ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି

0

ଯାହା ଆଶଙ୍କା କରାଯାଉଥିଲା, ସତରେ ସେଇଆ ହିଁ ଘଟିଲା । ଋଷ ଓ ୟୁକ୍ରେନ ମଧ୍ୟ ଆରମ୍ଭ ହୋଇଯାଇଛି ଯୁଦ୍ଧ । କିନ୍ତୁ ୟୁକ୍ରେନରେ ଫସିରହିଯାଇଛନ୍ତି ଭାରତୀୟ । ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ କିଛି ଭାରତୀୟଙ୍କୁ ଅଣାଯାଇର୍ଥିଲେ ମଧ୍ୟ ଆଉ ହଜାର ହଜାର ଭାରତୀୟ ଫସି ରହିଛନ୍ତି । ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କ ପାଇଁ କେନ୍ଦ୍ର ସରକାର ଆଡଭାଇଜରି ଜାରି କରିଛନ୍ତି । ୟୁକ୍ରେନର ପରିସ୍ଥିତି ଚିନ୍ତାଜନକ ରହିଛି । ଭାରତୀୟ ମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଯେଉଁଠି ଯିଏ ଅଛ ସେଠାରେ ସୁରକ୍ଷିତ ଓ ଶାନ୍ତ ଭାବରେ ରହିବାକୁ କୁହାଯାଇଛି ।ଏବେ ବି ୟୁକ୍ରେନରେ ପ୍ରାୟ ୨୦ ହଜାର ଭାରତୀୟ ଛାତ୍ର ଅଛନ୍ତି । ଯାହାକୁ ଭାରତରେ ତାଙ୍କ ପରିବାର ଲୋକ ଚିନ୍ତାରେ ପଡିଯାଇଛନ୍ତି । ଫସି ରହିଥିବା ଭାରତୀୟଙ୍କ ପାଇଁ ଟ୍ରୋଲ ଫି ନମ୍ବର ଜାରି ରହିଛି ।

+୯୧-୧୧-୨୩୦୧୪୧୦୪
+୯୧-୧୧-୨୩୦୧୨୧୧୩
+୯୧-୧୧-୨୩୦୧୭୯୦୫

Leave A Reply

Your email address will not be published.