ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପଞ୍ଚାୟତ ଫଇସଲା: କେଉଁ ଜୋନରେ କିଏ ଆଗୁଆ?

0

ପଞ୍ଚାୟତ ଫଇସଲା । ଚାଲିଛି ଭୋଟ ଗଣତି । ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡି ବହୁ ଆଗରେ ରହିଛି । ନଜର ପକାନ୍ତୁ କେଉଁ ଜୋନରେ କିଏ ଆଗୁଆ ନୟାଗଡ ବ୍ଲକ ୧ ନଂ ଜୋନରେ ବିଜେଡି ଆଗୁଆ ରହିଛି। ନୟାଗଡ ନୂଆ ଗାଁ ବ୍ଲକ ୧୬ ନଂ ଜୋନରେ ବିଜେଡି, ଖଣ୍ଡପଡାର ୧୨ ନଂ
ଜୋନରେ ବିଜେପି, ନୂଆଗାଁ ବ୍ଲକର ୧୬ ନଂ ଜୋନରେ ବିଜେଡି ଆଗୁଆ। କେନ୍ଦୁଝର ସଦରରେ ବିଜେଡି ଆଗୁଆ,ଘଟଗାଁ ବ୍ଲକର ୭ ନଂ ଜୋନରେ ବିଜେଡି ଆଗୁଆ, ଆନନ୍ଦପୁର ୧ ନଂ ଜୋନରେ ବିଜେଡି, ଘଷିପୁରାର ୧୦ ନଂ ଜୋନରେ ବିଜେଡି ଆଗୁଆ, ଗଞ୍ଜାମ ସୋରଡ଼ାରେ ୬୩ନଂ ଜୋନରେ ବିଜେଡି ଆଗୁଆ ରହିଛି।

ସୁନ୍ଦରଗଡ଼ କୋରଡାର ୫ ନଂ ଜୋନରେ ସିପିଏମ ପ୍ରାର୍ଥୀ ଆଗୁଆ ରହିଛନ୍ତି। କଳାହାଣ୍ଡି କେସିଙ୍ଗାର ୧ ନଂ ଜୋନରେ ବିଜେଡି ଆଗୁଆ, ବାଲିଗୁଡା ବ୍ଲକ ୧୫ ନଂ ଜୋନରେ ବିଜେଡି, ବରଗଡ ଜିଲ୍ଲା ଅମ୍ବାଭନା ବ୍ଲକର ୧ ନଂ ଜୋନରେ ବିଜେଡି ଆଗୁଆ, ବରଗଡ ପଦ୍ମପୁର ବ୍ଲକ ୧ ନଂ ଜୋନରେ ବି ବିଜେଡି ଆଗୁଆ, ବୌଦ୍ଧର ୪ ନଂ ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ, କନ୍ଧମାଳ ବ୍ଲକର ୧ ନଂ ଜୋନରେ ବିଜେପି ଆଗୁଆ, ଝାରବନ୍ଧରେ ପ୍ରଥମ ରାଉଣ୍ଡ ସୁଦ୍ଧ ବିଜେପି ପ୍ରାର୍ଥୀ ଆଗୁଆ, କନ୍ଧମାଳ ଜି ଉଦୟଗିରି ୫ ନଂ ଜୋନରେ ବିଜେପି ପ୍ରାର୍ଥୀ ଆଗୁଆ, ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ୧ ନଂ ଜୋନରେ ବିଜେଡି ଆଗୁଆ, ପାଟଣା ବ୍ଲକର ୨୧ ନଂ ଜୋନରେ ବି ବିଜେଡି ଆଗୁଆ ରହିଛି ।

Leave A Reply

Your email address will not be published.