ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

‘ପୁଷ୍ପା’ ଫିଲ୍ମ ଅଫ୍ ଦି ଇୟର, ରଣବୀର ଶ୍ରେଷ୍ଠ ଅଭିନେତା

0

ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୨ । ଏଥିରେ ଦେଖିବାକୁ ମିଳିଛି ଫିଲ୍ମ ‘ପୁଷ୍ପା’ର ଦବଦବା । ‘ପୁଷ୍ପା’କୁ ମିଳିଛି ‘ଫିଲ୍ମ ଅଫ ଦି ଇୟର’ସମ୍ମାନ । ସେହିପରି ରଣବୀର ସିଂହଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ଆୱାର୍ଡ । ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ କ୍ରିତି ସେନନ ପାଇଛନ୍ତି ଦାଦା ସାହେବ ଫାଲକେ ଆୱାର୍ଡ । ଫିଲ୍ମଠୁ ଆରମ୍ଭ କରି ଟିଭି ଯାଏଁ,ଏ ରଟେନମେଂଟ ୱାର୍ଲ୍ଡରେ ଦମଦାର କାମ କରିଥିବା ବ୍ୟକ୍ତି ଓ ବିଷୟ ବସ୍ତୁକ ପ୍ରଶଂସା କରାଯିବା ସହ ଆୱାର୍ଡ ପ୍ରଦାନ କରାଯାଇଛି । ଫିଲ୍ମ ’୮୩’ ପାଇଁ ରଣବୀରଙ୍କୁ ଶ୍ରେଷ୍ଠ ଅଭିନେତା ଓ ଫିଲ୍ମ ‘ମିମି’ ପାଇଁ କ୍ରିତି ସେନନକୁ ଶ୍ରେଷ୍ଠ ଅଭିନ୍ରେତୀ ଆୱାର୍ଡ ମିଳିଛି । ଆସନ୍ତୁ ନଜର ପକାଇବା କିଏ କିଏ ପୁରସ୍କୃତ ହୋଇଛନ୍ତି..
ପୁଷ୍ପା: ଦି ରାଇଜ- ଚଳଚିତ୍ର ଅଫ ଦି ଇୟର
ରଣବୀର ସିଂହ- ଶ୍ରେଷ୍ଠ ଅଭିନେତା
କ୍ରିତି ସେନନ-ଶ୍ରେଷ୍ଠ ଅଭିନେତ୍ରୀ
କେନ୍ ଘୋଷ- ଶ୍ରେଷ୍ଠ ନିର୍ଦ୍ଦେଶକ
ସର୍ବୋ ମ ୱେବ ସିରି- କ୍ୟାଣ୍ଡି
ଲାରା ଦ – ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତ୍ରୀ
ସତୀଶ କୌଶିକ- ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା
ସିଦ୍ଧାର୍ଥ ମଲହୋତ୍ରା-ସମାଲୋଚକ ଶ୍ରେଷ୍ଠ ଅଭିନେତା
କିଆରା ଆଡଭାନୀ- ସମାଲୋଚକ ଶ୍ରେଷ୍ଠ ଅଭିନେତ୍ରୀ
ଅନୁପମା- ଟେଲିଭିଜନ ସିରିଜ ଅଫ ଦି ଇୟର
ଶାହିର ଶେଖ- ଟେଲିଭିଜନ ସିରିଜର ଶ୍ରେଷ୍ଠ ଅଭିନେତା
ଶ୍ରଦ୍ଧା ଆର‌୍ୟ୍ୟ- ଟେଲିଭିଜନ ସିରିଜର ଶ୍ରେଷ୍ଠ ଅଭିନେତ୍ରୀ
ବିଶାଲ ମିଶ୍ର-ଶ୍ରେଷ୍ଠ ପ୍ଲେବ୍ୟାକ ଗାୟକ ପୁରୁଷ
କନିକା କପୁର- ଶ୍ରେଷ୍ଠ ପ୍ଲେବ୍ୟାକ ଗାୟକ ମହିଳା

Leave A Reply

Your email address will not be published.