତି । ଏହା ହେଉଛି ଦ୍ୱିତୀୟ କାର୍ଯ୍ୟକାଳର ଚତୃର୍ଥ ବଜେଟ । ହୀରା ଗହଣା ଉପରେ ୫ ପ୍ରତିଶତ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । କରୋନା ମହାମାରୀ ସମୟରେ ଏହି ବଜେଟ ଉପସ୍ଥାପନ ହୋଇଥିବା ବେଳେ ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି କଣ ଶସ୍ତା ହେବ ଓ କଣ ମହଙ୍ଗା ହେବ । ଆସନ୍ତୁ ଜାଣିବା କ’ଣ ଶସ୍ତା ଓ ମହଙ୍ଗା ହୋଇଛି ।
ଶସ୍ତା
ଚମଡା ଓ କପଡ଼ା ସାମଗ୍ରୀ
ବିଦେଶରୁ ଆସୁଥିବା ମେସିନ୍
କୃଷି ଉପକରଣ
ମୋବାଇଲ ଚାର୍ଜର
ହୀରା ଗହଣା
ପଲିସ୍ ହୀରା ଉପରେ ଆମଦାନୀ ଶୁଳ୍କ ୫%କୁ ହ୍ରାସ
ରତ୍ନପଥର
ମହଙ୍ଗା
ବିଦେଶୀ ଛତା କିଣିବା ମହଙ୍ଗା ହେବ । ଛତା ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ସମସ୍ତ ଆମଦାନୀ ସାମ୍ରଗୀ ମହଙ୍ଗା ହେବ ।
ପ୍ରମୁଖ ଖବର
ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ