ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦକୁ ୩୧ ବର୍ଷ ଜେଲ୍ ଦଣ୍ଡାଦେଶ

0

କୁଖ୍ୟାତ ଆତଙ୍କବାଦୀ ତଥା ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସଇଦକୁ ସଜ୍ଜା। ଦୁଇଟି ମାମଲାରେ ୩୧ ବର୍ଷ ପାଇଁ ସଜ୍ୱା ଶୁଣାଇଛନ୍ତି ପାକିସ୍ତାନର ଆଣ୍ଟିଟେରର କୋର୍ଟ । ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜମାତ ଉଦ୍ ଦାୱା ଗ୍ରୁପର ମୁଖ୍ୟ ହେଉଛି ହାଫିଜ ସଇଦ । ୩୧ ବର୍ଷ ପାଇଁ ସଜ୍ୱା ସହ ସମସ୍ତ ସଇଦର ସମସ୍ତ ସମ୍ପତ୍ତି ଜବତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଏଥିସହ ୩ଲକ୍ଷ ୪୦ ହଜାର ଟଙ୍କାର ଜରିମାନା କରାଯାଇଛି । ୨୦୧୯ ଜୁଲାଇ ୧୭ରେ ହାଫିଜ ସଇଦକୁ ଗିରଫ କରାଯାଇଥିଲା । ଏହା ପରେ ୨୦୨୦ରେ ତାକୁ ଆତଙ୍କବାଦୀ ନିରୋଧୀ ଅଦାଲତ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହିତ ୧୧ ବର୍ଷ ପାଇଁ ସଜ୍ୱା ଶୁଣାଇଥିଲେ ।ଏବେ ତାକୁ ପାକିସ୍ତାନର ଆଣ୍ଟି ଟେରର କୋର୍ଟ ୧୧ ବର୍ଷ ପାଇଁ ସଜ୍ୱା ଶୁଣାଇଛନ୍ତି ।

Leave A Reply

Your email address will not be published.