ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସରପଞ୍ଚ ପ୍ରାର୍ଥୀଙ୍କ ସ୍ୱାମୀଙ୍କ ମିଳୁନି ପତ୍ତା, ଦୁଇ ଦିନ ଧରି ନିଖୋଜ

0

ସରପଞ୍ଚ ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ବେ ପୁର ପଞ୍ଚୟତ ସରପଞ୍ଚ ପ୍ରାର୍ଥୀ ଶ୍ରଦ୍ଧାଞ୍ଜଳୀ ତ୍ରିପାଠୀଙ୍କ ସ୍ୱାମୀ ନିଖୋଜ ଅଛନ୍ତି ।
ଦୁଇ ଦିନ ହେବ ପୀତବାସ ଦାସ ନିଖୋଜ ଥିବା ଅଭିଯୋଗ ହୋଇଛି । ଶ୍ରଦ୍ଧାଞ୍ଜଳୀ ସ୍ୱାମୀ ନିଖୋଜ ଥିବା ନେଇ ତାଲାରେ ଏତାଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ପୀତବାସଙ୍କ ବାଇକ ଗତକାଲି ମଣିଦାସ ବରଗଛ ବଜାରରୁ ଉଦ୍ଧାର କରାଯାଇଛି । ପୀତବାସଙ୍କ ନିଖୋଜ ପଛରେ ରାଜନୈତିକ ଶତ୍ରୁତା ନ ଅନ୍ୟ କଣ କାରଣ ରହିଛି ଜଣାପଡିନାହିଁ । ପୀତବାସ ଦୈନିକ ଓଡିଆ ଖବରକାଗଜର ପ୍ରତିନିଧି ଭାବେ କାମ କରନ୍ତି ।

ସେହିପରି ବାଲିଗୁଡା କୋଟଗଡ଼ ବ୍ଲକ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରୁ ନିଖୋଜ ଅଛନ୍ତି ପ୍ରାର୍ଥୀ ଷ୍ଟିଫାନ ପ୍ରଧାନ । କୋଟଗଡ଼ ଥାନାରେ ଷ୍ଟିଫାନଙ୍କ ଅପହରଣ ନେଇ ଅଭିଯୋଗ ହୋଇଛି । ଥାନା ସାମନାରେ ମଧ୍ୟ ଉତେଜନା ଦେଖାଦେଇଛି ।

Leave A Reply

Your email address will not be published.