ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଗୋଦାମରେ ନିଆଁ ଲାଗି ଜଳିଗଲେ ୮ ଜଣ

0

ହାଇଦ୍ରାବାଦରେ ଏକ ବଡ଼ ଅଘଟଣ ଘଟିଛି । ବୋୟାଗୁଡା ଅଞ୍ଚଳରେ ଏକ ଗୋଦାମରେ ନିଆଁ ଲାଗିବା ଫଳରେ ୮ ଜଣ ଜୀବନ୍ତ ଜଳିଯାଇଛନ୍ତି । ମୃତ ଶ୍ରମିକ ମାନେ ସମସ୍ତ ବିହାରର ବାସିନ୍ଦା । ଏବଂ ସେମାନେ ଏହି ଗୋଦାମରେ କାମ କରୁଥିଲେ । ତେବେ ନିଆଁ ଲାଗିବାର କାରଣ ଜଣାପଡିନଥିବା ବେଳେ ପୁଲିସ
ତଦନ୍ତ ଆରମ୍ଭ କରିଛି । ହାଇଦ୍ରାବାଦ ସେଣ୍ଟ୍ରାଲ ଜୋନ ଡିସିପି କହିଛନ୍ତି, ୮ ଜଣଙ୍କ ମୃତଦେହ ବାହାରକୁ ବାହାର କରାଯାଇଛି । ମୃତଦେହକୁ ହସ୍ପିଟାଲ ନିଆଯାଇଛି । ସେଠାରେ ଶବ ବ୍ୟବଚ୍ଚେଦ କରାଯିବ । ଏବେ ନିଆଁକୁ ନିୟନ୍ତ୍ରଣ କରାଯାଇଛି । ନିଆଁ କେମିତି ଲାଗିଲା ତାର ଯାଞ୍ଚ କରାଯିବ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।

Leave A Reply

Your email address will not be published.